ମୋତେ ଡର ଲାଗିଲାଣି, ଟୁଟୁ ଭାଇ ମୋତେ କୋଉ ଦିନ ମାରିଦେବ

ମୁଣ୍ଡ ଖରାପ ହେଇଗଲାଣି ରାଞ୍ଚି ଯିବା ଦରକାର ଟୁଟୁ ନାୟକ ।ଟୁଟୁ ନାୟକ ନିଜେ ମନୋଜ ମିଶ୍ରଙ୍କୁ କହିଛି ଯେ ଅରିନ୍ଦମ ଆଉ ଅନୁଭବଙ୍କୁ ସେ ଶିଖେଇଛି କାମ। ମୋତେ ଡର ମାଡ଼ିଲାଣି କେଉଁଦିନ ଟୁଟୁ ଭାଈ ଆମକୁ ମାରିଦବ।ଟୁଟୁ ଭାଈ କେଉଁଦିନ ମୋତେ ମାରିଦବ ଯେମିତି ଦେବସ୍ମିତାକୁ ରାବ୍ଡ଼ା ମାରିସାରିଲାଣି ମୋତେ ମାରିବାକୁ କେତେ ସମୟ ଲାଗିବ। ନାଇଁ ନାଇଁ ଏଇଟା ପୂରା ନିନ୍ଦନୀୟ କଥା ଟୁଟୁ ନାୟକ ବ୍ୟକ୍ତି କେତେ ଅଭଦ୍ର ପୁରା ସୀମା ତଳେ ।

ୟାକୁ କେତେ କଣ କହିବି କଉ ପ୍ରକାର କହିବି ମୁଁ କିଛି ତ ଛାଡ଼ିନି ସବୁ ତ କହିଛି। ଗୋଟେ ଦୁଃଖ ଲାଗିଲା ଦେବସ୍ମିତାକୁ ଏଭଳି ବ୍ୟବହାର କଲା। ସେ ଜଣେ ଲେଡି ସାମ୍ବାଦିକ ସେ କେବେବି କାହାକୁ ଏଭଳି ଖରାପ ବ୍ୟବହାର ଦେଖେଇ ନାହାଁନ୍ତି କୌଣସି ପ୍ରୋଜଯୋକ ମାନଙ୍କୁ। ତୁମେ ଏମିତି କଣ ହଉଛ, ତୁମେ ଓଡ଼ିଶାକୁ ଗୋଟେ ବାଇଟ୍ ଦେଲ ଓଡ଼ିଶା ଏବେ ଭାଗ ଭାଗ ହେବାକୁ ବସିଲାଣି।ଟୁଟୁ ଭାଈ ତୁମ ମୁଣ୍ଡ ଯଦି କାମ କରୁନି ଘରେ ଶୋଇପଡ଼। ଏମିତି କାଇଁ କହୁଛ।

ତାଙ୍କର ମୁଣ୍ଡ ଖରାପ ହେଇଗଲାଣି ବୋଧେ ରାଞ୍ଚି ଯିବା ଦରକାର ଟୁଟୁ ଭାଇର। ସେ ୟୁ.ସି.ସି.ର କୌଣସି ବ୍ୟକ୍ତି ନୁହଁ। ସମସ୍ତ ଓଡ଼ିଶାବାସୀ ଜାଣିଛନ୍ତି ଯେ କାଷ୍ଟିଂ କାଉଚ୍ ଲଗେଇ ତାଙ୍କ ନାଁରେ କେତେ କଣ ଅଛି। ଏଠି ସବୁ ସତ ପ୍ରମାଣିତ ହେଲା ଯେ ସେ ଦେବସ୍ମିତାକୁ ଚାପୁଡ଼ାଟେ ମାରିଲା। ଏଇ ବ୍ୟକ୍ତି ପାଇଁ ଆଜି ପଶ୍ଚିମ ଓଡ଼ିଶା,ପୂର୍ବ ଓଡ଼ିଶାର ଝାମେଲା ଚାଲିଛି। ଆଜି ମନୋଜ ମିଶ୍ର ଏହାର ମୁଖା ଖୋଲି ଦେଇଛି।

ନିଜେ ମନୋଜ ମିଶ୍ର ଅଡିଓ ଦେଖେଇକି ଟୁଟୁ ନାୟକର ମୁଖା ଖୋଲି ଦେଇଛି। ନିଜେ ଟୁଟୁ ନାୟକ ମନୋଜ ମିଶ୍ରଙ୍କୁ କହିଛି ଯେ ସେ ଅରିନ୍ଦମ ଆଉ ଅନୁଭବଙ୍କୁ ଶିଖେଇକି କରିଛି କାମ। ଦେବସ୍ମିତା ଘଟଣାରେ ପୋଲିସ୍ ତାଙ୍କୁ ନିଶ୍ଚୟ ଗିରଫ କରିବ। ଆଉ ଯଦି ଗିରଫ ନ ହବ ତାହେଲେ ମିଡ଼ିଆ ଆଉ ମୁଁ ବସି ଏଠି ଆନ୍ଦୋଳନ କରିବା।ମନୋଜ ମିଶ୍ର ଙ୍କୁ ଆଉ ମୋତେ ଡର ମାଡିଲାଣି କେଉଁଦିନ ଟୁଟୁ ଭାଈ ଆମକୁ ମାରିଦବ। ମୋତେ ଡର ଲାଗିଲାଣି, ମୋ ଜୀବନ ପ୍ରତି ବିପଦ ଅଛି। ଟୁଟୁ ଭାଈ କଉଁଦିନ ଆମକୁ ମାରିଦବ।

Leave a Reply

Your email address will not be published. Required fields are marked *