ମନ୍ଦିରକୁ ଯାଇଥିଲେ ମହିଳା ହୋମଗାର୍ଡ… ଆଳତି ସରିବା ପରେ କନେଷ୍ଟବଳ ଏମିତି କଲେ, ତା ପରେ….।
ପୁଣି ଖାକିରେ ଲାଗିଲା ଦାଗ। ମନ୍ଦିରରେ ଚାଲିଥିଲା ପୂଜା ଏପଟେ ମହିଳା ହୋମଗାର୍ଡ ସହ ଏମିତି କରୁଥିଲେ କନେଷ୍ଟବଳ। ହଁ ଆଜ୍ଞା କନେଷ୍ଟବଳଙ୍କ ନାମରେ ଅସଦା-ଚରଣର ଅଭି-ଯୋଗ ଆଣିଲେ ମହିଳା ହୋମଗାର୍ଡ। ସନ୍ଧ୍ୟାରେ ମନ୍ଦିରକୁ ଯାଇଥିଲେ ସନ୍ଧ୍ୟା ଆଳତି ପାଇଁ। ଆଳତୀ ସାରି ଫେରୁଥିବା ସମୟରେ ମହିଳା ହୋମଗାର୍ଡ ସହ ଏମିତି କରିଛନ୍ତି।
ସନ୍ଧ୍ୟା ସମୟରେ ଆଳତୀ ସାରି ଫେରୁଥିବା ବେଳେ ଏକା ପାଇ ମହିଳା ହୋମଗାର୍ଡଙ୍କୁ ଅ-ଶ୍ଳୀଳ ଭାଷା କହିବା ସହ ତୋର ମୋର ପର୍ସନାଲ କଥା ଅଛି ଏହା ପରେ ମହିଳା ହୋମଗାର୍ଡଙ୍କୁ ଟଣା ଓଟରା କରୁଥିଲେ କନେଷ୍ଟବଳ। ଏ ଘଟ-ଣାକୁ ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କା-ର୍ଯ୍ୟାନୁ-ଷ୍ଠାନ ନନେବାରୁ ସେପ୍ଟେମ୍ବର ୨୨ ତାରିଖରେ ସ୍ଥାନୀୟ ଆରଆଇଙ୍କୁ ଲିଖିତ ଭାବେ ଜଣାଇଥିଲେ। ମହିଳା ହୋମଗାର୍ଡ ପୋ-ଲିସ ଲାଇନ ସଂସ୍କୃତି ଭବନରେ ଡ୍ୟୁଟିରେ କାର୍ଯ୍ୟରତ ଥିବା ବେଳେ କନେଷ୍ଟବଳ ଅଫିଲ କୁମାର ଦାସ ତାଙ୍କୁ ଅ-ଶ୍ଳୀଳ ବ୍ୟବହାର କରିବା ସହ ଅସ-ଦାଚରଣ କରିଥିବା ଅଭି-ଯୋଗ କରିଛନ୍ତି।
ଏଭଳି ସମ୍ବୋଧନଶୀଳ ଘ-ଟଣା ଦେଖିବାକୁ ମିଳିଛି ବାଲେଶ୍ବର ଅଞ୍ଚଳରେ।
ସବୁଠାରୁ ବଡ଼ କଥା ହେଲା ମହିଳା ହୋମଗାର୍ଡ ଜଣକ କନେଷ୍ଟବଳଙ୍କ ଦ୍ଵାରା ଗତ ନଭେମ୍ବର ମାସ ୨୧ ତାରିଖରେ ଅସଦା-ଚରଣରେ ଶି-କାର ହୋଇଥିଲେ। ଏନେଇ ସେପ୍ଟେମ୍ବର ୨୨ ତାରିଖରେ ସ୍ଥାନୀୟ ଆରାଇଙ୍କୁ ଲିଖିତ ଭାବେ ଜଣାଇ ଥିଲେ। ସେହିଭଳି ଅକ୍ଟୋବର ୩ ତାରିଖରେ ଖୁଣ୍ଟା ଥା-ନାରେ ମଧ୍ୟ ଅଭି-ଯୋଗ କରିଥିଲେ। ଏହା ପରେ ଅକ୍ଟୋବର ୪ ତାରିଖରେ ଡାକ ଯୋଗେ ଜିଲ୍ଲା ଆରୋକ୍ଷ ଅଧିକାରୀଙ୍କୁ ଜଣାଇଥିଲେ। କିନ୍ତୁ ପୋ-ଲିସ କୌଣସି ପଦକ୍ଷେପ ନନେବାରୁ ବାଧ୍ୟ ହୋଇ ମହିଳା ହୋମଗାର୍ଡ ନ୍ୟା-ୟ ପାଇଁ ଜିଲ୍ଲା ସ୍ୱତନ୍ତ୍ର sst କୋର୍ଟରେ ମାମ-ଲା ରୁଜୁ କରିଛନ୍ତି।
ଅନ୍ୟ ପଟେ ମାମ-ଲାକୁ ଚାପିବା ପାଇଁ କନେଷ୍ଟବଳ ସଙ୍ଘର ସଭାପତି ହାବିଲଦାର ମାନସ କୁମାର ପାଣିଗ୍ରାହୀ ମହିଳା ହୋମଗାର୍ଡଙ୍କୁ ବାରମ୍ବାର ଚାପ ପ୍ରୟୋଗ କରିବା ସହ ମହିଳା ହୋମଗାର୍ଡଙ୍କୁ ଜାତି ଲଗାଇ ଗା-ଳି ଗୁ-ଲଜ କରିବା ମଧ୍ୟ ଅଭି-ଯୋଗ ହୋଇଛି। ତେବେ ଏହି ଘଟ-ଣାରେ ନ୍ୟା-ୟ ନପାଇବା ପର୍ଯ୍ୟନ୍ତ ଓହରିବେ ନାହିଁ ବୋଲି ଚେତା-ବନୀ ଦେଇଛନ୍ତି ମହିଳା ହୋମଗାର୍ଡ।