୮ ମାସ ହେଲା ପ୍ରେମ ବିବାହ କରିଥିଲେ। ଆଉ କାରରେ ବସି ବୁଲିବାକୁ ଯାଉଥିଲେ…. ସ୍ତ୍ରୀ କାର ଭିତରେ ବସିଥିଲା ଆଉ ହଠାତ…..
କାରରେ ବସିଥିଲା ସ୍ତ୍ରୀ। ସ୍ୱାମୀକୁ ହା-ଣୁଥିଲେ ଦୁ-ର୍ବତ। ସ୍ତ୍ରୀର ଆଖି ଆଗରେ ସ୍ୱାମୀକୁ ମା-ରିଦେଲେ ଦୁ-ର୍ବୁତ୍ତ। କାହିଁକି କାର ଭିତରୁ ବାହାରୁ ନଥିଲା ସ୍ତ୍ରୀ? ଦୁ-ର୍ବୁତ୍ତ ଯିବା ପରେ କାର ଭିତରୁ ବାହାରିଲା ସ୍ତ୍ରୀ।ହଁ ଆଜ୍ଞା ନିଜ ସ୍ତ୍ରୀ ସାମ୍ନାରେ ଏ ସ୍ୱାମୀର ଜୀବନ ଚାଲିଗଲା। ଆପଣ ଯଦି ଜାଣିବେ ଏଭଳି କା-ଣ୍ଡ କିଏ ଘଟାଇଛି ତାହାଲେ ଆପଣ ବି ବିଚଳିତ ହୋଇଯିବେ। ଏହି ସ୍ବାମୀକୁ ମା-ରିବା ପାଇଁ ପରିବାରର ଜଣେ ସଦସ୍ୟ ସୁପାରି ଦେଇଛି। ଶେଷରେ ଏହି ହସ ଖୁସିର ସଂସାର ଉଜୁଡି ଯାଇଛି।
ସୂଚନା ମୁତାବକ ଉଭୟ ହେଉଛନ୍ତି ସ୍ୱାମୀ ସ୍ତ୍ରୀ। ଏ ହେଉଛନ୍ତି ପ୍ରଣୟ ଓ ଏ ହେଉଛନ୍ତି ଅମୃତା। ଉଭୟ ଗୋଟିଏ କ୍ଲାସରେ ପାଠ ପଢୁଥିଲେ। ତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।ପ୍ରେମ ହେବା ପରେ ଉଭୟ ବିବାହ କରିଥିଲେ। ଏମାନଙ୍କ ବିବାହ ମାତ୍ର ୮ ମାସ ହୋଇଥିଲା। ଏବେ ସ୍ୱାମୀ ପ୍ରଣୟଙ୍କର ଜୀବନ ଚାଲିଯାଇଛି। ଉଭୟଙ୍କ ବିବାହକୁ ଝିଅର ପରିବାର ଲୋକେ ବି-ରୋଧ କରୁଥିଲେ। କାରଣ ଝିଅ ଘରର ଷ୍ଟାଣ୍ଡାଡ଼ ଠାରୁ ପୁଅ ଘରର ଷ୍ଟାଣ୍ଡାଡ଼ ଅଛି ନୀଚ ଲେବୁଲର ଥିଲା। ସେଥିପାଇଁ ଝିଅ ଘରର ପରିବାର ଲୋକେ ଏହାକୁ ବି-ରୋଧ କରୁଥିଲେ। ପରେ ଉଭୟଙ୍କ ସହିତ ଝିଅ ଘରର ପରିବାର ଲୋକେ ମିଛି ମିଛିକା ମିଶୁଥିଲେ।
ଦିନେ ଉଭୟ ସ୍ୱାମୀ ସ୍ତ୍ରୀ ଆସିଥିଲେ ଡ଼ାକ୍ତରଖାନ। କାରଣ ତାଙ୍କ ସମ୍ପ-ର୍କୀୟଙ୍କ ଦେହ ଅସୁସ୍ଥ ଥିବାରୁ ସେମାନେ ଦେଖା କରିବାକୁ ଆସିଥିଲେ। ଠିକ ସେହି ସମୟରେ ଝିଅର ବାପା ଯୁବକକୁ ମାରିବା ପାଇଁ କିଛି ଗୁ-ଣ୍ଡା ପଠାଇଥିଲେ। ଏଭଳି କିଛି ଅଭି-ଯୋଗ ଆଣିଥିଲେ ପୁଅ ଘରର ପରିବାର ଲୋକେ।
ସ୍ତ୍ରୀ କାର ଭିତରେ ବସିଥାଏ। ତାଙ୍କର ସ୍ୱାମୀ ପ୍ରଣୟ କିଛି ଦୂରରୁ କାର ଆଡ଼କୁ ଆସୁଥାନ୍ତି ହଠାତ କିଛି ଗୁ-ଣ୍ଡା ପଛରୁ ଆସି ପ୍ରଣୟଙ୍କ ଉପରେ ଆକ୍ର-ମଣ କଲେ। ସ୍ତ୍ରୀ ମଧ୍ୟ ଏହି ଦୃ-ଶ୍ୟକୁ ଦେଖୁଥାଏ। ସ୍ତ୍ରୀ ଜମାବି ପାଖକୁ ଯାଉନଥାଏ। କାରଣ ସେ ଏତେ ଭ-ୟଭୀ-ତ ହୋଇଯାଇଥିଲା ଯେ କାର ଭିତରୁ ସେ ଜମାବି ବାହାରୁ ନଥିଲା। ଶେଷରେ ସ୍ୱାମୀ ପ୍ରଣୟଙ୍କର ସେହି ଠାରେ ହିଁ ଜୀବନ ଚାଲିଗଲା।ଏବେ ପ୍ରଣୟଙ୍କ ପରିବାର ଲୋକେ ଅଭି-ଯୋଗ କରିଛନ୍ତି କି ଝିଅର ବାପା ତାଙ୍କ ପୁଅ ପ୍ରଣୟଙ୍କୁ ମା-ରିଦେଇଛନ୍ତି। ଏଭଳି ଘ-ଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ନାଲଗଣ୍ଡା ଜିଲ୍ଲାର ମିରିୟାଲା ଗୁଡା ସହରରେ।
ଉଭୟ ସ୍ୱାମୀ ସ୍ତ୍ରୀ ହାଇଦ୍ରାବାଦରେ ଇଞ୍ଜିନିୟର ଡିଗ୍ରୀ ହାସଲ କରିଥିଲେ। ଏବେ ଏମାନଙ୍କର ଘର ସଂସାର ଉଜୁଡି ଯାଇଛି। ଆଉ ଯୁବକର ଶଶୁର ହିଁ ଏମାନଙ୍କ ଘର ସଂସାରକୁ ଉଜାଡ଼ି ଦେଇଛି। ଏଭଳି କିଛି ଅଭି-ଯୋଗ ହୋଇଛି ଯୁବକର ପରିବାରଙ୍କ ପକ୍ଷରୁ। ତେବେ ବାକି ରହିଲା ଏହି ଘ-ଟଣା ଆଗକୁ କେଉଁ ମୋଡ଼ ନେଉଛି।