ପ୍ରେମିକ ସହ ଶୋଇଥିଲା ସ୍ତ୍ରୀ, ଫୋନ କରିଦେଲା ସ୍ୱାମୀ
ପାଠ ପଢିବାକୁ ଆସି ପ୍ରେମିକ ସହ ମିଶିଲା ସ୍ତ୍ରୀ। ଆଉ ଯେତେବେଳେ ଜାଣିଲା ସ୍ତ୍ରୀ ନିଜକୁ ଜ-ଳିଦେଲା ସ୍ତ୍ରୀ। ବିବାହିତ ହୋଇ ପୁଣି ଥରେ ପ୍ରେମ କରିବସିଥିଲେ। ପାଠ ପଢିବାକୁ ଯାଇ ଭୁଲ୍ ବାଟକୁ ଚାଲିଯାଇଥିଲେ ଯୁବତୀ। ହଁ ଆଜ୍ଞା ଏଭଳି କିଛି ଘ-ଟଣା ଘଟିଛି ଯାହାକୁ ନେଇ ପୁରା ଦେଶରେ ଏବେ ଚର୍ଚ୍ଚା ଭରିଛି। ସ୍ଵାମୀଙ୍କ ଫୋନ୍ କଲ୍ ଆସିଲା ଆଉ ପ୍ରେମିକ ସହ ନିଜକୁ ଜ-ଳିଦେଲା ମହିଳା। ହସ ଖୁସିରେ ଥିଲେ ସବୁ କିଛି ଠିକ୍ ଚାଲିଥିଲା। ବିବାହ ମଧ୍ୟ କରିଥିଲେ। କିନ୍ତୁ ବିବାହ ପରେ ସେ ପାଠ ପଢିବାକୁ ଯାଇଥିଲେ। ଆଉ ପାଠ ପଢା ସମୟରେ ଜଣେ ଯୁବକଙ୍କ ସହ ପ୍ରେମ ହୋଇଥିଲା।
ଆଉ ଗୋଟିଏ ରୁମ୍ ନେଇ ଦୁଇଜଣ ମିଶିକି ରହୁଥିଲେ। କିନ୍ତୁ ସ୍ଵାମୀ ଏ କଥା ଜାଣୁ ନ ଥିଲା। ଆଉ ଯେତେବେଳେ ଜାଣିଲେ ସେତେବେଳେ ସ୍ୱାମୀର ଗୋଟେ ଫୋନ୍ କଲ୍ ଆସିଲା ଆଉ ତାପରେ ଏଭଳି ନିଷ୍ପତ୍ତି ନେଇଗଲେ। ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ବାହାଘର ପରେ ସ୍ଵାମୀ ଠାରୁ ଦୂରରେ ରହି ପାଠ ପଢ଼ୁଥିଲେ। ପାଠ ପଢିବା ସମୟରେ ପ୍ରେମ ହୋଇଗଲା। ପ୍ରେମ ନିଶା ଏତେ ଘାରିଲା ଯେ ଶେଷରେ ସେ ଲିଭ୍ ଇନ୍ ରିଲେସନସିପରେ ରହିଲେ। ଏକାଠି ରହିଲେ ଗୋଟିଏ ଘରେ।
ସ୍ଵାମୀ ସହ ଆଉ ରହିବାକୁ ଇଚ୍ଛା କଲେନି। କିନ୍ତୁ ହଠାତ୍ ଏମିତି କଣ ହେଲା ଯେ ପରିବାରରେ ସେ ନିଜଲିଭ୍ ଇନ୍ ପାଟନର ସହ ନିଜକୁ ନିଜେ ଜା-ଳି ଜୀବନ ହାରିଦେଲେ। ବେଙ୍ଗାଲୁରର କୋଥେନାପୂର୍ ପୋ-ଲିସ୍ ଷ୍ଟେସ-ନରେ ଏପରି ଘ-ଟଣା ଘଟିଛି। ଲିଭ୍ ଇନ୍ ପାଟନରଙ୍କ ସହ ଯେଉଁଠାରେ ମହିଳା ରହୁଥିଲେ ସେଠାରେ ଭ-ୟଙ୍କର ଭାବେ ଜୀବନ ହାରିଦେଲେ ଦୁଇଜଣ।
