R15 ଆଣି ଆସିଲେ କଲେଜରେ ମୋତେ ଫସେଇ ଦେଲେ

ଯଦି ଆମ କଲେଜରେ କଉ ପିଲା ଆସେ ଯେମିତି ଇଏ ଆସିଲେ ୟାଙ୍କ ଚାରିପାଖରେ ସବୁ ଝିଅ ପିଲାମାନେ ଘେରି ଯାଆନ୍ତି। ଯେବେ ୟାଙ୍କୁ ମୁଁ ଫାଷ୍ଟ ଦେଖିଥିଲି ମୋ ସାଙ୍ଗ ମୋତେ ଚିହ୍ନେଇ ଦେଇଥିଲା । ଏ ଦେଖେ ତଳେ ଯେଉଁ ପିଲାଟା ଠିଆ ହେଇନି ଆର୍.ୱନ୍.ଫାଇଭ୍ ନେଇକି । ସେଇ ପିଲା ସାଇଟରେ କେତେ ଝିଅ ଘେରିକି ଅଛନ୍ତି ଦେଖୁଚୁ ତ। ତାପରେ ସେ ବି ମୋତେ ତାଙ୍କ ସାଙ୍ଗ ଥ୍ରୋରେ ଚିହ୍ନିଲେ। ମୁଁ ବି ମୋ ସାଙ୍ଗ ଥ୍ରୋରେ ୟାଙ୍କୁ ଚିହ୍ନିଲି। ତାପରେ ଧୀରେ ଧୀରେ ଆମେ କଥା ବାର୍ତ୍ତା ହେଲୁ। ଆନିବର୍ଷରୀରେ ସେ ମୋତେ ବ୍ରେଶ୍ଲେଟ ଦେଇଥିଲେ।

ମୋତେ କେବେବି ଗିଫ୍ଟ୍ ଦରକାର ନଥାଏ। ମୋତେ ଦରକାର ଥାଏ କି ସେ କେମିତି ମୋତେ ଗିଫ୍ଟ ଦେଇ ଖୁସି କରେଇବେ। ଦିନଟା ସାରା ସେ ମୋ ସହ ରହିବେ ଆଉ ମୋତେ ଖୁସି କରେଇବେ। ସେ ବି ସେଇୟା ଭାବନ୍ତି କି ସେ ବି ମୋତେ ଖୁସି କରଉ। ସେ ମୋତେ କହିଲେ କି ମୋତେ ତମେ କେବେ ଖୁସି କରେଇଚ। ତ ମୁଁ ଭାବିଲି କି ହଉ ଖୁସି କରିଦେବା ଆଉ। ସେଥିପାଇଁ ମୁଁ ଗୋଟେ ବୁକେ କିଣିଲି। ଗୋଟେ ପାର୍କକୁ ଡାକିଥିଲି ଯେ ଏଇଠିକି ଆସ ବୋଲି। ଇଏ ମୋର ସାଙ୍ଗ ଥିଲେ, ବେଷ୍ଟ ଫ୍ରେଣ୍ଡ୍ ଥିଲେ, ବୟ ଫ୍ରେଣ୍ଡ୍ ଥିଲେ ସବୁକିଛି। ସେ ମୋର ଗୋଟେ ବିଗ୍ ସପୋର୍ଟର୍।

ସେ ମୋ ଖୁସି ଟାଇମରେ ବି ସବୁବେଳେ ଅଛନ୍ତି ଆଉ ମୋ ଦୁଃଖ ଟାଇମରେ ବି ସବୁବେଳେ ଅଛନ୍ତି। ତାର ଫୋଲୋଆରସ୍ ବଢ଼ିଗଲା ତାକୁ ଦେଖି ମୁଁ ଜେଲସ୍ ହେବି ସେଇଟା କେବେବି ହବନି। ତ ସେଥିପାଇଁ ବୋଧ ହୁଏ ଲୋକମାନେ ଆମକୁ ଭଲ ପାଆନ୍ତି। ସେ କାହିଁକି ଏମିତି କଲା କି ମୁଁ କାହିଁକି ଏମିତି କଲିନି ସେଇଟା ମାଇଣ୍ଡରେ ହିଁ ଆସେନି। ଭିଡ଼ିଓଟା କେବଳ ଖୁସି ପାଇଁ କରାଯାଏ। ଆପଣ ମାନେ ବି ଏଣ୍ଟରଟେନମେଣ୍ଟ ହେବେ ଆଉ ଆମେ ବି ଏଣ୍ଟରଟେନମେଣ୍ଟ ହବୁ। ଆମ କ୍ୟାରିଅରରେ ଆମର ଖାଲି ସକ୍ସେସ୍ ପାଇବାର ଅଛି।

ସିଏ କିଛି କଥା ଗୋଟେ ଏକ୍ସପ୍ଲେନ୍ କରି ପାରନ୍ତିନି କିନ୍ତୁ ସବୁଆଡ଼େ ଖୋଲିକି କହିଦିଏ। ଥରେ ଗୋଟେ ସାଙ୍ଗ ସହ ମୁଁ ଯାଉଥିଲି ସେ ଗେଟ୍ ଭିତରକୁ ଏଣ୍ଟ୍ରି କଲେ ସେତେବେଳେ ଆମର ଦେଖା ହେଇଥିଲା। ଅଶ୍ୱିନୀଙ୍କ ପାଖରେ ଏତେ ଝିଅ ପିଲା ଥାଆନ୍ତି କାରଣ ସେ ସବୁବେଳେ ବାଇକ୍ ନେଇ ଆସନ୍ତି କଲେଜକୁ। ରେଲେସନରେ ରହିବାକୁ ହେଲେ ଗୋଟେ ରେସ୍ପୋନ୍ସିବିଲିଟି ଦରକାର। ରେସ୍ପୋନ୍ସିବିଲିଟିରେ ଖୁସିରେ ରହିବା ଦରକାର୍। ଆଉ ଜଣଙ୍କୁ ଖୁସିରେ ରହିବାକୁ ହେଲେ ପଇସା ଦରକାର।

ଜଣଙ୍କୁ କୁଆଡ଼େ ବୁଲେଇନେବା ପାଇଁ ବି ପଇସା ଦରକାର। ଖାଲି ଯଦି ସବୁବେଳେ କଥା ହଉଥିବି , କିଛି କାମ ଯଦି ନ କରିବି ପଇସା କୁଆଡୁ ଆସିବ। ମୋ ନନା ମୋତେ ସବୁବେଳେ ବୁଝାନ୍ତି କି ପିଲାଟା ବହୁତ୍ ଭଲ। ଆପଣ ମାନଙ୍କୁ ବହୁତ୍ ଧନ୍ୟବାଦ କି ଆପଣମାନେ ଆମକୁ ଏତେ ଭଲ ପାଇବା ଦେଇଛନ୍ତି। ନିହାତି ଭାବରେ ଆପଣ ମାନେ ଏହି ଦୁଇ ଜଣଙ୍କୁ ଆଶୀର୍ବାଦ ଦିଅନ୍ତୁ। ସେମାନେ ଯେଉଁ ପରିସ୍ଥିତିରେ ଅଛନ୍ତି , ଯେଉଁ ଭଳିଆ ସମସ୍ୟାରେ ଅଛନ୍ତି ତାକୁ ପାର୍ କରିକି ଆଗକୁ ଯାଆନ୍ତୁ।

Leave a Reply

Your email address will not be published. Required fields are marked *