୪ ମାସ ସୁଖ ନେଇ ଗାଁକୁ ଲୁ-ଚି ଆସିଥିଲା ପ୍ରେମିକ । ନ୍ୟା-ୟ ପାଇଁ ଘର ଆଗରେ ଆସି ଶୋଇ ପଡିଲା ପ୍ରେମିକା ।

ଦିନକୁ ଦିନ ସମାଜରେ ଅସାମାଜିକତା ବଢ଼ିବାରେ ଲାଗିଛି । ପ୍ରେମକୁ ଏକ ଖେଳଘର ବୋଲି ଆଜିର ଯୁବପିଢ଼ି ଭାବୁଛନ୍ତି । ପ୍ରକୃତ ପ୍ରେମର ମୂଲ୍ୟ ବୁଝୁ ନାହାନ୍ତି । ଆପଣ ମାନେ ପ୍ରତ୍ୟେକ ଦିନ ସମାଜରେ ଘଟୁଥିବା ଲଭ, ସେ-କ୍ସ ଓ ଧୋ-କାର ବିଭିନ୍ନ ଘ-ଟଣା ଦେଖିବାକୁ ପାଉଥିବେ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘ-ଟଣା ସମ୍ପ-ର୍କରେ କହିବାକୁ ଯାଉଛୁ, ଯେଉଁଠି ଜଣେ ପ୍ରେମିକ ତାକୁ ଜୀବନ ଠାରୁ ଭଲ ପାଉଥିବା ପ୍ରେମିକାକୁ ଧୋ-କା ଦେଇଛି । ଦେହ ସୁଖ ନେଇ ସାରିବା ପରେ ବିବାହ କରିଦେବାକୁ ମନା କରିଦେଲା ପ୍ରେମିକ ।

ଆଉ ଶେଷରେ ଏହାକୁ ସହି ନପାରି ନ୍ୟା-ୟ ଆଶାରେ ଧାରଣାରେ ବସିଛି ପ୍ରେମିକା । ଆଜ୍ଞା ହଁ ବନ୍ଧୁଗଣ ପ୍ରେମ ତାପରେ ପ୍ରତା-ରଣାର ଖବର ଅନେକ ଦେଖୁଥିବେ । ଯାହାକୁ ଆଖି ବୁଜି ଭଲ ପାଉଥିଲା, ଯାହା ପ୍ରେମରେ ପାଗଳ ଥିଲା, ସିଏ ହିଁ ଦିନେ ଧୋ-କା ଦେଲା । ସାଙ୍ଗ ହୋଇ ଦେଖିଥିବା ସୁନେଲୀ ସ୍ୱପ୍ନ ସବୁ ବାସ୍ତବ ରୂପ ନେବା ଆଗରୁ ଧୂଳିସାତ ହୋଇଗଲା । ଶାରି-ରୀକ ସମ୍ପର୍କ ରଖି ଏବେ ବିବାହ କରିବାକୁ ମନା କରିଦେଲା ପ୍ରେମିକ ।

ହଁ ଆଜ୍ଞା ଯୁବତୀଙ୍କ କହିବା ଅନୁସାରେ ପ୍ରେମିକ ତାଙ୍କୁ ଧୋ-କା ଦେବା ପରେ ସେ ତାଙ୍କ ଗାଁକୁ ଆସିଛନ୍ତି ଯୁବତୀ । ୨୮ ଦିନ ହେବ ଧାରଣାରେ ବସିଛନ୍ତି ଯୁବତୀ ଆଉ ସେଇଠି ଶୋଉଛନ୍ତି ଆଉ ଖାଉଛନ୍ତି । ମୋବାଇଲ୍ ରୁ ଆରମ୍ଭ ହେଇଥିଲା ପ୍ରେମ ସ-ମ୍ପର୍କ । ରେଙ୍ଗାଲିରେ ପ୍ରେମ ସ-ମ୍ପର୍କ ରଖି ଯୁବକ ତାଙ୍କୁ ପ୍ରତାରିତ କରି ଘରକୁ ଲୁ-ଚି ପଳାଇ ଆସିଥିଲେ । ୪ ମାସ ଖୁବ୍ ଶାରି-ରୀକ ସ-ମ୍ପର୍କ ମଜା ନେଲେ ତାପରେ ଧୋ-କା ଦେଇଦେଲେ । ପରବର୍ତ୍ତୀ ସମୟରେ ଯେତେବେଳେ ପ୍ରେମିକ ସହ ଯୋଗାଯୋଗ ହୋଇ ନଥିଲା ପ୍ରେମିକା ମୀନତି ଖୋଜି ଖୋଜି ଆସି ତାଙ୍କ ଘରେ ପହଞ୍ଚି ଯାଇଥିଲେ ।

ଆଉ ସେଇଠି ଏବେ ଧାରଣାରେ ବସି ରହିଛନ୍ତି । ଜଗତସଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅଧୀନ ନହରଣା ଗ୍ରାମରେ ଆସି ପହଞ୍ଚିଗଲେ ଯୁବତୀ । ଦେଖା ହେବା ପରେ ମୋବାଇଲ୍ ଭାଙ୍ଗି ଦେବାକୁ ଚେଷ୍ଟା କରିଥିଲେ ପ୍ରେମିକ ଆଶିଷ । ତେବେ ଆଶିଷ ଏବଂ ତାଙ୍କ ପରିବାର ତାଙ୍କୁ ଘରେ ପୁରାଇ ନଦେବାରୁ ଏ ପର୍ଯ୍ୟନ୍ତ ୨୮ ଦିନ ହେଲାଣି ଏଭଳି ଦାଣ୍ଡ ଦୁଆରେ ବସିଛନ୍ତି ପ୍ରେମିକା ଜଣକ । ଏପର୍ଯ୍ୟନ୍ତ ତାଙ୍କୁ ନ୍ୟା-ୟ ମିଳି ପାରିନାହିଁ ।

Leave a Reply

Your email address will not be published. Required fields are marked *