ନୂଆ ନିୟମ ଆସିଲେ ମୁକୁଳିବେ ୮୨ ହଜାର ଡ୍ରାଇଭର କ-ଏଦୀ।

ନ୍ୟାୟ ସଂହିତା ଲାଗୁହେଲେ ମୁକୁଳିଲେ ୮୨ ହଜାର ଡ୍ରାଇଭର କ-ଏଦୀ… ନୂଆ ନିୟମକୁ ଭୟ କରୁଛନ୍ତି ଡ୍ରାଇଭର।ନ୍ୟା-ୟ ସଂହିତା ଲାଗୁହେଲେ ମୁକୁଳିବେ ୮୨ ହଜାର ଡ୍ରାଇଭର କ-ଏଦୀ। ସମାପ୍ତ ହୋଇଯିବ ସେମାନଙ୍କର ଜେ-ଲ ଦ-ଣ୍ଡ। ନୂଆ ନିୟମକୁ ଭୟ କରୁଛନ୍ତି ଡ୍ରାଇଭର। ୮୨ ହଜାର ଡ୍ରାଇଭର କଏଦୀ ମୁକୁଳିଯିବେ। ଜେ-ଲ ଦ-ଣ୍ଡ ସେମାନଙ୍କର ଶେଷ ହୋଇଯିବ। ଜେଲରୁ ବାହାରିଯିବେ ଦୁର୍ଘ-ଟଣା ପାଇଁ ଦାୟୀ ଜେ-ଲରେ ଥିବା ଡ୍ରାଇଭର କ-ଏଦୀ ମାନେ।

ଏହା ଏମିତି ହେବ ଯେତେବେଳେ ଦେଶରେ ଲାଗୁହେବ ଭାରତୀୟ ନ୍ୟା-ୟ ସଂହିତା। ହଁ ଆଜ୍ଞା ହିଟଟେଣ୍ଡ ରନକୁ ନଜରରେ ରଖି ଦେଶରେ ଲାଗୁହେବାକୁ ଯାଉଛି ନ୍ୟା-ୟ ସଂହିତା। ଏଥିରେ ପରିବର୍ତ୍ତନ ହୋଇଛି ବିଭିନ୍ନ ନିୟମ। ପୂର୍ବରୁ ଯେଉଁ ନିୟମ ଥିଲା ସେହି ସବୁ ନିୟମକୁ ପରିବର୍ତ୍ତନ କରାଯାଇଛି ଏବଂ ଆହୁରି ଅଧିକ କଠୋର ମଧ୍ୟ କରାଯାଇଛି। ହେଲେ ଏବେ ପୁରା ଦେଶରେ ନ୍ୟା-ୟ ସଂହିତାକୁ ବି-ରୋଧ କରୁଛନ୍ତି ଟ୍ରକ ଡ୍ରାଇଭରମାନେ।ନ୍ୟା-ୟ ସଂହିତା ଆ-ଇନ ତିଆରି ହୋଇସାରିଛି। ଖାଲି ଲାଗୁହେବାକୁ ବାକି ରହିଛି।

ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ଏହି ଆ-ଇନ ଲାଗୁହେବାକୁ ଯାଉଛି। ତେବେ ଏ ନେଇ ବିଜ୍ଞପ୍ତି ଜାରି ହେବା ସହ ଛୋଟମୋଟ ସଡ଼କ ଦୁର୍ଘ-ଟଣା ଅପ-ରାଧରେ ଜେ-ଲ ଦ-ଣ୍ଡ ଭୋଗୁଥିବା ପ୍ରାୟ ୮୨ ହଜାର କଏ-ଦୀଙ୍କ ମୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ। ଚଳିତ ବର୍ଷ ହୋଲି ପର୍ବ ପୂର୍ବରୁ ସେମାନେ ସମସ୍ତେ ମୁକୁଳିଯିବେ ବୋଲି ଆଶା କରାଯାଉଛି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବିକ ବିଚା-ରଧୀନ କ-ଏଦୀ ମାନଙ୍କୁ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥିରେ ପ୍ରଶିକ୍ଷକ ଜେ-ଲ ଅଧିକାରୀ ପୋ-ଲିସ ବଳ ଏବଂ ଓକି-ଲ ମାନଙ୍କୁ ତାଲିମ ପ୍ରଦାନ କରିବେ। ୩ ହଜାର ପ୍ରଶିକ୍ଷକଙ୍କ ତାଲିମ ଶେଷ ହୋଇଛି। ସେମାନେ ଅନ୍ୟ ମାନଙ୍କୁ ନୂଆ ଆ-ଇନ ଆଧାରରେ ପ୍ରଶିକ୍ଷଣ ଦେବେ।ଯେଉଁ କଏ-ଦୀମାନଙ୍କ ପାଖରେ ଜା-ମିନ ପାଇଁ ଅର୍ଥ ନାହିଁ ସେମାନଙ୍କ ନିମନ୍ତେ ସରକାର ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି କ-ଏଦୀ ମାନଙ୍କର ଜମାନତ ରାଶି କରିବେ। ସ୍ବରାଷ୍ଟ୍ର ମନ୍ତ୍ରାଳୟ ମୁତାବକ ଦେଶର ଜେ-ଲ ଗୁଡିକରେ ସାଢ଼େ ୫ ଲକ୍ଷ କ-ଏଦୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା କଏଦୀ ଅଣସଂଘୀନ ଅପ-ରାଧରେ ଜଡିତ ଅଛନ୍ତି। ବିଚା-ରଧୀନ କ-ଏଦୀ ପ୍ରାୟ ୨ ଲକ୍ଷ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଦ-ଣ୍ଡ ତୁଳନାରେ ଅଧିକ ସମୟ ଜେ-ଲରେ ବିତାଇଲେଣି।

Leave a Reply

Your email address will not be published. Required fields are marked *