ମୋ ବୋହୂର ଅଲଗା ଆଡେ ସ-ମ୍ପର୍କ ଥିଲା । ଚାରିମାସ ତଳେ ମୋ ପୁଅ ତାକୁ ରେଡହ୍ୟାଣ୍ଡ ଧରିଥିଲା..।
ବନ୍ଧୁଗଣ ଭୁବନେଶ୍ୱର ଏୟାରଫିଲ୍ଡ ଥା-ନା ଅଞ୍ଚଳରେ ଘଟିଥିବା ଏକ ଘଟ-ଣାକୁ ନେଇ ସାରା ରାଜଧାନୀରେ ଚର୍ଚ୍ଚା । ଅଭି-ଯୋଗ ମୁତାବକ, ଜଣେ ବୋହୂଙ୍କୁ କୁଆଡ଼େ ତାଙ୍କ ଶ୍ବଶୁର ଘର ଲୋକେ ପୋ-ଡି ମା-ରି ଦେଇଥିବା ନେଇ ଅଭି-ଯୋଗ ହୋଇଛି । ବିବାହର କିଛିଦିନ ସବୁ ଠିକ୍ ଚାଲିଥିଲା । ତେବେ ପରେ ଶ୍ବଶୁର ଘର ଲୋକ ୫ଲକ୍ଷ ଟଙ୍କା ଯୌ-ତୁକ ଆଣିବା ପାଇଁ ଝିଅ ଉପରେ ଚାପ ପକାଇଥିଲେ ।
ସେଥିପାଇଁ ବିଭିନ୍ନ ସମୟରେ ମାନସିକ ଓ ଶାରୀ-ରିକ ନିର୍ଯା-ତନା ବି ଦେଉଥିଲେ । ଆଉ ଯୌ-ତୁକ ପାଇଁ ହିଁ ଶ୍ବଶୁର ଘର ଲୋକେ ମା-ରିଦେଇଥିବା ଅଭି-ଯୋଗ ହୋଇଥିବା ବେଳେ ଅନ୍ୟପଟେ ଇତି ମଧ୍ୟରେ ମୃ-ତ ବୋହୂଙ୍କ ଶ୍ୱଶୁର ଆଜି ମିଡ଼ିଆ ସାମ୍ନାରେ ବାଇଟ୍ ଦେଇ ବଖାଣିଛନ୍ତି ନିଜ ବ-ୟାନ । ଶ୍ୱଶୁର କହିଛନ୍ତି ଯେ, “ଏଠି ସେ ମ୍ୟାରେଜ୍ କରିଥିଲେ କିନ୍ତୁ ଅଲଗା ଆଡ଼େ ତାଙ୍କ କନେକ୍ସନ୍ ଥିଲା । ଏନିଟାଇମ୍ ତାଙ୍କ ପାଖକୁ କଲ୍ ଆସେ ଆଉ ବୋହୂ ଲୋକ ଘରେ କର୍ମ କରିବା କଥା । ସେ ସବୁ ନ କରିକି ସେ ତାଙ୍କର ଫୋନ୍ ରେ ବ୍ୟସ୍ତ ରୁହନ୍ତି ସବୁବେଳେ । ଆମେ କେବେ ମାରି ନାହୁଁ ଯାଆନ୍ତୁ ସାଇ ପଡ଼ିଶାରେ ପଚାରନ୍ତୁ ବୁଝନ୍ତୁ ଦେଖନ୍ତୁ ।
ତେବେ ଗତକାଲିର ଘ-ଟଣା ସଂପ-ର୍କରେ କହିବାକୁ ଯାଇ ମୃ-ତ ବୋହୂଙ୍କ ଶ୍ୱଶୁର କହିଛନ୍ତି ଯେ, “କାଲି ତାଙ୍କ ଶାଶୂଙ୍କ ବର୍ଷିକିୟା ଥିଲା । ଯେହେତୁ ଆମେ ଘରେ ସ୍ଵାମୀ, ସ୍ତ୍ରୀ, ଝିଅ ଥିଲେ ମୋ ସ୍ତ୍ରୀ ସକାଳ ୧୦ଟା ବେଳେ ତାଙ୍କ ଘରକୁ ପଳାଇଥିଲା । ମୋ ଝିଅ ନେଇକି ଛାଡ଼ି ଦେଇ ଆସିଥିଲା । ଆମେ ସବୁ ବୋହୂ ପୁଅ ଟିଫିନ୍ ଖାଇଲୁ । ଖାଇ ସାରିବା ପରେ ତୋ ମୋ ଝିଅ ନେଇକି ସ୍ତ୍ରୀକୁ ଛାଡ଼ିକି ଆସିଲା ମୋ ଶାଶୂଙ୍କ ବର୍ଷିକିୟା ପାଇଁ ।
ଆମେ ତାପରେ ଆମ ସମସ୍ତଙ୍କ ଯିବାର ଥିଲା । ଜେଜେମା ଶାଶୂ ଆଉ ବୋହୁ ଘରେ ଥାଆନ୍ତି । ମୁଁ ଆଉ ଝିଅ ଦୋକାନ ବନ୍ଦ କରିକି ବାହାରିଲୁ ମୋ ଶାଶୂଙ୍କ ଶ୍ରା-ଦ୍ଧରେ ଖାଇକି ୩.୩୦ ରୁ ୪ ପାଖାପାଖି ଘରେ ଆସି ପହଞ୍ଚିଲୁ । ମୋ ସ୍ତ୍ରୀ ଆସି ନଥିଲା ତା ବାପଘରୁ । ଆମେ ପହଞ୍ଚିକି କବାଟ ବଡେଇଲୁ ଆଉ ଖୋଲିଲାନି । ୪.୩୦ରୁ ୫ ହେଇଗଲା ନ ଖୋଲିବାରୁ କବାଟ ପଛପଟେ ଆଜବେଷ୍ଟ ଅଛି ସେବାଟେ ଚଢ଼ିକି ଘରର ଗ୍ରିଲ ଅଛି ଖୋଲିକି ପହଞ୍ଚିଲା ବେଳକୁ ବୋହୂ..” ।