ନୂଆ ନିୟମ ଲାଗୁହେବ ନାହିଁ। ଦୁର୍ଘ-ଟଣା କଲେ ବି ଡ୍ରାଇଭର ଖସିଯିବେ।
ନୂଆ ନିୟମ ଲାଗୁ ହୋଇଥିଲେ କମି ଥାନ୍ତା ଦୁର୍ଘ-ଟଣା….ହେଲେ ଏବେ ଲାଗୁହେବ ନାହିଁ ନୂଆ ନିୟମ ଖସିଯିବେ ଟ୍ରକ ଡ୍ରାଇଭର।ନୂଆ ନିୟମ ଲାଗୁହେବ ନାହିଁ। ଦୁର୍ଘ-ଟଣା କଲେ ବି ଡ୍ରାଇଭର ଖସିଯିବେ। ଯେଉଁ ନିୟମରେ ଦ-ଣ୍ଡ ମିଳିଥାନ୍ତା ସେହି ନିୟମ ଏବେ ବନ୍ଦ ସେହି ନିୟମ ଏବେ ଲାଗୁ ହେବ ନାହିଁ। ଆନ୍ଦୋଳନ କଲେ ଟ୍ରକ ଡ୍ରାଇଭର ଲାଗୁ ହେଲା ନାହିଁ ନୂଆ ନିୟମ।
ନୂଆ ନିୟମ ଲାଗୁ ହୋଇଥିଲେ କମି ଥାନ୍ତା ଦୁର୍ଘ-ଟଣା। ହେଲେ ଆନ୍ଦୋଳନ କଲେ ଟ୍ରକ ଡ୍ରାଇଭର ସଙ୍ଘ। ଆଉ ଲାଗୁହେଲା ନାହିଁ ନି-ୟମ। ଏବେ ଟ୍ରକ ଡ୍ରାଇଭରମାନେ ପୁରା ଖୁସି। ପୂର୍ବ ଭଳି ଟ୍ରକ ଡ୍ରାଇଭର ମାନେ ହିଟ ଟେଣ୍ଡ ରନ କଲେ ମଧ୍ୟ ନୂଆ ନିୟମ ଲାଗୁହେବ ନାହିଁ। ଆରାମରେ ବେଲ ପାଇ ଘରକୁ ଯାଇ ପାରିବେ।
ହଁ ଆଜ୍ଞା ଦିନକୁ ଦିନ ବଢ଼ିବାରେ ଲାଗିଛି ହିଟଟେଣ୍ଡ ରନର ମାମ-ଲା। ଟ୍ରକ ଡ୍ରାଇଭର ମାନେ ଦୁର୍ଘ-ଟଣା କରି ଘୋଷାଡି ନେଇ ପଳାଉଛନ୍ତି। ଯାହା ପାଇଁ କଠୋର ନିୟମକୁ ଅଣା ଯାଇଥିଲା। ହେଲେ ପରବର୍ତୀ ସମୟରେ ଏହାକୁ ଲାଗୁ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ପ୍ରତି ବର୍ଷ ଟ୍ରକ ଏବଂ ଡ୍ରମ୍ଫର ଦୁର୍ଘ-ଟଣାରେ ୫୦ ହଜାରରୁ ଅଧିକ ଲୋକଙ୍କର ମୃ-ତ୍ୟୁ ହେଉଛି। ଏହି ସଂଖ୍ୟା ବଢୁଛି ପଛେ କମିବାର ନାଁ ଧରୁନାହିଁ।
ଦିନକୁ ଦିନ ହିଟଟେଣ୍ଡ ରନର ମାମ-ଲା ବଢ଼ିବାରେ ଲାଗିଛି। ଟ୍ରକ ଡ୍ରାଇଭର ମାନେ ଦୁର୍ଘ-ଟଣା ପରେ ଘୋଷାଡି ଘୋଷାଡି ନେଇ ପଳାଉଛନ୍ତି। ଟିକେ ମାନବିକତା ବି ଦେଖାଉନାହାନ୍ତି।ଦୁର୍ଘ-ଟଣା ସମୟରେ ରହି ଗୁରୁ-ତ୍ୱର ଆ-ହତ ମାନଙ୍କୁ ନେଇ ମେଡିକାଲରେ ବି ପହଂଚାଉ ନାହାଁନ୍ତି। ଯାହାକୁ ନେଇ ଭାରତୀୟ ନ୍ୟା-ୟ ସଂଘୀତାରେ ଆ-ଇନ ପରିବର୍ତ୍ତନ କରାଯାଇଥିଲା। ଏହି ଆଇ-ନକୁ ଶୁଣିବା ପରେ ଆନ୍ଦୋଳନକୁ ଓଲ୍ହାଇ ଥିଲେ ଟ୍ରକ ଡ୍ରାଇଭର। ଟ୍ରକ ଚଳାଚଳକୁ ବନ୍ଦ କରିଦେଲେ। ଯାହା ଫଳରେ ଏହି ଆଇ-ନକୁ ଲାଗୁ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।
ଗୃହ ସଚିବ ଅଜୟ ଭଲା କହିଛନ୍ତି ଯେ ହିଟ ଟ୍ରେଣ୍ଡ ରନକୁ ନେଇ ପ୍ରସ୍ତୁତ ହୋଇଥିବା ନୂଆ ନିୟମ ଏବେ ଠାରୁ ଲାଗୁ ହେବ ନାହିଁ। ତେଣୁ ହର୍ତାଲରେ ବସିଥିବା ଗାଡି ଚାଳକ ମାନଙ୍କୁ କାର୍ଯ୍ୟକୁ ଫେରିଯିବା ପାଇଁ ଦାବି କରିଛନ୍ତି।ଯଦି ଦେଖିବା ନୂଆ ନିୟମ କିଛି ଏମିତି ଥିଲା ଭାରତୀୟ ନ୍ୟା-ୟ ସଂଗୀତାରେ ସମ୍ପୃକ୍ତ ଗାଡି ଚାଳକଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେ-ଲ ଦ-ଣ୍ଡ ମିଳିପାରିବ। ଅବହେଳା ଯୋଗୁ ଦୁର୍ଘ-ଟଣା ପରେ ପୋ-ଲିସ କିମ୍ବା ପ୍ରଶାସନକୁ ସୂଚନା ନଦେଇ କଣ୍ଡକ୍ଟର ଫେ-ରାର ହୋଇଯାଉଥିବା ଡ୍ରାଇଭର ମାନଙ୍କୁ ସାବଡ଼ କରିବା ପାଇଁ ଏଭଳି ଏକ ନିୟମ ଆଣିଥିଲେ କେନ୍ଦ୍ର ସରକାର। ଯାହା ପରେ ଗାଡି ଚାଳକ ମାନେ ଏହି ନିୟ-ମକୁ ବି-ରୋଧ କରିଥିଲେ।