ଜଣା ପଡିଲା ସତ, ମନୋଜ ମିଶ୍ର ମନା କରୁଥିଲେ ହେଲେ ଯୁବକ ଜଣଙ୍କ କହିଲେ କିଏ ଚିରୁଥିଲା ଓଡ଼ିଆ ଫିଲ୍ମ ପୋଷ୍ଟର।

ମନୋଜ ମିଶ୍ର ମନା କଲେ ମୁଁ ପୋଷ୍ଟର ଚିରିନି ଏପଟେ ଯୁବକ ଆସି ସାମ୍ନାରେ କହିଲେ ଆମେ ପୋଷ୍ଟର ଚିରିଛୁ। ଓଡ଼ିଆ ଫିଲ୍ମ ପୋଷ୍ଟର ଆମେ ଚିରିଛୁ।ଓଲିଉଡ ବିବାଦର ସମାଧାନ ସହ ମନୋଜ ମିଶ୍ରଙ୍କ ଗି-ରଫ ଦାବି ନେଇ ମହିଳା କମିଶନରଙ୍କ ଦ୍ୱାରସ୍ତ ହୋଇଛନ୍ତି ସେପଟେ ପ୍ରଥା ଫିଲ୍ମ ପ୍ରଯୋଜିକା ସନଲିସା ପଟେଲ। ଏପଟେ କିନ୍ତୁ କର୍ତା ମାନେ ଏଭଳି କହିଛନ୍ତି ଯେ ଆମେ ଚିରିଛୁ ଓଡ଼ିଆ ଫିଲ୍ମ ପୋଷ୍ଟର। ତେବେ କାହିଁକି ମନୋଜ ମିଶ୍ରଙ୍କୁ ସେପଟେ କୁହାଯାଉଛି ଯେ ମନୋଜ ମିଶ୍ର ଚିରିଛନ୍ତି। ତେବେ ବି-ବାଦ ଭିତରେ ଏଭଳି କିଛି ପ୍ରତି-କ୍ରିୟା ଆସିବା ପରେ ଜଣା ପଡ଼ିଛି ଯେ କୌଶଲ ସେନା ଏଭଳି କିଛି କାମ କରୁଛି।

ତେବେ ଦିନକୁ ଦିନ ବଢ଼ିବାରେ ଲାଗିଛି ଓଲିଉଡ ବିବାଦ। ଆଉ ଏଇ ବିବା-ଦରେ ବଳି ପଡୁଛି ଓଡ଼ିଆର କିଛି ସିନେମା। ଯେଉଁ ପ୍ରଯୋଜକ ମାନେ ଏହି ବି-ବାଦ ସମୟରେ ସିନେମା ପ୍ରସ୍ତୁତ କରୁଛନ୍ତି ସେମାନଙ୍କର ସିନେମା ଚାଲି ପାରୁନାହିଁ ଯାହା କେବଳ ସିନେ ଜଗତର ପ୍ରଯୋଜକଙ୍କୁ ନୁହେଁ ଓଡ଼ିଆ ସିନେମା ଶିଳ୍ପର ମେରୁଦଣ୍ଡକୁ ଭାଙ୍ଗି ଦେଉଛି। ଏହାକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ପ୍ରଥାରୁ ଆରମ୍ଭ କରି ରାଉଡିରାଜା ଏମିତିକି ଅନେକ ସିନେମା ହଲରେ ପଡିବା ପୂର୍ବରୁ ହଲରୁ ଉଠି ଯାଉଛି।

ଏପଟେ ପଡିଥିଲା ପ୍ରଥା କିନ୍ତୁ ପ୍ରଥାକୁ ପଶ୍ଚିମ ଓଡ଼ିଶାରେ କୁଆଡେ ଚଲାଇ ଦିଆଗଲାନି ସେଠାରେ ପ୍ରଥାର ପୋଷ୍ଟର ସବୁ ଚିରା ଗଲା। ଏଭଳି ସ୍ଥିତିରେ ଏଇ ଯୁବକ ଯୁବକ ଜଣକ ଆସି କହୁଛନ୍ତି ଆମେ ଚିରିଛୁ ଓଡ଼ିଆ ଫିଲ୍ମ ପୋଷ୍ଟର ଏମିତିକି ଓଡ଼ିଆ ଫିଲ୍ମ ଯାହାବି କିଛି ପଶ୍ଚିମ ଓଡ଼ିଶାରେ ରିଲିଜ ହେବ ଆମେ ପୋଷ୍ଟର ଚିରି ଦେବୁ।

ତେବେ ପ୍ରଥା ଫିଲ୍ମର ପ୍ରଯୋଜିକା ସେପଟେ ଥା-ନାରେ ଅଭି-ଯୋଗ କରିବା ସହିତ ଆଜି ମହିଳା କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଦାବି ରଖିଛନ୍ତି ଯେ ମନୋଜ ମିଶ୍ର କୁଆଡେ ଏ ସବୁ କରୁଛନ୍ତି ଆଉ ତାଙ୍କୁ ଗି-ରଫ କରାଯାଉ। ଏପଟେ ଏଇ ଯୁବକ ଜଣକ କହିଛନ୍ତି ଆମେ କୌଶଲ ସେନା ତରଫରୁ ସବୁ ପୋଷ୍ଟରକୁ ଚିରିଛୁ।

ତେବେ ଆଗରୁ ମଧ୍ୟ ମନୋଜ ମିଶ୍ର ଏହି ପ୍ରଥା ଫିଲ୍ମକୁ ନେଇ କହିଥିଲେ ମୁଁ କୌଣସି ପୋଷ୍ଟର ଚିରିବାକୁ କାହାରିକୁ କହିନାହିଁ। ଏମିତିକି ମୋର କୌଣସି ମନ୍ଦ ଉଦେଶ୍ୟ ନାହିଁ। ମୁଁ ଚାହୁଁଛି ଓଡ଼ିଶାର ସବୁ ଫିଲ୍ମ ଆଗକୁ ଯାଉ ଆଗକୁ ବଢୁ। ବିଶ୍ୱ ଦରବାରରେ ନିଜର ପରିଚୟ ସୃଷ୍ଟି କରୁ। ମୁଁ କାହିଁକି ପୋଷ୍ଟର ଚିରିବି।ଏଭଳି ପରିସ୍ଥିତିରେ ସେପଟେ ପ୍ରଥା ଫିଲ୍ମର ପ୍ରଯୋଜିକା ଥା-ନାରେ ଯାଇ ଅଭି-ଯୋଗ କରିବା ସହିତ ମହିଳା କମିଶନଙ୍କ ପାଖରେ ଅଭି-ଯୋଗ ଆଣିଛନ୍ତି। ଆଉ ଏପଟେ ଏହି ଯୁବକ ଜଣକ ଆସି କହୁଛନ୍ତି ଆମେ ସବୁ ପୋଷ୍ଟର ଚିରିଛୁ।ତେବେ କିଏ କହୁଛି ସତ ଏ ଘ-ଟଣା କେଉଁ ଆଡ଼କୁ ଯାଉଛି ଆଗକୁ ଜାଣିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *