ଓଡ଼ିଶାରେ ବୁଲୁଥିବା ଆତ-ଙ୍କବାଦୀ ରଖିଛି ଗୋଟିଏ ନୁହେଁ କି ଦୁଇଟି ନୁହେଁ… ପୁରା ୭ ଟି ସ୍ତ୍ରୀ…ଗିରଫ ପରେ କାନ୍ଦୁଛନ୍ତି।
ଗୋଟେ କି ଦୁଇଟି ନୁହେଁ ସାତ ସାତଟି ସ୍ତ୍ରୀ ରଖିଛି ଓଡ଼ିଶାରେ ବୁଲୁଥିବା ଆତ-ଙ୍କବାଦୀ। ବନ୍ଧୁଗଣ ଯାହାକୁ ଆଜି SDF ଗିରଫ କରିଛି ସିଏ କୁଆଡେ ୬ ରୁ ୭ ଟା ସ୍ତ୍ରୀ ରଖିଛି। ଆଉ SDF କବ୍ଜାରେ ଯେତେବେଳେ ଆତ-ଙ୍କବାଦୀ ପଡିସାରିଛି ଠିକ ସେତିକିବେଳେ ଏବେ ୬ ରୁ ୭ଟି ସ୍ତ୍ରୀ କା-ନ୍ଦୁଥିବେ ବୋଲି ଲୋକେ କହୁଛନ୍ତି।
ବନ୍ଧୁଗଣ ବହୁରୂପୀ ଆତ-ଙ୍କବାଦୀ କେତେବେଳେ ଡାକ୍ତର ତ କେତେବେଳେ ଆର୍ମି ଅଫିସର ତ ଆଉ କେତେବେଳେ PM କାର୍ଯ୍ୟଳୟର କର୍ମଚାରୀ ବୋଲି କହୁଥିଲା। ଆଉ ଆଜି ତାକୁ SDF ମାଡି ବସିଛି। ବନ୍ଧୁଗଣ ଯେଉଁ ୭ ଜଣଙ୍କୁ ସେ ବାହା ହୋଇଛି ବିଭିନ୍ନ ରାଜ୍ୟର ଝିଅକୁ ସେ ବାହା ହୋଇଛି। କାଶ୍ମୀର ୟୁପି ମହାରାଷ୍ଟ୍ର ଓ ଓଡ଼ିଶାର ଝିଅଙ୍କୁ ବି ମଧ୍ୟ ବାହା ହୋଇଥିବା ଯାହା ଚର୍ଚ୍ଚା କରାଯାଉଛି।
ଆଉ ସବୁଠୁ ବଡ଼ କଥା ପାକିସ୍ତାନ ଲୋକଙ୍କ ସହ ବି ଏହାର ଲିଙ୍କ ରହିଛି। ବିଭିନ୍ନ ୱେବସାଇଟ ଓ ଆପରେ ଝିଅ ମାନଙ୍କୁ ଭଲ ପାଇ ଫସାଉଥିଲା ଆଉ ୬ ରୁ ୭ଟି ସ୍ତ୍ରୀ ରଖିଥିଲା। ଆଉ ଆତ-ଙ୍କବାଦୀ ଆଜି ଗି-ରଫ ହେବା ପରେ ଏ ୬ ରୁ ୭ ଜଣ କରିବେ କଣ ଲୋକେ ପ୍ରଶ୍ନ କଲେଣି। ବିଭିନ୍ନ ୱେବସାଇଟ ଓ ଆପରେ ଝିଅ ମାନଙ୍କୁ ଭଲ ପାଇ ଫସାଉଥିଲା।