ପଶ୍ଚିମବଙ୍ଗର ସୌମୁନି ଦାସ ବେଙ୍ଗାଲୁରରେ ନର୍ସିଂ ପାଠ ପଢ଼ୁଥିଲେ। ଦ୍ୱିତୀୟ ବର୍ଷରେ ସୌମୁନି ବିବାହ କରିଥିଲେ ଆଗରୁ। ତାଙ୍କ ସ୍ଵାମୀ ପଶ୍ଚିମବଙ୍ଗରେ ରୁହନ୍ତି। ତେବେ ବେଙ୍ଗାଲୁରରେ ରହୁଥିବା ବେଳେ ସୌମୁନିଙ୍କ ପରିଚୟ ୨୯ ବର୍ଷୀୟ ଆଭିଲ ଆବ୍ରାହମଙ୍କ ସହ ହୋଇଥିଲା।ଆବ୍ରାହମ ଗୋଟିଏ ନର୍ସିଂହୋମରେ କାମ କରନ୍ତି କିଛିଦିନର ଦେଖା ସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂ-ପର୍କ ଗଢ଼ି ଉଠିଥିଲା।
ଏହା ପରେ ସେମାନେ ଡୁଡାଗୁବି ଠାରେ ଫ୍ଲାଟ୍ ନେବା ସହିତ ଏକାଠି ରହିବା ଆରମ୍ଭ କରିଥିଲେ। ଆଉ କିଛି ମାସ ଏକାଠି ରହିବା ପରେ ସୌମୁନି ନିଜ ଘରକୁ ଯାଇଥିଲେ। ଆଉ ସେଠାରେ ନିଜ ପ୍ରେମ ସଂ-ପର୍କ ବିଷୟରେ ନିଜ ପରିବାର ଲୋକଙ୍କୁ କହିଥିଲେ। ଏଥି ସହ ସେ ଆଉ ସ୍ଵାମୀ ସହ ରହିବାକୁ ଚାହୁଁ ନ ଥିବା ଜଣାଇ ଦେଇଥିଲେ। ହେଲେ ସେଠାରୁ ଫେରିବା ପରେ ସେ ପୁଣି ଆବ୍ରାହମଙ୍କ ସହ ରହିବା ଆରମ୍ଭ କରି ଦେଇଥିଲେ। ଆଉ ସ୍ବାମୀଙ୍କ ଠାରୁ ସେ ଛା-ଡ଼ପ-ତ୍ର ନେବାକୁ ମଧ୍ୟ କହିଥିଲେ। ହେଲେ ରବିବାରର ଅପରାହ୍ନରେ ତାଙ୍କ ସ୍ଵାମୀ ସୌମୁନିଙ୍କୁ ଫୋନ୍ କରିଥିଲେ। ଏହା ପରେ ସେ ଓ ଆବ୍ରାହମ ପେଟ୍ରୋଲ ଆଣି ନିଜ ଉପରେ ଢ଼ାଳି ନିଜକୁ ନି-ଆଁରେ ଜା-ଳି ଦେଲେ।
ସେମାନଙ୍କ ବିକଳ ଚି-ତ୍କାର ଶୁଣି ପଡୋଶୀମାନେ ସେମାନଙ୍କୁ ସହଯୋଗ କରିବାକୁ ଦଉଡି ଆସିଲେ। ଉଭୟଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆ ଯାଇଥିଲା। କିନ୍ତୁ ସେଠାରେ ପ୍ରଥମେ ସୌମୁନି ଙ୍କର ଜୀବନ ଚାଲିଗଲା। ଗୁରୁତର ଆବ୍ରାହମଙ୍କୁ ଭିକ୍ଟୋରିଆ ହସ୍ପଟାଲକୁ ସ୍ଥାନାନ୍ତର କରଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସା ଧିନ ଅବସ୍ଥାରେ ତାଙ୍କର ଜୀବନ ଚାଲିଗଲା। ଆଉ ପୋ-ଲିସ ଏବେ କାହିଁକି ଜୀବନ ହାରିଦେଲେ ଓ କାହିଁକି ଏମିତି ପଦକ୍ଷେପ ନେଲେ ତାକୁ ନେଇ ଏବେ ତ-ଦନ୍ତ କରୁଛି ଓ ଅନେକ ସ-ନ୍ଦେହ କରୁଛି। କିନ୍ତୁ କିଛି ଜଣା ପଡୁନି। ଯେ କାହିଁକି ଏ ଦୁଇଜଣ ଜୀବନ ହାରିଦେଲେ। କିନ୍ତୁ ସ୍ୱାମୀର ଆସିଥିଲା ଗୋଟିଏ କଲ୍। ସେ କଲରେ ଏବେ କଣ କହିଥିଲେ ସ୍ୱାମୀ, ତାକୁ ନେଇ ପୋ-ଲିସ ଏବେ ସ-ନ୍ଧାନ କରୁଛି।