ମା’ର ଶ-ବକୁ ବର୍ଷେ ଲୁ-ଚାଇ ରଖିଲେ ୨ଝିଅ । ଖବର ପାଇ ପୋ-ଲିସ୍ ଆସିବାରୁ ଏମିତି କଲେ ଝିଅ ।

ମା’ର ଶ-ବକୁ ଘର ଭିତରେ ୧ ବର୍ଷ ଲୁ-ଚାଇ ରଖିଲେ ୨ ଝିଅ । ମା’କୁ ଜଗି ବସୁଥିଲେ ଆଉ ଘରର କବାଟ ଖୋଲୁ ନଥିଲେ । ପଚା ଶ-ବରୁ ଯେତେବେଳେ ପୋକ ବାହାରୁଥିଲା ସେ ପୋକକୁ ହାତରେ ଧରି ବାହାରେ ଫୋପାଡ଼ି ଦେଉଥିଲେ ଦୁଇ ଝିଅ । ଶବରୁ ଦୁର୍ଗନ୍ଧ ଆସିଲେ ଫିନାଇଲ୍ ପକାଇ ଘରକୁ ସଫା କରୁଥିଲେ । ଆଜ୍ଞା ହଁ ବନ୍ଧୁଗଣ ପ୍ରତିଟି ବିଚ୍ଛେଦ ଯ-ନ୍ତ୍ରଣା ଦାୟକ । ଦୁଇ ବର୍ଷ ତଳେ ବାପା ଘର ଛାଡ଼ି ଚାଲିଗଲେ । ଏହାର ବର୍ଷେ ପରେ ହଠାତ୍‌ ଦୁନିଆ ଛାଡ଼ିଦେଲେ ଅସୁସ୍ଥ ମା’ । ଘରେ ଦୁଇ ଝିଅ । କ’ଣ କରିବେ କିଛି ବୁଝି ପାରିଲେନି । ମା’ର ଅନ୍ତିମ ସଂ-ସ୍କାର କରିବାକୁ ବି ପାଖରେ ନଥିଲା ଟଙ୍କା।

ସେଥିପାଇଁ କାହାକୁ କିଛି ନ ଜଣାଇ ମା’ର ମୃ-ତଦେହକୁ ସାଇତି ରଖିବକୁା ନେଲେ ନିଷ୍ପତ୍ତି । ରେଜେଇ ତଳେ ଲୁ-ଚାଇ ରଖିଲେ ମା’ର ମୃ-ତଦେହ । ଦେଖୁ ଦେଖୁ ବର୍ଷେ ବିତିଗଲାb। ଏବେ ସାମ୍ନାକୁ ଆସିଛି ପୂରା ଘ-ଟଣା । ଶୁଣିବାକୁ ଫିଲ୍ମର କାହାଣୀ ଭଳି ଲାଗୁଥିଲେ ବି ଘ-ଟଣା ସତ । ୨୦୨୨ ଡିସେମ୍ବର ୮ ତାରିଖ । ଅସୁସ୍ଥତା ଯୋଗୁ ଉତ୍ତରପ୍ରଦେଶ ବାରାଣସୀର ୫୨ ବର୍ଷୀୟ ଉଷା ତ୍ରୀପାଠୀ ଆରପାରିକୁ ଚାଲି ଯାଇଥିଲେ ।

ମା’କୁ ହରାଇ ଭା-ଙ୍ଗି ପଡିଥିଲେ ଦୁଇ ଝିଅ ପଲ୍ଲବୀ (୨୭) ଓ ବୈଷ୍ଣବୀ (୧୮) । କ’ଣ କରିବେ କିଛି ବୁଝି ପାରିନଥିଲେ । ମା’ର ମୃତଦେହ ଆଗରେ ଦୀର୍ଘ ଘଣ୍ଟା ଧରି କା-ନ୍ଦ ବୋବାଳି ପକାଇଥିଲେ । ପାଖରେ ଟଙ୍କା ନଥିଲା । କିଭଳି କରିବେ ମା’ର ଅ-ନ୍ତିମ ସଂ-ସ୍କାର । ତାକୁ ନେଇ ଚିନ୍ତାରେ ପଡିଯାଇଥିଲେ ଦୁଇ ଭଉଣୀ । ପରେ ମା’ର ମୃ-ତଦେ-ହକୁ ଘରେ ସାଇତି ରଖିବାକୁ ନିଷ୍ପତ୍ତି ନେଇଥିଲେ । ବର୍ଷେ କାଳ ଘରେ ତାଲା ପକାଇ ମା’ର ମୃ-ତଦେ-ହ ସହ ରହିଥିଲେ ଦୁଇ ଝିଅ । ମା’ର ମୃ-ତଦେ-ହକୁ ଯେପରି କେହି ଦେଖିବେନି ସେଥିପାଇଁ ରେଜେଇ ତଳେ ଲୁ-ଚାଇ ରଖିଥିଲେ ।

କେବଳ ସେତିକି ନୁହେଁ ମୃତଦେହରେ ପୋକ ଲାଗିବା ପରେ ହାତରେ ବାହାର କରି ନେଇ ଫିଙ୍ଗୁଥିଲେ । ଏଥିସହ ମୃ-ତଦେ-ହ ଦୁ-ର୍ଗନ୍ଧ ବାହାରିବାରୁ ଦୁଇ ଭଉଣୀ ଛାତ ଉପରେ ଯାଇ ଖାଉଥିଲେ । ପୁ-ଲିସ ଏନେଇ ଖୁଲାସା କରିଛି । ସେମାନଙ୍କର ପୀୟୁସିଙ୍କ ସ-ନ୍ଦେହ ହେବା ସେ ଥା-ନାରେ ଅଭି-ଯୋଗ କରିବା ପରେ ଲଙ୍କା ଥା-ନା ପୁ-ଲିସ କବାଟ ଭାଙ୍ଗି ଭିତରେ ପଶି‌ ଦେଖିଥିଲା ଘରେ ଥିବା ସେମାନଙ୍କ ମାଆଙ୍କ ଶ-ବ କ-ଙ୍କାଳ ‌ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *