ସାମ୍ନାକୁ ଆସିଲା ନବଜାତ ପଛର କାହାଣୀ। ୨ ଦିନର ନବଜାତକୁ ବୋରୱେଲ ଭିତରେ କାହିଁକି ଛାଡିଥିଲା ମା’।

ଆଜି ପ୍ରମାଣ ହୋଇଗଲା କିଛି ଗୋଟିଏ ଅଜବ ଶକ୍ତି ଏ ଦୁନିଆରେ ଅଛି। ଯିଏ। ନିରୀହ ଯିବ ମାନଙ୍କର ଯତ୍ନ ନେଉଛି। ନହେଲେ ୨ ଦିନର ନବଜାତ ଶିଶୁ କେମିତି ବଞ୍ଚିଗଲା। କୋଉଠି କୂଅ ଖୋଳିବାକୁ ଯାଇ ଭେଣ୍ଡା ଭେଣ୍ଡା ଲୋକଙ୍କର ଜୀବନ ଚାଲିଯାଉଛି କିନ୍ତୁ ଏ ୨ ଦିନର ନବଜାତ ଶିଶୁ ୬ ଇଞ୍ଚ ଲୁହା ପାଇପ ଭିତରେ କେମିତି ବଞ୍ଚି ଆସିଲା। ହେଲେ ଉଦ୍ଧା-ରକାରୀ ଟିମ ଓ ପ୍ରଶାସନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏ ଘ-ଟଣା। ବୋରୱେଲ ଭିତରେ କେମିତି କଇଁ କଇଁ ହୋଇ କାନ୍ଦିଥିଲା ନବଜାତ ଶିଶୁ। ସେହି ଶବ୍ଦକୁ କେହି ସହି ପାରୁନଥିଲେ। ଛାତି ଫାଟି ଯାଉଥିଲା। ସମସ୍ତେ ଜୀବନକୁ ପାଣି ଛଡ଼ାଇ ଦ୍ରୁତ ଗତିରେ କାର୍ଯ୍ୟକୁ ଆହୁରି ବଢ଼ାଇ ଦେଇଥିଲେ।

ତେବେ ୨ ଦିନ ତଳେ ମା ଜଣଙ୍କ ନା-ଭି ନାଡ଼ କା-ଟି ଶିଶୁଟିକୁ ଜନ୍ମ ଦେଇଥିଲା। ହେଲେ ଯେତେବେଳେ ଦେଖିଲା ପୁଅ ଜନ୍ମ ହୋଇନି ତା ପେଟରୁ ଝିଅ ଜନ୍ମ ହୋଇଛି ସେ ନେଇ ଜଙ୍ଗଲର ଏହି ବୋରୱେଲ ଭିତରେ ଫୋପାଡ଼ି ଦେଲା। କୁହାଯାଏ ରଖିଲେ ଶିବ ମା-ରିବ କିଏ। ଏହି ଘଂଚ ଜଙ୍ଗଲ ଭିତରେ କୁଆଁ କୁଆଁ କା-ନ୍ଦକୁ ବୋଧେ ଭଗବାନ ସହି ପାରିଲେନି। ଭଗବାନଙ୍କ କାନରେ ପଡିଥିଲା ଏହି ନବଜାତ ଶିଶୁଟିର ସେହି ବିକଟାଳ କା-ନ୍ଦର ଶବ୍ଦ। ୨ ଦିନର ଶିଶୁକୁ ହୁଏତ ଜୀବନ ବିଷୟରେ କିଛି ଜଣା ନାହିଁ। କିନ୍ତୁ ଏତିକି ଜାଣିଛି ସେ ଯେଉଁଠି ବି ଅଛି ସେଇଟା ତା ମା’ କୋଳ ନଥିଲା।

ଗୋଟେ ଲୁହା ପାଇପ ଭିତରେ ଶୀତ ଦିନେ କେମିତି ବା ରହିପାରିନଥାନ୍ତା। ଅସହ୍ୟ ଯନ୍ତ୍ର-ଣାକୁ ସହୁଥିଲା ୨ ଦିନର ନବଜାତ ଶିଶୁ। ଆଉ ସେ କା-ନ୍ଦକୁ ଯେମିତି ଭଗବାନ ବି ସହି ପାରୁନଥିଲେ। ସେ କା-ନ୍ଦ ଯାଇ ପାଖରେ ଯାଉଥିବା ଜଣଙ୍କ କାନରେ ପଡିଥିଲା। ଆଉ ଦୌଡ଼ି ଆସି ଦେଖିଥିଲେ ଏମିତି ବୋରୱେଲ ଭିତରେ ପଡି ରହିଛି। ଆଉ ଉଦ୍ଧା-ରକାରୀ ଦଳ ସହିତ ଯେତେବେଳେ ସମସ୍ତେ ଉ-ଦ୍ଧାର କାର୍ଯ୍ୟରେ ଲାଗିଲେ ସେତେବେଳେ କ୍ୟାମେରା ପଠାଗଲା ଆଉ ଜଣା ପଡିଲା ୨ ଦିନର ଶିଶୁ କେମିତି ଯନ୍ତ୍ର-ଣାରେ ଛଟପଟ ହେଉଛି ଏହି ବୋରୱେଲ ଭିତରେ।

କେହି ବିଶ୍ୱାସ କରିପାରୁନଥିଲେ ଏ ଦୁନିଆରେ କଣ ଏମିତି ବି ମା’ ଥିବ ନିଜର ଦୁଇ ଦିନର ନବଜାତ ଶିଶୁକୁ ଆଣି ଏଭଳି ବୋରୱେଲ ଭିତରେ ପକାଇ ଦେବ। ଆଉ ଜଙ୍ଗଲରେ ଏକା ଛାଡି ଦେଇ ଚାଲିଯିବ ମ-ରିବା ପାଇଁ। ମାର ଏଇ ନିଷ୍ଠୁର ପଣିଆକୁ ଭଗବାନ ବି ଜାଣିପାରିଲେ। ଆଉ ଆଶ୍ଚ-ର୍ଯ୍ୟଜନକ ଭାବେ ଆଜି ଜୀବିତ ଉ-ଦ୍ଧାର ହୋଇଛି ସେହି ନବଜାତ ଶିଶୁ କନ୍ୟା।

ଦୀର୍ଘ ସମୟର ଅପରେସନ ଶେଷ ହୋଇଥିଲା ଉ-ଦ୍ଧାର କାର୍ଯ୍ୟ। ୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ଅପରେସନ। ୨୦ ରୁ ୨୫ ଫୁଟ ତଳେ ଥିଲା ଶିଶୁ। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ନରିପାରି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରୱେଲ ଭିତରେ ଗୋଟେ ନବଜାତ ଶିଶୁକୁ କୁଆଡେ ମା ନେଇ ଫୋପାଡ଼ି ଦେଇଥିବା କଥା କୁହାଯାଉଛି। ଯାହାକୁ ନେଇ ପୋ-ଲିସ ଆହୁରି ତ-ଦନ୍ତ କରୁଛି। ପ୍ରକୃତରେ ଏ ଘ-ଟଣା ପଛରେ କଣ ରହିଛି ରହସ୍ୟ।

Leave a Reply

Your email address will not be published. Required fields are marked *