ଭୁବନେଶ୍ୱରରେ ଗୋଡ଼ାଇ ଜଡାଇ ଏନକା-ଉଣ୍ଟର। ଦୌଡାଇ ଦୌଡାଇ ଗୁ-ଳି ମା-ରିଲା ପୋ-ଲିସ।

ଦୌଡାଇ ଦୌଡାଇ ଗୁ-ଳି ମା-ରିଲା ପୋ-ଲିସ। ତଳେ ପଡି କଷ୍ଟରେ ଛଟପଟ ହେଲା ରଘୁ ବିଶ୍ୱାଳ। ରଘୁର ର-କ୍ତରେ ଭିଜିଲା ଭୁବନେଶ୍ୱର ବାଲିଯାତ୍ରା ପଡିଆ।ବହୁତ ହୋଇଗଲା ଏବେ ଆଉ ବିଲକୁଲ ବି କ୍ଷମା ନାହିଁ। ଏଥର ଡାଇରେକ୍ଟ ଏନକା-ଉଣ୍ଟର। ପୋଲି-ସର ଗୁ-ଳିରେ ଏବେ ତୁମେ ସବୁ ର-କ୍ତାକ୍ତ ହେବ। ଦୁ-ର୍ବୁତ୍ତ ମାନଙ୍କୁ ଏବେ କ୍ଷମା କରିବ ନାହିଁ ପୋ-ଲିସ। ହଁ ଆଜ୍ଞା ଆସୁଛି ନୂଆ ବର୍ଷ ଯାଉଛି ପୁରୁଣା ବର୍ଷ। ଆଉ ପୁରୁଣା ବର୍ଷ ସରିବାକୁ ଗୋଟିଏ ଦିନ ଥିବା ବେଳେ ପୋଲି-ସର ଗୁ-ଳିରେ କମ୍ପିଲା ରାଜଧାନୀ ଭୁବନେଶ୍ବର।

ଦୁ-ର୍ବୁତ୍ତ ମାନଙ୍କୁ କ୍ଷମା କଲା ନାହିଁ ଗୋଡେଇ ଗୋଡେଇ ଏନକା-ଉଣ୍ଟର କଲା କମିଶନର ପୋ-ଲିସ। ଆଉ ପୋଲି-ସର ଗଳି ଖାଇ ଏବେ ଡାକ୍ତରଖାନାରେ ଗୁରୁ-ତ୍ୱର ଅବସ୍ଥାରେ ଭର୍ତି ହୋଇଛି ଅପ-ରାଧୀ ରଘୁ ବିଶ୍ୱାଳ। ବାଇକ ପଡିଛି ରଘୁର ବ-ନ୍ଧୁକ ବି ପଡିରହିଛି। ପୋଲି-ସର ଗୁ-ଳି ବାଜିବା ପରେ ଟଳି ପଡିଛି ରଘୁ।

ତେବେ ପୋ-ଲିସ ଯେତେବେଳେ ଏନକାଉଣ୍ଟର କରିଥିଲା ସେତେବେଳେ ରଘୁ ତା ଗାଡିକୁ ଫୋପାଡ଼ି ଦେଇ ଗଛ ପଛ ପଟେ ରହି ପୋଲିସ ଉପରକୁ ଗୁ-ଳି ଚଲାଇଥିଲା। ଏହାର ପ୍ରତି ଜବାବ ଦେଇ କମିଶନର ପୋ-ଲିସ ମଧ୍ୟ ଗୁ-ଳି ଚଳାଇଥିଲା। ଯେଉଁଥିରେ ରଘୁର ବାମ ପଟ ଗୋଡ଼ରେ ଗୁ-ଳି ବାଜିଛି। ରାଜଧାନୀରେ ରଚିଥିଲା ଡ଼କାୟତର ଆ-ତଙ୍କ ରାଜ। ମ-ର୍ଡର ଠାରୁ ଲୁ-ଟ ପର୍ଯ୍ୟନ୍ତ ସବୁଥିରେ ଥିଲା ରଘୁ ସାମିଲ। ଅନେକ ମାମ-ଲାରେ ରହିଛି ରଘୁର ନାମ। ପୋ-ଲିସ ଆଖିରୁ ଲୁ-ଚି ଘଟାଉଥିଲା ଅପ-ରାଧ। ଅପ-ରାଧ ଦୁନିଆରେ ନିଜର ନାଁକୁ ଉପରେ ରଖିବାକୁ ଚାହୁଁଥିଲା। ସମସ୍ତଙ୍କୁ ଭ-ୟରେ ରଖିବାକୁ ଚାହୁଁଥିଲା ରଘୁ। ସେଥିପାଇଁ ଅଣ୍ଟାରେ ବ-ନ୍ଧୁକ ରଖି ନିରୀହ ଲୋକମାନଙ୍କ ଠାରୁ ବଟି ଆଦାୟ କରିବା ସହ ହ-ତ୍ୟାର ଧ-ମକ ଦେଉଥିଲା।

ରଘୁ ନାମରେ ଥା-ନାରେ ୧୫ ଟି ଡ଼କାୟତି ସହ ରାହାଜାନୀର ମା-ମଲ ରହିଛି। ସେଥି ମଧ୍ୟରୁ ୮ ଟି ବ-ନ୍ଧୁକ ଜନିତ ମାମ-ଲା। ମୁଖ୍ୟତଃ ରବିର ଗ୍ୟା-ଙ୍ଗର ସଦସ୍ୟ ହେଉଛି ରଘୁ। ତେବେ ରଘୁ ଏବଂ ତାର ଜଣେ ସହଯୋଗୀ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ବେଳେ ପୋ-ଲିସ ସେମାନଙ୍କର ପିଛା କରୁଥିଲା। ଆଉ ହଠାତ ପୋ-ଲିସ ଉପରକୁ ରଘୁ ଗୁ-ଳି ଚଳାଇଥିବା ଯୋଗୁ ପୋ-ଲିସ ମଧ୍ୟ ସେମାନଙ୍କ ଉପରକୁ ଗୁ-ଳି ଚଳାଇଥିଲା। ଯେଉଁଥିରେ ରଘୁର ବାମ ପଟ ଗୋଡ଼ରେ ଗୁ-ଳି ବାଜିବା ସହ ତା ପାଖରୁ ୭.୫ MM ଗୋଟିଏ ବ-ନ୍ଧୁକ ଜ-ବତ କରିଛି ପୋ-ଲିସ।

ତେବେ ନୂଆବର୍ଷ ପୂର୍ବରୁ ପୋଲି-ସର ଏଭଳି ଆଚରଣ ଯୋଗୁ ଦୁ-ର୍ବୁତ୍ତ ମାନେ ଏବେ ଭ-ୟରେ ଥର ହର ହେଉଛନ୍ତି। ସେପଟେ ଯଦି ଦେଖିବା ତେବେ ରଘୁକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା ଏବଂ ପରେ ଗୁରୁ-ତ୍ୱର ଅବସ୍ଥା ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *