ପ୍ରେମିକ ଛାତିରେ ଥିଲା ମୁଣ୍ଡ , ସ୍ଵାମୀ ଦେଖିଦେଲା…କ୍ରିକେଟ ବ୍ୟାଟରେ ବଲ ଭଳି ଛକା ମାରିଲା।

କ୍ରିକେଟ ବ୍ୟାଟରେ ପି-ଟି ପି-ଟି ମା-ରିଦେଲା ନିଜ ଦୁଇ ପିଲା ଓ ସ୍ତ୍ରୀଙ୍କୁ ମା-ରିଦେଲା ସ୍ୱାମୀ। ସ୍ୱାମୀକୁ ଦୁଇ ଦିନ ପରେ ମାଡି ବସିଲା ପୋ-ଲିସ।ବନ୍ଧୁଗଣ କଣ ଏତେ ନିଷ୍ଠୁର ହୋଇପାରେ ଗୋଟେ ବାପା। ଏତେ ନିଷ୍ଠୁର କଣ ହୋଇପାରେ ଗୋଟେ ସ୍ୱାମୀ। ବନ୍ଧୁଗଣ ସ୍ତ୍ରୀ ଆଉ ଦୁଇ ପିଲାଙ୍କୁ କ୍ରିକେଟ ବ୍ୟାଟରେ ପିଟି ପିଟି ହ-ତ୍ୟା କରିଛି ଏହି ଅଭି-ଯୁକ୍ତ ଜଣକ। ଏହି ଅଭି-ଯୁକ୍ତ ସ୍ୱାମୀକୁ ଆଜି ହରିୟାଣାରୁ ପୋ-ଲିସ ଗି-ରଫ କରିଛି।

ବନ୍ଧୁଗଣ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହ-ତ୍ୟା କରିବା ପରେ ସିଧା ଯାଇ ହରିୟାଣାରେ ଲୁ-ଚି ଥିଲା ଏହି ଯୁବକ। ଯାହାକୁ ହରିୟାଣାରୁ ଧରିଛି ପୋ-ଲିସ। ହ-ତ୍ୟାକା-ଣ୍ଡର ଦୁଇ ଦିନ ପରେ ପୋ-ଲିସ ସେହି ଯୁବକକୁ ଧରିଛି ସେହି ସ୍ୱାମୀକୁ ଧରିଛି ଯିଏ ନିଜ ସ୍ତ୍ରୀ ଆଉ ଦୁଇ ପିଲାଙ୍କୁ କ୍ରିକେଟ ବ୍ୟାଟରେ ପିଟି ପିଟି ହ-ତ୍ୟା କରିଛି।

ଅଭି-ଯୁକ୍ତର ନାଁ ହେଉଛି ଅମିତ। ଡିସେମ୍ବର ୨୧ ତାରିଖରେ ଏମିତି ଅଘ-ଟଣ ଘଟାଇଛି ଅମିତ। ଅମିତ ନିଜ ସ୍ତ୍ରୀ ଆଉ ଦୁଇ ପିଲା ଘରେ ଥିବା ବେଳେ କ୍ରିକେଟ ବ୍ୟାଟରେ ସମସ୍ତଙ୍କୁ ହ-ତ୍ୟା କରିଛି। ଆଉ ମିଳିଥିବା ସୂଚନା ଅନୁସାରେ ମୃ-ତକ ଜଣକ ହେଉଛନ୍ତି ତାଙ୍କ ସ୍ତ୍ରୀ ଭାବନା। ଆଉ ପୁଅ ଅଙ୍କୁଶ ଆଉ ଝିଅ ଖୁସି। ସ୍ତ୍ରୀ ଭାବନା ପୁଅ ଅଙ୍କୁଶ ଓ ଝିଅ ଖୁସିକୁ ହ-ତ୍ୟା କରିବା ପରେ ସ୍ବାମୀ ଅର୍ଥାତ ଅଭି-ଯୁକ୍ତ ଅମିତ ଯାଇ ଲୁ-ଚିଥିଲା ହରିୟାଣାରେ। ଯେଉଁଠୁ ତାକୁ ଗି-ରଫ କରିଛି ପୋ-ଲିସ।

DCP ଙ୍କ କହିବା କଥା ଘରର ଏକ କୋଠରୀରୁ ୩ ଟି ମୃ-ତ ଦେହ ମିଳିଛି। ଏଇ ୩ ଜଣଙ୍କୁ କ୍ରିକେଟ ବ୍ୟାଟରେ ହ-ତ୍ୟା କରାଯାଇଛି। ଏହି ଘଟ-ଣାରେ ଅଭି-ଯୁକ୍ତ ସ୍ୱାମୀଙ୍କ ବିରୋ-ଧରେ ଆଇପିସି ଧାରା ମାମ-ଲା ରୁଜୁ କରିଛି ପୋ-ଲିସ ଏବଂ ତ-ଦନ୍ତ ଆରମ୍ଭ କରିଛି ପୋ-ଲିସ। ଏଥିପାଇଁ ୨ ଟି ଟିମ ଗଠନ କରାଯାଇଥିଲା। ତଦନ୍ତ ସମୟରେ ପୋ-ଲିସ CCTV ଫୁଟେଜ ଯାଞ୍ଚ କରିଥିଲା। ଆଉ ଏହା ପରେ ଜାଣିବାକୁ ପାଇଥିଲା ଯେ ଅଭି-ଯୁକ୍ତ ହିଁ ହ-ତ୍ୟାକାରୀ। ଆଉ ଏହା ପରେ ଜାଣିବାକୁ ପାଇଥିଲା କି ତା ସ୍ବାମୀ ହିଁ ତା ସ୍ତ୍ରୀକୁ ହ-ତ୍ୟା କରିଛି। ବାପା ହିଁ ସନ୍ତାନ ମାନଙ୍କୁ ହ-ତ୍ୟା କରିଛି। ଆଉ ତାପରେ ମୁମ୍ବାଇ ରୁ ସିଧା ଆସି ହରିୟାଣାରେ ପହଁଚି ଅଭି-ଯୁକ୍ତ ସ୍ୱାମୀକୁ ଗି-ରଫ କରିବାରେ ସଫଳ ହୋଇଛି ପୋଲିସ।

ବନ୍ଧୁଗଣ ଏଠାରେ ସ୍ୱାମୀ ଜଣକ କାହିଁକି ଏଭଳି ଏକ ଚରମ ପଦକ୍ଷେପ ନେଲା। ଏଠାରେ ସ୍ୱାମୀ ଜଣକ କାହିଁକି ତା ସ୍ତ୍ରୀକୁ କ୍ରିକେଟ ବ୍ୟାଟରେ ହ-ତ୍ୟା କଲା ଏଠାରେ ବାପା ଜଣକ କାହିଁକି ଦୁଇ ପିଲାଙ୍କୁ ହ-ତ୍ୟା କଲା? ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପୋ-ଲିସର ତ-ଦନ୍ତ ପରେ ହିଁ ସ୍ପଷ୍ଟ ହେବ କିନ୍ତୁ ଏବେ ଯାହା ଚର୍ଚ୍ଚା ହେଉଛି ପର-କ୍ରିୟା ପ୍ରୀତି ପାଇଁ ଏମିତି ଏକ ଅଘ-ଟଣ ଘଟିଯାଇଛି।

Leave a Reply

Your email address will not be published. Required fields are marked *