“ଟୁଟୁ ଭାଇଙ୍କୁ ସେ ଝିଅ କ୍ଷମା କରିଦିଅନ୍ତୁ । ଆଉ ଥା-ନାକୁ ଯାଇ କେ-ସ ଉଠେଇ ଆଣନ୍ତୁ” : ଗଜପତି ।

ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଥିବେ ନିଶ୍ଚୟ ଯେ ବର୍ତମାନ ସମୟରେ ହରଡ଼ ଘଣାରେ ପଡ଼ିଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ସିନେ ପ୍ରଯୋଜକ ଟୁଟୁ ନାୟକ । ଗୋଟାଏ ପଟେ ସିନେମା କଳି ଥମି ନଥିବା ବେଳେ ଅନ୍ୟ ପଟରେ ଜଣେ ମହିଳା ସାମ୍ବାଦିକାଙ୍କୁ ମା-ଡ ମା-ରିବା ଘଟ-ଣାରେ ଗି-ରଫ ହୋଇ ଏବେ ଜେ-ଲ୍ ଯାଇଛନ୍ତି ଟୁଟୁ ନାୟକ । ଆଜ୍ଞା ହଁ ବି-ବାଦ ବଢ଼ିବାରୁ ଓଡ଼ିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗି-ରଫ କରିଥିଲା ଭୁବନେଶ୍ୱର କମିଶନରେଟ୍‌ ପୁ-ଲିସ୍‌ ।

ମହିଳା ସାମ୍ୱାଦିକ ଦେବସ୍ମିତା ରାଉତଙ୍କୁ ଅସ-ଦାଚରଣ ଅଭି-ଯୋଗରେ ତାଙ୍କୁ ପୁ-ଲିସ୍‌ ଗିର-ଫ କରିଥିଲା । ଟୁଟୁ ନାୟକଙ୍କ ବିରୋ-ଧରେ ମଧ୍ୟ ଲାଗିଛି ସବୁ ସଙ୍ଗୀନ ଦଫା । ଆଉ ବର୍ତ୍ତମାନ୍ ଟୁଟୁ ନାୟକଙ୍କ ଜେଲ୍ ଯିବା ପରେ ଏହି ବିଷୟରେ ମିଡ଼ିଆ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଜପତି । ତେବେ ଗଜପତି କହିଛନ୍ତି ଯେ ଟୁଟୁ ନାୟକଙ୍କୁ ବେଲ୍ ମିଳିବା ଆବଶ୍ୟକ । ସେ ଏପରି କଣ କରି ଦେଇଛନ୍ତି ଯେ ମିଳିବନି । ଦୋ-ଷୀକୁ ଦ-ଣ୍ଡ ମିଳିବା ନିହାତି ଆବଶ୍ୟକ । କିନ୍ତୁ ଯେଉଁ ହିସାବରେ ମିଳିଲା ସେଇଟା ଭଲ ନୁହେଁ ।

ଓଡ଼ିଶାର ଜନତା ହିସାବରେ ଗଜପତି କହିବାକୁ ଚାହିଁଥିଲେ ଯେ ଯଦି ଫିଲ୍ମ୍ ଇଣ୍ଡଷ୍ଟ୍ରି ବିଷୟରେ ନେଇକି ଝ-ଗଡା ଲାଗିଥିଲେ ତାହେଲେ ସେଇଟା ଠିକ୍ ଥିଲା । କିନ୍ତୁ ଏଇ ଯେଉଁ ଘ-ଟଣା ଟା ହେଲା ଯାହାର ସିସିଟିଭି ଫୁଟେଜ ଦେଖିବାକୁ ମିଳିଛି ସେଥିରେ ସ୍ପଷ୍ଟ ଦେଖା ଯାଇଛି ଯେ ଅଜା ନାତୁଣୀକୁ ଯେମିତି ସ୍ନେହ କରେ ସେଇଭଳି ଟୁଟୁ ନାୟକ ଉକ୍ତ ସାମ୍ବାଦିକାଙ୍କ ପିଠିରେ ଥାପୁଡ଼େଇ ଦେଇଥିଲେ ।

ସେଇଟା କୁହାଯିବ କି ଚାପୁଡ଼ା ମା-ରି ପିଠି ନାଲା ପକେଇ ଦେଇଛନ୍ତି ବୋଲି । ଏଗୁଡ଼ା ସବୁ ବେକାର କଥା । ହୁଏତ ସେ ଝିଅକୁ କେଉଁଠି ନା କେଉଁଠି ଖରାପ୍ ଲାଗି ଥାଇପାରେ କିନ୍ତୁ ଟୁଟୁ ନାୟକ ଯଦି ସେଇଠି ସରି କହି ଦେଇଥାନ୍ତେ କଥା ଏତେ ବାଟ ଆସି ନଥାନ୍ତା । ଟୁଟୁ ନାୟକ କଉ ଆତ-ଙ୍କବାଦି କିମ୍ଵା ଟରୋରିଷ୍ଟ ନୁହଁନ୍ତି ଯେ ଘରେ ପଶିକି ମା-ରିଦେବେ । ସବୁଠୁ ଭଲ ହେବ ସେ ଝିଅ ଯାଇକି ଯଦି କେଶ୍ ହଟେଇ ନେବେ ତେହେଲେ ଏଇଟା ଭଲ ହୁଅନ୍ତା କାହିଁକି ନା ଏଇଟା ଗୋଟେ ଖରାପ୍ ଇମେଜ୍ ଆଣୁଛି ସାମ୍ନାକୁ ।

Leave a Reply

Your email address will not be published. Required fields are marked *