କାନ୍ଥରେ ଦାଉ ଦାଉ ଦେଖାଯାଉଛି ୨ ଟି ନାଁ। ବାହାଘରକୁ ୧ ବର୍ଷ ବି ହେଇନି ମୋ ଝିଅ ଆଜି…।
ପୋଷ୍ଟରେ ଦାଉ ଦାଉ ଦେଖାଯାଉଛି ୨ ଟି ନାଁ। ସିକୁ ଆଉ ସେବତୀ। ଘର ଭିତରେ ପଶୁ ପଶୁ ବିବାହର ପୋଷ୍ଟର କାନ୍ଥରେ ଲାଗିଛି। ହଁ ଆଜ୍ଞା ବନ୍ଧୁଗଣ ଦେଖନ୍ତୁ ଏଇ ଫୋଟଟିକୁ ନାଲି ଓଢଣୀ ମୁଣ୍ଡରେ ଦେଇ ୭ କଳସ ୮ ଦୀପକୁ ସାକ୍ଷୀ ରଖି ଇହକାଳ ଆଉ ପରକାଳର ଦେବତା ଭାବେ ସ୍ୱାମୀଙ୍କ ହାତ ଧରି ନିଜ ଘର ଛାଡ଼ି ଆସିଥିଲେ ଆଖିରେ ଆଖିଏ ସ୍ୱପ୍ନ ଧରି ନିଜ ଘର ଗାଁ ପରିବାରକୁ ବହୁତ ଦୂରରେ ଛାଡି ଏକ ଅଚିହ୍ନା ଲୋକଙ୍କୁ ନିଜର ଭାବି ଆପଣେଇ ନେଇଥିଲେ। ସ୍ୱାମୀ ସହିତ ସଂସାର ଗଢି ଆସିଥିଲେ ହେଲେ ଆଜି ସବୁକିଛି ମାଟିରେ ମିଶି ଯାଇଛି।
ଏ ପରିବାର ତାଙ୍କ ସହ ଏମିତି କରିବେ ବୋଲି କଣ ସେ କେବେ ଭାବିଥିଲେ? ବିବାହକୁ ମାତ୍ର ୭ ମାସ ହୋଇଥିଲା ହେଲେ ସମ୍ପ-ର୍କରେ ଲାଗିଯାଇଥିଲା ଧୂଳି। ତଥାପି ଏତେ ନିନ୍ଦନୀୟ ଏବଂ ବିଭ-ତ୍ସ କା-ଣ୍ଡ କେହି ଘଟାଇପାରେ ତାହା କଳ୍ପନା ବାହାରେ। ତେବେ ବନ୍ଧୁଗଣ ଘଟ-ଣାଟି ଜାଣିଲେ ବୋଧେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଯେଉଁ ଘରକୁ ଝିଅ ବୋହୂ ହୋଇ ଯାଇଥିଲା ସେଇ ଘରୁ ଆସିଛି ଝିଅର ମ-ଲା ଖବର। ଏ ଦୁନିଆରେ ଆଉ ସେ ଅଲିଅଳି ଝିଅଟି ନାହିଁ। ଯାହା ଶୁଣି ପୁରା ପରିବାର ଏବେ ସ୍ତବ୍ଧ।
ହଁ ଆଜ୍ଞା ଏଭଳି ଘ-ଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡା ହାଡ଼ ଥା-ନା ଅନ୍ତର୍ଗତ ବାଲି ସାହିରେ। ବିଗତ ୭ ମାସ ତଳେ ବୈଦିକ ରୀତିନୀତିରେ କାଳନ୍ଦୀ ସିଂଙ୍କ ସୁ ପୁତ୍ର ବିରଞ୍ଚି ସିଂଙ୍କ(ସିକୁ) କଣ୍ଟାପାଳ ପଞ୍ଚାୟତର ୪ ନମ୍ବର କଲନିର ସୁକୁମାର ମହାପାତ୍ରଙ୍କ ଝିଅ ସେବତୀ ମହାପାତ୍ରଙ୍କ ସହିତ ବିବାହ କରିଥିଲେ। ଗେଲ୍ହା ଝିଅକୁ ବାପା ମା’ ମଧ୍ୟ ମନ ବୁଝିଲା ମୁତାବକ ବେଶ ଯାନୀ ଯୌତୁକ ଦେଇ ଶାଶୂ ଘରକୁ ପଠାଇଥିଲେ। କିନ୍ତୁ ବିରଞ୍ଚି ବିବାହର କେତେ ମାସ ପରେ ମ-ଦ୍ୟପା-ନ କରି ଘରକୁ ବାରମ୍ବାର ଆସିବାରୁ ସ୍ତ୍ରୀ ସେବତୀ ବି-ରୋଧ କରି ଆସୁଥିଲେ। ଆଉ ଘର ଲୋକଙ୍କୁ ମଧ୍ୟ ଏ କଥା ଜଣାଇଥିଲେ ତଥାପି ବଦଳି ନଥିଲେ ସିକୁ।
ଗତ କାଲି ରାତି ସମୟରେ ହଠାତ ସିକୁ ଅତ୍ୟଧିକ ମ-ଦ୍ୟପା-ନ କରି ଘରକୁ ଆସିଥିଲେ ଆଉ ସ୍ତ୍ରୀ ଏହାକୁ ବି-ରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ ପା-ଟି ତୁ-ଣ୍ଡ ହୋଇଥିଲା। ଆଉ ସ୍ୱାମୀ ଗା-ଳି ଗୁ-ଲଜ କରିବା ସହ ହ-ତ୍ୟା କରିଛନ୍ତି ବୋଲି ଏବେ ପରିବାର ଲୋକେ କଙ୍କଡାହାଡ଼ ଥା-ନାରେ ଅଭି-ଯୋଗ କରିଛନ୍ତି।
ଖବର ପାଇ କଙ୍କଡାହାଡ଼ ଥା-ନା ଅଧିକାରିଣୀ କଳ୍ପନା ବେହେରା ଆଉ ସହକର୍ମୀ ଘ-ଟଣା ସ୍ଥଳରେ ପହଞ୍ଚି ବିରଞ୍ଚି ସିଂ(ସିକୁ)ଙ୍କୁ ଗି-ରଫ କରିବା ସହ ଶ-ବ ଜ-ବତ କରି ବ୍ୟବ-ଚ୍ଛେଦ ପାଇଁ ଭକାମାକ୍ଷାନଗର ମେଡିକାଲକୁ ପଠାଇବା ସହିତ ପୋ-ଲିସ ଟିମ ଅଧିକ ତ-ଦନ୍ତ ଚଲାଇଛନ୍ତି।