୮ ଟି ନାଗ ପରେ ମହାନଦୀ ରୁ କଣ ବାହାରିଲା ଦେଖନ୍ତୁ?

ନାଗ ନାଗ ଆଉ ନାଗ। ଆଠ ନାଗ ମହାନଦୀ ଭିତରୁ ଉ-ଦ୍ଧାର ହୋଇଥିଲା। ଆଉ ଏବେ କୁହାଯାଉଛି ଏମିତି ଏକ ଜିନିଷ ଗୋଡ଼ରେ ବାଜୁଛି ଯାହାକୁ ଭାବିଲେ ଲୋକେ ଡ-ରୁଛନ୍ତି। ଦର୍ଶକ ବନ୍ଧୁ ପାଣି ଭିତରେ କଣ ଅଛି ଯାହା ଦେହରେ ବାଜୁଛି। ଯାହାକୁ ଦେଖିବା ପାଇଁ ଲୋକମାନେ ପାଣି ଭିତରକୁ ଯାଉଛନ୍ତି। ପନ୍ଦରରୁ କୋଡ଼ିଏ ଫୁଟ୍ ପାଣି ତଳକୁ ଯାଉଛନ୍ତି।ହେଲେ ଖାଲି ଦେହରେ ବାଜୁଛି କିଛି ଦିଶୁନି। ଦର୍ଶକ ବନ୍ଧୁ ମହାନଦୀରୁ ଆଠଟି ନାଗ ବାହାରି ସାରିବା ପରେ ସେଇ ପାଣି ଭିତରେ ଏବେ କଣ ଅଛି ତାକୁ ନେଇ ଏବେ ଗାଁ ସାରା ଚର୍ଚ୍ଚା।

ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ସେଇ ନାଗ ମୂର୍ତ୍ତି କଥା। ଯେଉଁ ଆଠଟି ନାଗ ମହାନଦୀରୁ ଉ-ଦ୍ଧାର କରାଯାଇଥିଲା , ବୁଡ଼ି ରହିଥିବା ଗୋପୀନାଥ ମନ୍ଦିରର ଦୁଇ କିଲୋମିଟର ପୂର୍ବରୁ ଯେଉଁ ଆଠଟି ନାଗ ମୂର୍ତ୍ତି ମିଳିଥିଲା ତାପରେ ଏବେ କୁହାଯାଉଛି ସେହି ପାଣି ଭିତରେ ଯେଉଁ ଆଠଟି ନାଗ ଉ-ଦ୍ଧାର କରାଯାଇଥିଲା ସେଠି ଆହୁରି କେତେ କଣ ଅଛି। ବଡ଼ ଘୋଡ଼ାଟିଏ ଅଛି ତାହା ପିତ୍ତଳ କି ମାଟି ତାହା ଏପର୍ଯ୍ୟନ୍ତ ଜଣା ପଡୁନି। ଯାହା ଅନୁମାନ କରାଯାଉଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ପଦ୍ମାବତୀ ଗାଁ ନିକଟ ମହାନଦୀରୁ ଶନିବାର ଆଠଟି ନାଗ ମୂର୍ତ୍ତି ଉ-ଦ୍ଧାର କରାଯାଇଥିଲା। ମହାନଦୀର ଅତଳ ଜଳ ରାଶିରେ ବୁଡ଼ି ରହିଥିବା ପାଞ୍ଚଶହ ବର୍ଷ ତଳର ଗୋପୀନାଥ ମନ୍ଦିରର ଦୁଇ କିଲୋମିଟର ପୂର୍ବରୁ ଏ ନାଗ ମୂର୍ତ୍ତି ଗୁଡ଼ିକ ଉଦ୍ଧାର କରାଯାଇଛି।

ସକାଳ ଆଠଟା ବେଳେ ପଦ୍ମାବତୀ ଗ୍ରାମରେ ତ୍ରିନାଥ ନନା ମାଙ୍କଡ଼ଖିଆ ପାହାଡ଼ ନିକଟ ମହାନଦୀ ଘାଟତୁଠକୁ ଗାଧୋଇବା ପାଇଁ ଯାଇଥିଲେ। ଆଉ ଗଧୋଇଲା ବେଳେ ପାଣିରେ ଏକ ବିରାଟକାୟ ନାଗ ମୂର୍ତ୍ତି ଦେଖି ଗାଁର ଲୋକଙ୍କୁ ଡାକ ପକାଇଥିଲେ। ଗ୍ରାମବାସୀ ରୁଣ୍ଡ ହୋଇଥିବା ବେଳେ ଗ୍ରାମର ରଘୁନାଥ ବେହେରା , ଶ୍ରୀଧର ରଣା, ପ୍ରଦୀପ୍ତ କୁମାର ସାହୁ, ପ୍ରକାଶ ଦଳେଇ ପ୍ରମୁଖ ମହାନଦୀର ଗଭୀର ଜଳରାଶିରେ ବୁଡ଼ି ମହାନଦୀରୁ ଆଠଟି ନାଗ ମୂର୍ତ୍ତି ଉ-ଦ୍ଧାର କରିଥିଲେ। ଏବଂ ଏବେ ସବୁ ଆଠଟି ନାଗ ମୂର୍ତ୍ତିକୁ ପୂଜା କରାଯାଉଛି। ଗ୍ରାମର ରଘୁନାଥ ବେହେରା କୁହନ୍ତି କି ନାଗ ମୂର୍ତ୍ତି ମିଳିଥିବା ସ୍ଥାନରେ ପନ୍ଦରରୁ କୋଡ଼ିଏ ଫୁଟ୍ ଉଚ୍ଚର ପାଣି ବହୁଛି। ଆହୁରି ବିଭିନ୍ନ ମୂର୍ତ୍ତି ପାଣି ଭିତରେ ଥାଇ ପାରେ ବୋଲି ଆଶଙ୍କା କରାଯାଉଛି।

ଏପରିକି କୁଆଡ଼େ ବଡ଼ ଘୋଡ଼ା ତାହା ମାଟି କି ପିତ୍ତଳ କହି ହେଉନାହିଁ। ଗୋଟିଏ ବଡ଼ ଘୋଡ଼ା ସେହି ପାଣି ଭିତରେ ଅଛି ଯେଉଁଠୁ ଆଠଟି ନାଗକୁ ଉ-ଦ୍ଧାର କରାଯାଇଛି। ଯେହେତୁ ସେ ମୂର୍ତ୍ତି ବଡ଼ ତାକୁ କୁଆଡ଼େ ଉଠେଇ ହେଉନାହିଁ। ତାହା ମାଟି କି କିମ୍ବା ପିତ୍ତଳ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇନି। ଏସବୁ ଭିତରେ କିନ୍ତୁ ନାଗ ମୂର୍ତ୍ତି ସବୁ ବାଲୁଙ୍କେଶ୍ୱର ମନ୍ଦିରରେ ରଖାଯାଇ ପୂଜାର୍ଚ୍ଚନା କରାଯାଉଛି। ଏବଂ ଏବେ କୁହାଯାଉଛି ଯେଉଁଠୁ ବାହାରିଥିଲା ଆଠ ନାଗ ସେଠି ଏବେ ଅଛି କଣ ଯାହାକୁ ନେଇ ସମସ୍ତେ ଭ-ୟଭୀ-ତ। ଗାଁରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। କାରଣ ମହାନଦୀରୁ ଆଠଟି ନାଗ ଉ-ଦ୍ଧାର ହୋଇଛି।

Leave a Reply

Your email address will not be published. Required fields are marked *