ଏବେ ପୁଅମାନେ ଝିଅଙ୍କୁ ପ୍ରେମ ନକରି ବେଶୀ ନଲେଜ୍ ଥିବା ଭାଉଜଙ୍କ ଉପରେ ଟ୍ରାଏ କରୁଛନ୍ତି: ରୋଜା ।
ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ଯୁବତୀ ଗଣମାଧ୍ୟମ ଆଗରେ କିଛି କଥା କହିଛନ୍ତି । ତେବେ ଆମେ ଯେଉଁ ମହିଳାଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି ରୋଜା । ତେବେ ନିକଟରେ ଏକ ସାକ୍ଷାତକାର ସମୟରେ ରୋଜା କହିଛନ୍ତି “ଘଇତାର ଅଯୋଗ ପଣେ, ମାଇପ ଶୋଇଥାଏ ଚାକୁଣ୍ଡା ବଣେ” ।
ସେଇଭଳି ଏଇଟାରେ ସ୍ତ୍ରୀର କିଛି ଭୁଲ୍ ନାହିଁ । ପ୍ରକୃତରେ ତା ସ୍ୱାମୀର ଭୁଲ୍ ଯେ ସେ ତାକୁ ଠିକ୍ ସେ ଦେଇ ପାରୁନି, ସେତିକି ସାଟିସ୍ଫାଏ କରି ପାରୁନି ଯେଉଁଥି ପାଇଁ କି ସ୍ତ୍ରୀକୁ ଆଉ କାହା ସହ ଅୟୋ ଯିବାକୁ ପଡିଲା । କିନ୍ତୁ ସମସ୍ତେ ସେଇଭଳି ନୁହଁନ୍ତି । ସେଇଟା ତାଙ୍କ ଲାଇଫ ତେଣୁ ସେଥିରେ ଆକ୍ଷେପ କରିବାର କାହାର କିଛି ଅଧିକାର ନାହିଁ । ସିନ୍ଦୂର ଲଗେଇ କରି ମଧ୍ୟ ଅୟୋ ଯାଉଛନ୍ତି କିଛି ଅସୁବିଧା ନାହିଁ । ଅୟୋ ପ୍ରକୃତରେ ଖରାପ୍ ନୁହେଁ । ଅୟୋ ଟାକୁ କିଛି ମାଡୁଆମାନେ ଖରାପ୍ କରୁଛନ୍ତି । ଖରାପ୍ ଦେଖିବାକୁ ଗଲେ ସବୁ ଜିନିଷ ଖରାପ୍ । ସାଲୱାର ପିନ୍ଧି ଗଲେ ମଧ୍ୟ ଲୋକ ଖରାପ୍ କରି ଥୋଇଦେବେ ।
ଇନ୍ଷ୍ଟାଗ୍ରାମ୍ ରେ ଭଲ ଭଲ ୟୁଜର୍ସ ମାନଙ୍କୁ ମଧ୍ୟ ଖରାପ୍ କରି ଥୋଇ ଦେଉଛନ୍ତି ରୋଷ୍ଟର ମାନେ । ଯେତେ ପର୍ଯ୍ୟନ୍ତ ଆମେମାନେ ନିଜେ ମନରୁ ଭଲ ନ ଭାବିଛେ ସେଇ ପର୍ଯ୍ୟନ୍ତ ସବୁ ଜିନିଷ ଖରାପ୍ ବୋଲି ରୋଜା କହିଥିଲେ । କାହା ଲାଇଫରେ କିଏ କଣ କଲା ନକଲା ସେଥିରେ ପଶିବାର ନାହିଁ । ନିଜ ଲାଇଫରେ କଣ ହେଉଛି ସେଇଟା ଦେଖିବା କଥା । ତେବେ ଆଗକୁ ସେ ୟୁ-ଟ୍ୟୁବ୍ ରେ ୨ଟା ଚ୍ୟାନେଲ ଭିତରୁ କେଉଁଟା ଖୋଲିବେ ତାକୁ ନେଇ କନ୍ଫ୍ୟୁଜ ଅଛନ୍ତି ।
ଗୋଟାଏ ହେଉଛି ଫୁଡ୍ ବ୍ଲଗିଂ ଆଉ ଅନ୍ୟଟି ରୋଷ୍ଟିଂ ଚ୍ୟାନେଲ । କିନ୍ତୁ ଦର୍ଶକେ ତାଙ୍କୁ ରୋଷ୍ଟିଂ ଚ୍ୟାନେଲ ଖୋଲିବା ପାଇଁ ଇଚ୍ଛା କରୁଛନ୍ତି ବୋଲି ରୋଜା କହିଥିଲେ । ଏଥିସହିତ ରୋଜା କହିଛନ୍ତି ଆଜିକାଲି ସତ କହିବାକୁ ଗଲେ ବେଶୀ ଝିଅମାନେ ଧୋକା ଦେଉଛନ୍ତି । ସବୁ ଝିଅଙ୍କ କଥା ସେ କହୁନଥିଲେ ବାସ୍ କିଛି ଝିଅ ଏପରି କରନ୍ତି । ଆଉ ପୁଅମାନେ ଝିଅଙ୍କୁ ପ୍ରେମ ନକରି ବେଶୀ ନଲେଜ୍ ଥିବା ଭାଉଜଙ୍କ ଉପରେ ଟ୍ରାଏ କରୁଛନ୍ତି । କାରଣ ଯଦି ଝିଅକୁ ଭଲପାଇବେ ଆଉ କିଛି ହେବ ଝିଅଟି ଯାଇ ତା ନାଁରେ କେଶ୍ ଠୁଙ୍କିଦେବ ।