ଛାତ ଉପରେ ସ୍ୱାମୀକୁ ଲି-ପ କିସ ଦେ-ଲା ସ୍ତ୍ରୀ… ଆଉ ତାପରେ ଛାତରୁ…

ଏମାନେ ହେଉଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ। ଏମାନେ ଦେଖିବାକୁ ଉଭୟ ଯେମିତି ସୁନ୍ଦର ଏମାନଙ୍କ ପରିବାର ବି ଖୁବ ସୁନ୍ଦର। ଉଭୟଙ୍କର କେବଳ ଗୋଟିଏ ପୁଅ ଅଛି। ଯୁବକ ଜଣଙ୍କ ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲପାଆନ୍ତି।ବିବାହ ପର ଠାରୁ ସ୍ତ୍ରୀର ଯାହା ବି ଇଛା ଗୋଟି ଗୋଟି କରି ସବୁ ପୂରଣ କରନ୍ତି। କାରଣ ସେ ପରା ବେଦିରେ ସାତ ଜନ୍ମକୁ ସାକ୍ଷୀ ରଖି ତାଙ୍କ ସ୍ତ୍ରୀର ହାତ ଧରିଥିଲେ। କେମିତିବା ତାଙ୍କ ସ୍ତ୍ରୀର କଥାକୁ ମାନିବେ ନାହିଁ। ସ୍ତ୍ରୀ ଯାହା ଚାହାନ୍ତି ସ୍ତ୍ରୀ ମଧ୍ୟ ଅକ୍ଷରେ ଅକ୍ଷରେ ପାଳନ କରନ୍ତି। କାରଣ ଉଭୟଙ୍କର ଏତେ ଭଲ ପାଇବା ଥିଲା ଯେ ତାଙ୍କୁ ଜିଏବି ଦେଖିବ ନଜର ଲାଗିଯିବ।

ଏ ଯୁବକଙ୍କର ନାମ ହେଉଛି ଲିଙ୍ଗ ରାଜ ଆଉ ଏ ହେଉଛନ୍ତି ତାଙ୍କ ସ୍ତ୍ରୀ କାଭ୍ୟା।ଲିଙ୍ଗରାଜଙ୍କ କାଭ୍ୟାଙ୍କ ମଧ୍ୟରେ ଆଉ ଜଣେ ଲୋକ ଏଣ୍ଟ୍ରି ମା-ରିଲା ଯାହାର ନାମ ହେଉଛି ବିରେଶ। ବିରେଶ କାଭ୍ୟାଙ୍କୁ ଦେଖିବା ପରେ ତା ମନ ସେଇଠି ଲାଖି ଯାଇଥିଲା। ଆଉ ଧିରେ ଧିରେ କାଭ୍ୟାକୁ ପସନ୍ଦ କରିବାକୁ ଲାଗିଲା। ଶେଷରେ ବିରେଶ ତାଙ୍କୁ ଭଲ ପାଇଲେ। ଆଉ ସ୍ତ୍ରୀ କାଭ୍ୟା ମଧ୍ୟ ତାକୁ ଭଲ ପାଇଲେ।

ଏହି ଭଲପାଇବା ଏତେ ନିବିଡ଼ ହୋଇଥିଲା ଯେ ଶେଷରେ ସ୍ୱାମୀ ଲିଙ୍ଗରାଜଙ୍କୁ ଉଭୟ ମିଶି ମାରିଦେଲେ।ଦେଖନ୍ତୁ ଏ ହେଉଛନ୍ତି ସେହି ସ୍ୱାମୀ ଯିଏକି ଏବେ ସେ ମଶାଣି ଚାଲି ଯାଇଛନ୍ତି। ଏଭଳି ଘ-ଟଣା ଦେଖିବାକୁ ମିଳିଛି ଡାହାନଗାର ତାଲୁକର ହାଲୁବିଳାସ ଗାଁରେ।ତେବେ ଏହି ଘ-ଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯେତେବେଳେ ଲିଙ୍ଗରାଜଙ୍କୁ ଉଭୟ ପ୍ରେମୀକ ଏବଂ ପ୍ରେମିକା ମା-ରିଦେଇଥିଲେ ସେତେବେଳେ ସ୍ତ୍ରୀ କାଭ୍ୟା କିଛି ନଜାଣିବାର ଅଭିନୟ କରିଥିଲା। ଯେତେବେଳେ ପୋ-ଲିସ ନିଜର ତାରିକାରେ ପ-ଚରା ଉ-ଚରା କରିଥିଲା ସେତେବେଳେ ସ୍ତ୍ରୀ କାଭ୍ୟା ଗୋଟି ଗୋଟି କରି ସବୁ ସତ କଥା କହି ଦେଇଥିଲା।

ସ୍ତ୍ରୀ କାଭ୍ୟା ତାଙ୍କ ସ୍ୱାମୀକୁ ଛାତ ଉପରେ ମା-ରିଦେଇଛି। ଏଭଳି କିଛି ପୋ-ଲିସ ଆଗରେ ବଖାଳି ଦେଇଛି ସ୍ତ୍ରୀ କାଭ୍ୟା। ତେବେ ପୋ-ଲିସ ଉଭୟ ପ୍ରେମିକ ଏବଂ ପ୍ରେମିକାଙ୍କୁ ଗି-ରଫ କରିଛନ୍ତି। କାଭ୍ୟା ବାହା ହୋଇଥିଲେ ମଧ୍ୟ ଜଣେ ଯୁବକ ପ୍ରେମରେ ପାଗଳ ହୋଇ ତାଙ୍କ ନିଜ ସ୍ୱାମୀକୁ ମା-ରିଦେଇଛନ୍ତି।

Leave a Reply

Your email address will not be published. Required fields are marked *