ଓକିଲ ବେଶରେ ଅର୍ଚ୍ଚନା ନାଗ, ଧଳା ସାର୍ଟ ସାଙ୍ଗକୁ କଲା ବ୍ଲେଜର ପିନ୍ଦି ବିନା ଭୟରେ ପରୀକ୍ଷା ଦେବାକୁ ଗଲେ।
ଜେଲରୁ ବାହାରୁ ବାହାରୁ ରୂପରେ ପୁରା ପରିବର୍ତ୍ତନ। ଶାଢ଼ୀ ଚୁଡ଼ଦାର ଛାଡି ପୁରା କଳା ଧଳା ସୁଟରେ। ପୁରା ଫିଟଫାଟ ହୋଇ ସଙ୍ଗେ ସଙ୍ଗେ ଓକିଲ ଲୁକ। ମାନେ ଜେଲରୁ ବାହାରିଲେ ଓକିଲ ବନିଗଲେ। ଧଳା ସାଟ ସାଙ୍ଗକୁ କଳା ବ୍ଲେଜର। ଯେମିତି ଓକିଲମାନେ ପିନ୍ଧନ୍ତି ଠିକ ସେମିତି ପିନ୍ଧିଛନ୍ତି। ଅର୍ଚ୍ଚନା ନାଗ ବନି ଯାଇଛନ୍ତି ଆଡଭୋକେଟ ଅର୍ଚ୍ଚନା ନାଗ।
ହଁ ଆଜ୍ଞା ଦୀର୍ଘ ୧୪ ମାସ ପରେ ଝାଡ଼ପଡା ଜେ-ଲରୁ ବାହାରିଛନ୍ତି ଅର୍ଚ୍ଚନା। ଆଉ ଜେଲରୁ ବାହାରୁ ବାହାରୁ କ୍ୟାପଟେଲ ଲୋ କଲେଜରେ ଯାଇ ପିହଁଚି ଯାଇଛନ୍ତି ପରୀକ୍ଷା ଦେବା ପାଇଁ। ଆଉ ପରୀକ୍ଷା ଦେବା ପରେ ବନିଯିବେ ଆଡଭୋକେଟ ଅର୍ଚ୍ଚନା ନାଗ। ଟିକେ ଏଇ ଫୋଟଟିକୁ ଦେଖନ୍ତୁ ପୁରା ଓକିଲ ଡ୍ରେସରେ ନଜର ଆସିଛନ୍ତି ଅର୍ଚ୍ଚନା। କଳା ଧଳା ଡ୍ରେସ ପିନ୍ଧି ପରୀକ୍ଷା ହଲ ଭିତରକୁ ଯାଉଛନ୍ତି।
ଅର୍ଚ୍ଚନାଙ୍କୁ ଦେଖିଲେ ଲାଗୁଛି ଯେମିତି ବଡ଼ ବଡ଼ିଆ ଓକିଲ କାରରେ ଆସୁଛନ୍ତି ଆଉ କେସ ଲଢ଼ିବା ପାଇଁ ଯାଉଛନ୍ତି। ସ୍ବାମୀଙ୍କ ହାତ ଧରି ଯାଉଛନ୍ତି ପରୀକ୍ଷା ହଲ ଭିତରକୁ। ସବୁ ଛାତ୍ରଛାତ୍ରୀଙ୍କ ଭଳି ସେ ମଧ୍ୟ ପରୀକ୍ଷା ହଲରେ ବସିବେ। ପରୀକ୍ଷା ଦେବା ପାଇଁ ଅର୍ଚ୍ଚନା ତାଙ୍କ ପୁଅକୁ ଗାଡ଼ିରେ ଧରି ଆସିଥିଲେ। ତେବେ ଅର୍ଚ୍ଚନାଙ୍କ ଠାଣି ପୁରା ଓକିଲଙ୍କ ଭଳି ରହିଛି। କାହାକୁ ଭ-ୟ ନାହିଁ ମନରେ ପଶ୍ଚତାପ ବି ନାହିଁ। ଖାଲି ରହିଛି ପ୍ରତି-ଶୋଧର ନି-ଆଁ।
ଯେଉଁମାନେ ତାଙ୍କୁ ଫ-ସାଇଛନ୍ତି ସେମାନଙ୍କ ଠୁ ବଦଲା ନେବା ପାଇଁ ଚାହିଁ ରହିଛନ୍ତି ଅର୍ଚ୍ଚନା। ତେବେ ଅର୍ଚ୍ଚନାଙ୍କୁ ମୋଟ ୩ ଟି କେସରେ ହାଇକୋର୍ଟ ବେଲ ମଞ୍ଜୁରୀ ଦେଇଦେଇଛନ୍ତି। ସର୍ତ୍ତ ମୂଳ ବେଲ ଦେଇଛନ୍ତି ହାଇକୋର୍ଟ। ଭିଭିନ୍ନ ପ୍ରକାରର ସର୍ତ୍ତ ରହିଛି। ମୋବାଇଲ ଅଫ ନକରିବା ଠାରୁ ଆରମ୍ଭ କରି ରାଜ୍ୟ ନଛାଡିବା ପର୍ଯ୍ୟନ୍ତ।ଘରେ ପହଁଚିଲା ପରେ ମାଙ୍କ ହାତରୁ ମିଠା ଖାଇ ଗୃହ ପ୍ରବେଶ କରିଥିଲେ ଅର୍ଚ୍ଚନା। ତେବେ ଅର୍ଚ୍ଚନାଙ୍କର ମଙ୍ଗଳବାର ହେଉଛି ଶେଷ ଲୋ ପରୀକ୍ଷା। ଆଉ ଏହା ପରେ ତାଙ୍କୁ ଟିକେ ଶାନ୍ତିରେ ରଖିବା ପାଇଁ ପ୍ରାର୍ଥନା କରିଛନ୍ତି।