ସାବଧାନ ସବୁ ପିକନିକ ଗାଡି, ଏହି ଘାଟିରେ ଗଳିପଡେ ଏପଟେ ଯାଉଥିବା ସବୁ ପିକନିକ ଗାଡି।

ସାବଧାନ ସବୁ ପିକନିକ ଗାଡି,ର-କ୍ତମୁଖା ହୋଇ ଚାହିଁରହିଛି ଏହି ଘାଟି। ଯେଉଁ ଗାଡି ଆସୁଛି ସବୁକୁ ଟାଣି ନେଉଛି। ପିକନିକ ଗାଡି ଆସିଲା ମାନେ ଏହି ଘାଟିରେ ଗଳିପଡେ। ନିଜକୁ ଅଟକାଇପାରେ ନାହିଁ ପିକନିକ ବସ। ଟିକେ ଏପଟ ସେପଟ ହେଲେ ସିଧା ପାହାଡ଼ ତଳକୁ ଖସିପଡ଼େ କେହି ମଧ୍ୟ ଅଟକାଇପାରନ୍ତି ନାହିଁ। ସବୁକିଛି ଅଚାନକ ହୋଇଯାଏ। ହସ ଖୁସିରେ ଫେରୁଥିବା ଯାତ୍ରୀ ସଙ୍ଗେ ସଙ୍ଗେ ମୃ-ତ୍ୟୁ ସହିତ ଭେଟ ହୁଅନ୍ତି। ସେଥିପାଇଁ ଏହି ଘାଟିକୁ କୁହାଯାଏ ମୃ-ତ୍ୟୁର ଘାଟି ବୋଲି।

ଆଉ ପିକନିକ ସମୟରେ ଏହି ଘାଟି ର-କ୍ତମୁଖା ହୋଇ ଚାହିଁରହେ।ହଁ ଆଜ୍ଞା ଆମେ ଜଣାଉଛୁ ଗଜପତି ଜିଲ୍ଲାର ତପ୍ତପାଣି ଘାଟି କଥା। ଯେଉଁ ଘାଟି ହେଉଛି ସବୁଠୁ ଭ-ୟଙ୍କର। ଓଡ଼ିଶାର ସବୁଠାରୁ ବଡ଼ ଭ-ୟଙ୍କର ଘାଟି ମଧ୍ୟରୁ ଏହି ତପ୍ତପାଣି ଘାଟି ହେଉଛି ଗୋଟେ। ଏ ହେଉଛି ସେଇ ତପ୍ତପାଣି ଘାଟି। ଏହି ଘାଟିର ଅନ୍ୟର ନାଁଟି ହେଉଛି ମୃ-ତ୍ୟୁର ଘାଟି। ଯିଏ ସବୁବେଳେ ଛକି ରହିଥାଏ ର-କ୍ତମୁଖା ହୋଇ।

ଯେଉଁ ଗାଡି ଆସେ ତା ମଧ୍ୟକୁ ଟାଣି ନିଏ। ସେ ୪ ଚକିଆ ଯାନ ହେଉ କିମ୍ବା ବସ ହେଉ। ସେଥିପାଇଁ ସବୁ ପିକନିକ ବସ ସାବଧାନ। ହୋଇଯାଅ। ଯଦି ଏହି ରାସ୍ତା ଦେଇ ପିକନିକ ଆସୁଛ ତେବେ ଏହି ଘାଟିରେ ଆପଣ ମାନଙ୍କ ସହ କିଛି ବି ହୋଇପାରେ। ଆପଣଙ୍କ ଗାଡି ମଧ୍ୟ ଘାଟିର ଶି-କାର ହୋଇପାରେ। ସେଥିପାଇଁ ଆଖି ଖୋଲା ଏବଂ ଅଳ୍ପ ବେଗରେ ଗାଡି ଚଳାନ୍ତୁ।

ତପ୍ତପାଣି ଘାଟି କିଛି ଏମିତି ହୋଇଥାଏ। ଗଜପତି ଜିଲ୍ଲାର ପୁରା ପାହାଡ଼ ଉପରେ ଅବସ୍ଥିତ ବୌଦ୍ଧ ଧର୍ମଲମ୍ବୀଙ୍କର ପୀଠ ଚିରାଙ୍ଗ। ଆଉ ତାଠାରୁ କିଛି ମାତ୍ରାର ତଳରେ ରହିଛି ତପ୍ତପାଣି ଘାଟି। ତପ୍ତପାଣି ଘାଟିରୁ ଚିରାଙ୍ଗକୁ ଯିବା ବେଳେ ଏକ ବିରାଟ ଘାଟି ଦେଇ ଉପରଜୁ ଯିବା ପାଇଁ ପଡିଥାଏ। ହେଲେ ଯେତେବେଳେ ପିକନିକ ବସ ସେହି ଘାଟି ଉପରୁ ତଳକୁ ଖସେ ସେତେବେଳେ ଗାଡିର ବେଗ ଅଚାନକ ବଢିଯାଏ। ଯେଉଁଥିପାଇଁ ଗାଡିର ବ୍ରେ-କଫେ-ଲ ମଧ୍ୟ ହୋଇଯାଏ। ଯାହା ପରେ ଗାଡି ତାର ନିୟନ୍ତ୍ରଣ ହରାଇ ବସେ ଆଉ ଘାଟିରେ ଯାଇ ଗଳି ପଡେ।

ଶୀତ ଦିନ ପର୍ଯ୍ୟଟନ ଋତୁ ହୋଇଥିବାରୁ ଅନେକ ଗାଡି ଏହିଥିରେ ଦୁର୍ଘ-ଟଣା ଗ୍ରସ୍ତ ହୋଇଥାଏ। ପ୍ରତିବର୍ଷ ର-କ୍ତାତ ହୋଇଥାଏ ତପ୍ତପାଣି ଘାଟି। ଯଦି ଡ୍ରାଇଭର ମାନେ ଏହି ସ୍ଥାନରେ ଗାଡିର ବେଗକୁ ଧିର କରିବା ସହ ସଚେତନ ଭାବରେ ଗାଡି ଚଲେଇବେ ତେବେ ଆରାମରେ ଗାଡିକୁ ଚଲେଇ ପାରିବେ।

Leave a Reply

Your email address will not be published. Required fields are marked *