ପ୍ରଥମେ ମିଠା ମିଠା କଥା କହି ପ୍ରେମ ଜାଲରେ ଫସାଇଲା। ଭଲପାଇ ବର୍ଷାକୁ ବିବାହ କଲା ବିବାହ ପରେ ବର୍ଷାକୁ …।
ପ୍ରଥମେ ମିଠା ମିଠା କଥା କହି ପ୍ରେମ ଜା-ଲରେ ଫସାଇଲା।ଆଉ ଧିରେ ଧିରେ ସମ୍ପ-ର୍କକୁ ଅତି ନିବିଡ଼ କରିଲା। ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକା ବର୍ଷାକୁ ଘରୁ ନେଇଥିଲା ଆଉ ପାଖରେ ରଖି ବିବାହ ମଧ୍ୟ କରିଲା। ହସ ଖୁସିରେ ସୁନାର ସଂସାର ଗଢି ତୋଳିଥିଲେ ଉଭୟ। ଏହା ପରେ ସ୍ବାମୀ ସ୍ତ୍ରୀ ଉଭୟ ବାପା ମା’ ହେଲେ ଖୁସି ଦୁଇଗୁଣା ହୋଇଗଲା। କିନ୍ତୁ ଏବେ ଏଇ କୁନି ଛୁଆ ସବୁଦିନ ପାଇଁ ମା ଛେଉଣ୍ଡ ହୋଇଗଲା। ଏତେ ନିଷ୍ଠୁର ହୋଇଗଲା ସ୍ୱାମୀ ଟିକେ ବି ଭାବିଲାନି ଏଇ କୁନି ପୁଅ କଥା ସବୁଦିନ ପାଇଁ ମା’ ଛେଉଣ୍ଡ ହୋଇଗଲା ଏଇ କୁନି ପୁଅଟି।
ଯାହାର ହାତ ଧରି ବର୍ଷା ଘର ଛାଡ଼ି ଚାଲିଆସିଥିଲା ଆଜି ସେଇ ସ୍ୱାମୀ ହିଁ ବର୍ଷାର ଜୀବନ ନେଇଗଲା। ୨ ବର୍ଷ ପୁରିନି ବିବାହକୁ ସ୍ୱାମୀ ସଇ-ତାନ ସାଜିଲା। ଦୁନିଆ କଣ ବୁଝିବା ଆଗରୁ ନରହନ୍ତାକାରୀ ସ୍ୱାମୀର ଆକ-ର୍ସର ଶି-କାର ହୋଇଗଲା ବର୍ଷା। ସବୁଦିନ ପାଇଁ ଆଖି ବୁଜି ଦେଇଛି ପାଲଟପୁର ପଞ୍ଚାୟତ ଦାସ ସାହିର ସୁବ୍ରତ ଦାସଙ୍କ ଝିଅ ବର୍ଷା ଦାସ। ଏଇ ହେଉଛନ୍ତି ସେଇ ବର୍ଷା ଯାହାକୁ ଉମେଶ ବହୁତ ଭଲ ପାଉଥିଲେ। ଆଜି ସେଇ ଉମେଶ ହିଁ ବର୍ଷାଙ୍କର ଜୀବନ ନେଇଗଲା।
ଗତ ଦୁଇ ବର୍ଷ ପୂର୍ବେ ଦଶରଥ ପୁର ବ୍ଲକ ଐହାସ୍ୟ ପୁରୁଣା ସାହିର କାଳନ୍ଦୀ ମୁଦୁଲିଙ୍କ ପୁଅ ଉମେଶ ମୁଦୁଲି ବର୍ଷାଙ୍କୁ ପ୍ରେମ ଜାଲରେ ଫସାଇ ବିଭିନ୍ନ ପ୍ରକାରର ପ୍ରଲୋ-ଭନ ଦେଖାଇ ବର୍ଷାଙ୍କ ପରିବାରର ଇଛା ବିରୋ-ଧରେ ଘରୁ ଫେ-ରାର କରି ନେଇ ବର୍ଷାଙ୍କୁ ବିବାହ କରିଥିଲା। ବିବାହ କରିବା ପରେ ବର୍ଷାଙ୍କୁ ତାଙ୍କ ସ୍ବାମୀ ଉମେଶ ଏବଂ ଶାଶୁ ଶାରୀ-ରିକ ଏବଂ ମାନସିକ ଯ-ନ୍ତ୍ରଣା ଦେଉଥିଲେ ଯାହାକି ବର୍ଷା ତାଙ୍କ ବାପ ଘର ଲୋକଙ୍କୁ ଜଣାଇବାରୁ ବର୍ଷାଙ୍କ ଉପରେ ବଢି ଚାଲି ଥିଲା ନିର୍ଯ୍ୟା-ତନା। ଆଉ ଗତ କାଲି ନିର୍ଯ୍ୟା-ତନା ଏତେ ଅଧିକ ଥିଲା ଯେ ବର୍ଷା ସବୁଦିନ ପାଇଁ ଆଖି ବୁଜି ଦେଲେ।
ଯାହାକୁ ନେଇ ଆଖିରେ ଦେଖିଥିଲେ ଅନେକ ସ୍ୱପ୍ନ ଯାହାର ହାତ ଧରି ବାପା ମା’ଙ୍କୁ ପର କରି ବର୍ଷା ଚାଲି ଆସିଥିଲେ ଉମେଶଙ୍କ ସହ ସେଇ ସ୍ୱାମୀ ଉମେଶ ତାର ଜୀବନ ନେଇଗଲା।ବର୍ଷାର ବାପ ଘର ଲୋକେ ଅଭି-ଯୋଗ କରିଛନ୍ତି କି ବର୍ଷାର ଶାଶୁ ଘର ଲୋକେ ବର୍ଷାକୁ ମା-ରି ଦେଇଛନ୍ତି ବୋଲି।ସେପଟେ ଘଟଣା ସ୍ଥଳରେ ମଙ୍ଗଳପୁର ପୋ-ଲିସ ପହଁଚି ବର୍ଷାଙ୍କ ସ୍ୱାମୀ ଉମେଶ ମୁଦୁଲିଙ୍କୁ ଗି-ରଫ କରିବା ସହ ଘଟ-ଣାର ଅଧିକ ତ-ଦନ୍ତ ଜାରି ରଖିଛି।