ରାସ୍ତା ପାର ହେଉଥିବା ବେଳେ ହାତୀ ଓ ଟ୍ରକ ମୁହାଁମୁହିଁ। ଫଳରେ ହାତୀର ଜୀବନ ଚାଲିଯାଇଛି।

ସକାଳୁ ସକାଳୁ ଘଟିଛି ଭ-ୟଙ୍କର ଦୁର୍ଘ-ଟଣା। ରାସ୍ତା ପାର ହେଉଥିବା ସମୟରେ ହଠାତ ଏକ ଟ୍ରକ ଦ୍ରୁତ ଗତିରେ ଆସି ଦନ୍ତା ହାତୀକୁ ଧ-କା ଦେବା ସହ ତାପରେ ମା-ଡ଼ିଗଲା। ଆଉ ସେଇ ଲୋମ ଟାଙ୍କୁରା ଦୃ-ଶ୍ୟକୁ ଆମେ ଆପଣଙ୍କୁ ଦେଖାଇବା ଆମ ପକ୍ଷ ସମ୍ଭବପର ନୁହେଁ।

ତେବେ ଟ୍ରକ ଧ-କାରେ ଘ-ଟଣା ସ୍ଥଳରେ ଦନ୍ତା ହାତୀଟି ଛଟପଟ ହୋଇ ମୃ-ତ୍ୟୁ ବ-ରଣ କରିଥିଲା। ତେବେ ବଡ଼ ଆଶ୍ଚର୍ଯ୍ୟକର କଥା ହେଉଛି କି ଏହି ଦୁର୍ଘ-ଟଣାରେ ଦନ୍ତା ହାତୀର ମୃ-ତ୍ୟୁ ହୋଇଥିବା ବେଳେ ଟ୍ରକର ଏତେ କିଛି କ୍ଷ-ତି ହୋଇନାହିଁ। ଦ୍ରୁତ ଗତିରେ ଆସୁଥିଲା ଟ୍ରକ ହଠାତ ଏକ ଦନ୍ତା ହାତୀକୁ ଧକା ଦେବାରୁ ଦନ୍ତା ହାତୀର ମୃ-ତ୍ୟୁ ହୋଇଥିଲା।ତେବେ ଏଠି ପ୍ରଶ୍ନ ଉଠୁଛି ଟ୍ରକର ଦ୍ରୁତ ଗତି ଏତେ ଥିଲା ଯେ ଦନ୍ତା ହାତୀର ଜୀବନ ନେଇଗଲା। ହଁ ଆଜ୍ଞା ଟ୍ରକ ଧକାରେ ଦନ୍ତା ହାତୀର ଜୀବନ ଚାଲିଗଲା।

ଏଭଳି ଦୁର୍ଘ-ଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ୫୦ ନମ୍ବର ଜାତୀୟ ରାଜପଥ କଟାବାହଳ ଗାଁ ନିକଟରେ। ଟ୍ରକ ଧକାରେ ଏକ ଦନ୍ତା ହାତୀର ମୃ-ତ୍ୟୁ ହୋଇଥିବା କଥା ସୂଚନା ମିଳିଛି। ତେବେ ଏଭଳି ଦୁର୍ଘ-ଟଣା ପରେ ଟ୍ରକକୁ ସ୍ଥାନୀୟ ଲୋକମାନେ ଅଟକ ରଖିଛନ୍ତି। ହାତୀ ଜାତୀୟ ରାଜପଥ ପାର ହେଉଥିବା ସମୟରେ ଘଟିଛି ଏଭଳି ଦୁର୍ଘ-ଟଣା।

ସୂଚନା ମୁତାବକ ଟ୍ରକଟି ୩୯ ନମ୍ବର ଜାତୀୟ ରାଜପଥରେ ଆଇରନ ବୁଝେଇ କରି ପାଲଲହଡା ଅଭିମୁଖେ ଯାଉଥିବା ବେଳେ ସେହି ସମୟରେ ଦନ୍ତା ହାତୀ ରାସ୍ତା ପାର ହେଉଥିବାରୁ ଉଭୟଙ୍କ ମଧ୍ୟରେ ଧ-କା ହୋଇଥିଲା। ଆଉ ଦୁର୍ଘ-ଟଣା ଏତେ ଜୋରରେ ହୋଇଥିଲା ଯେ ଯାହା ଫଳରେ ଦନ୍ତା ହାତୀର ଜୀବନ ଚାଲିଯାଇଛି।

ଦୁର୍ଘ-ଟଣା ପରେ ହାତୀଟି ରାସ୍ତା କଡ଼କୁ ଛିଟିକି ପଡିଥିଲା କିଛି ସମୟ ପରେ ହାତୀଟି ଛିଡା ହୋଇ କିଛି ପାଦ ଚାଲିବା ପରେ ବିଲ ମଝିରେ ଖସି ପଡ଼ିଥିଲା। ଆଉ ସ୍ଥାନୀୟ ଲୋକେ ହାତୀ ପାଖକୁ ଯାଇ ସ୍ଥିତି ପରଖୁ ଥିବା ବେଳେ ହାତୀର ମୃ-ତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ତେବେ ବନ କର୍ମଚାରୀଙ୍କ ଅବହେଳା ଯୋଗୁଁ ଦନ୍ତା ହାତୀର ଅକାଳ ମୃ-ତ୍ୟୁ ହୋଇଥିବା ଅଭି-ଯୋଗ ହୋଇଛି।

Leave a Reply

Your email address will not be published. Required fields are marked *