ବନ୍ଧୁଗଣ କାଶ୍ମୀର ପୋଲି-ସର ମୋଷ୍ଟୱା-ଣ୍ଟେଣ୍ଡ ତାଲିକାରେ ଥିଲା ଏହି ଆତ-ଙ୍କବାଦୀର ନାଁ। ଯାହାର ନାମ ହେଉଛି ସହେଦ ଇସାନ ବୁଖାରି। ବନ୍ଧୁଗଣ ବହୁମୁଖୀ ବୁଖାରି ବୋଲି ଲୋକେ ଏବେ ଡାକିଲେଣି। କାରଣ ଏ ବୁଖାରିର ଅନେକ ଗୁଡିଏ ମୁଖା ଏବେ ଭାଇରାଲ ହେଉଛି। କେତେବେଳେ ଡାକ୍ତର ବେଳର ମୁଖା ତ ଆଉ କେତେବେଳେ ଆର୍ମି ଅଫିସରର ମୁଖା ତ ଆଉ କେତେବେଳେ PM ଅଫିସର କର୍ମଚାରୀର ମୁଖା ଅର୍ଥାତ ବହୁମୁଖୀ ବୁଖାରି ବୋଲି ସମସ୍ତେ ଚର୍ଚ୍ଚା କହୁଛନ୍ତି।
ବହୁମୁଖୀ ବୁଖାରି ବହୁ ମୁଖା ବଦଳାଇ ବହୁ ଯୁବତୀଙ୍କୁ ବାହା ହୋଇଛି। ବନ୍ଧୁଗଣ ୬ ରୁ ୭ଟି ସ୍ତ୍ରୀ ରଖିଛି ଏହି ଆତ-ଙ୍କବାଦୀ ଯାହାର ନାମ ହେଉଛି ଶହେଦ ଇସାନ ବୁଖାରି। ଯାହାର ପାଳିସ୍ତାନ ଲିଙ୍କ ଥିବା ମଧ୍ୟ ଜଣାପଡିଛି। ଯାହାକୁ ଓଡ଼ିଶାରେ ଗି-ରଫ କରାଯାଇଛି।
ଓଡ଼ିଶାରେ କାଶ୍ମୀର ଆତ-ଙ୍କବାଦୀ। କାଶ୍ମୀର ପୋଲିସର ମୋଷ୍ଟୱା-ଣ୍ଟେଣ୍ଡ ତାଲିକାରେ ଥିଲା ସହେଦ ଇସାନ ବୁଖାରିର ନାଁ। ଯାହାକୁ ଓଡ଼ିଶାରେ ଗି-ରଫ କରାଯାଇଛି। ବନ୍ଧୁଗଣ ଯାହା ସବୁଠୁ ବଡ଼ ଖବର। ଅଭି-ଯୁକ୍ତ ଆତ-ଙ୍କବାଦୀର ୬ ରୁ ୭ ଜଣ ସ୍ତ୍ରୀ ରହିଥିବା ଜଣା ପଡ଼ିଛି। ଆଉ ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାରେ ବି ସେ ବାହା ହୋଇଛି। କାଶ୍ମୀର ୟୁପି ମହାରାଷ୍ଟ୍ର ଏବଂ ଓଡ଼ିଶାରେ ସେ ବାହା ହୋଇ ସାରିଛି।
ସବୁଠୁ ବଡ଼ କଥା ହେଉଛି ପାକିସ୍ତାନ ଲୋକଙ୍କ ସହ ଏହି ଆତ-ଙ୍କବାଦୀର ଲିଙ୍କ ଥିଲା। ଯାହାକି କାଶ୍ମୀର ପୋଲି-ସର ମୋଷ୍ଟୱା-ଣ୍ଟେଣ୍ଡ ତାଲିକାରେ ବି ତା ନାଁ ଥିଲା ସହେଦ ଇସାନ ବୁଖାରି। ଯିଏ ଆସି ଓଡ଼ିଶାରେ ଲୁ-ଚିଥିଲା ଆଉ ଯାହାକୁ SDF ଧରିସାରିଛି। ବିଭିନ୍ନ ୱେବସାଇଟ ଓ ଆପ ମାଧ୍ୟମରେ ଝିଅଙ୍କୁ ଭଲ ପାଉଥିଲା।