ସାମ୍ନାକୁ ଆସିଲା ସତ, ବାହା ହୋଇନାହାନ୍ତି କିନ୍ତୁ ବୋହୂ ବୋଲି ଦାବି କରୁଛନ୍ତି।
ଲକ୍ଷ୍ମୀ ମଣ୍ଡଳଙ୍କର ମି-ଛ ଧରା ପଡିଗଲା। ଆଉ ପୋ-ଲିସ ଏହି ମି-ଛକୁ ଧରି ନେଲେ। ପୂର୍ବରୁ ଲକ୍ଷ୍ମୀ ମଣ୍ଡଳ କହୁଥିଲେ ଯେ ନୃସିଂହ ପ୍ରଧାନଙ୍କୁ ସେ ବିବାହ କରିଛନ୍ତି ତାହା ପୁଣି କୋର୍ଟରେ ହେଲେ ଏବେ ଯାହା ସାମ୍ନାକୁ ଆସୁଛି ନୃସିଂହ ପ୍ରଧାନ ବିବାହ ହୋଇନାହାନ୍ତି କି ସେ ଲକ୍ଷ୍ମୀ ମଣ୍ଡଳଙ୍କୁ ବିବାହ କରି ନାହାନ୍ତି। ଏଭଳି କିଛି ପୋ-ଲିସ ପକ୍ଷରୁ ସୂଚନା ରହିଛି।
ସୂଚନା ମୁତାବକ ବ୍ରହ୍ମପୁର ଉପକଣ୍ଠ ନୃସିଂହ ପ୍ରଧାନଙ୍କର ବିବାଦ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଲକ୍ଷ୍ମୀ ଦାବି କରୁଥିଲା ଯେ ସେ ନୃସିଂହକୁ ବିବାହ କରିଛନ୍ତି। କିନ୍ତୁ ଏବେ ଯାହା ସୂଚନା ରହିଛି ଲକ୍ଷ୍ମୀ ଓ ନୃସିଂହ ବିବାହ ହୋଇନାହାନ୍ତି।ତେବେ ପୋ-ଲିସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ୨୦୨୧ ମସିହାରେ ନୃସିଂହଙ୍କ ନାଁରେ ଏକ ଦୁ-ଷ୍କର୍ମ ମାମ-ଲା ରୁ-ଜୁ ହୋଇଥିଲା। ଆଉ ଏହି ମାମ-ଲାକୁ ରୁଜୁ କରିଥିଲେ ଲକ୍ଷ୍ମୀ ମଣ୍ଡଳ ଯିଏ ଏବେ ସ୍ତ୍ରୀର ମାନ୍ୟତା ପାଇଁ ଦାବି କରୁଛି। ଅନେକ ଦିନ ଧରି କୋର୍ଟରେ କେ-ସ ଚାଲିଲା ଆଉ ନୃସିଂହ ପ୍ରଧାନ ମଧ୍ୟ ଅନେକ ଦିନ ଧରି ଜେ-ଲରେ ରହିଲେ। ତାପରେ ସେ ବେଲରେ ଘରକୁ ଫେରିଥିଲେ।
ଏ ପର୍ଯ୍ୟନ୍ତ ଏହି ମାମ-ଲା ଏବେ କୋର୍ଟରେ ରହିଛି କିନ୍ତୁ ଏବେ ଲକ୍ଷ୍ମୀ ନୃସିଂହଙ୍କ ଘରେ ଜୋରଜ-ବରଦସ୍ତ ପଶି ଥିବା ଅଭି-ଯୋଗ ହୋଇଛି। ଆଉ ଅଭି-ଯୋଗ କରିଛନ୍ତି ନୃସିଂହ ପ୍ରଧାନଙ୍କର ମା’। ଦୀର୍ଘ ୨୨ ଦିନ ଧରି ନୃସିଂହଙ୍କ ମା’ କୁଆଡେ ଲକ୍ଷ୍ମୀକୁ ତାଙ୍କ ଘରେ ତାଲା ପକାଇ ରଖିଥିବା ନେଇ ଅଭି-ଯୋଗ କରିଛନ୍ତି ଲକ୍ଷ୍ମୀ।
ଏ ନେଇ ଘ-ଟଣା ସ୍ଥଳରେ ପ୍ରମିଳା ତ୍ରିପାଠୀ ପହଁଚି ଲକ୍ଷ୍ମୀଙ୍କୁ ସହାୟତା କରିଥିବା ଦେଖିବାକୁ ମିଳିଛି। ତେବେ ଏନେଇ ଲକ୍ଷ୍ମୀ କହିଛନ୍ତି କି ନୃସିଂହଙ୍କ ମା’ ତାଙ୍କୁ ତାଲା ପକାଇ ଭିତରେ ରଖିଛନ୍ତି।ତେବେ ଲକ୍ଷ୍ମୀ ଅଭିଯୋଗ କରିଛନ୍ତି କି ତାଙ୍କୁ ନିର୍ଯ୍ୟା-ତନା ଦେଉଛନ୍ତି ନୃସିଂହ ପ୍ରଧାନଙ୍କ ମା’। ଆଉ ତାଙ୍କୁ ତାଲା ପକାଇ ରଖିଥିବା ମଧ୍ୟ ଅଭି-ଯୋଗ କରିଛନ୍ତି ଲକ୍ଷ୍ମୀ। କିନ୍ତୁ ଏପଟେ ପୋ-ଲିସ ଆଉ ନୃସିଂହ ପ୍ରଧାନଙ୍କର ମା’ କହିଛନ୍ତି କି ଲକ୍ଷ୍ମୀ ନୃସିଂହଙ୍କ ଘରେ ଜୋରଜ-ବରଦସ୍ତ ପସିଛନ୍ତି। ତେବେ ବ୍ରହ୍ମପୁର SP କହିଛନ୍ତି କି ଯେହେତୁ ଲକ୍ଷ୍ମୀ ୨୦୨୧ ମସିହାରେ ନୃସିଂହଙ୍କ ବିରୋ-ଧରେ ଦୁ-ଷ୍କର୍ମ ମାମ-ଲା କୋର୍ଟରେ ବିଚା-ରଧୀନ ରହିଛି ତେଣୁ କୋର୍ଟର ନିଷ୍ପତ୍ତି ଅନୁସାରେ ହିଁ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର SP। ତେବେ ଜାଣିବାକୁ ବାକି ରହିଲା ଏ ଘ-ଟଣା ଆଗକୁ ଯାଇ କେଉଁ ମୋଡ଼ ନେଉଛି।