ରାତି ଅଧରେ ଘରେ ପଶିଲେ ବ-ନ୍ଧୁକ ଦେଖାଇ ଚା ପିଇବାକୁ ମାଗିଲେ।

ଘରେ ପଶିଲେ ଫ୍ରିଜରୁ ମିଠା ଖୋଲି ଖାଇଲେ, ଚା ତିଆରି କରିବାକୁ ଘର ମାଲିକଙ୍କୁ ବ-ନ୍ଧୁକ ଦେଖାଇ ବାଧ୍ୟ କଲେ ଚୋର।ରାତି ପ୍ରାୟ ୧ ଟା ହେବ ହଠାତ ଗ୍ରୀଲ ପାଖରେ କିଛି ଶବ୍ଦ ଶୁଣିବାକୁ ପାଇଥିଲେ ପରିବାର ଲୋକେ। ଆଉ କେହି କିଛି ବୁଝିବା ପୂର୍ବରୁ ଗ୍ରୀଲ ଭାଙ୍ଗି ଘର ଭିତରକୁ ପଶି ଆସିଥିଲେ ୬ ଜଣ ଦୁ-ର୍ବୁତ୍ତ। ଘର ଲୋକ ସମସ୍ତେ ଶୋଇଥିବା ବେଳେ ତାଙ୍କୁ ଉଠାଇ ତାଙ୍କ ମୁଣ୍ଡରେ ବ-ନ୍ଧୁକ ଦେଖାଇ ଚା ବନେଇ ତାଙ୍କୁ ପିଆଇବା ପାଇଁ ବାଧ୍ୟ କରିଥିଲେ। ଦେହକୁ ଟିକେ ଫୁର୍ତୀ କରିବା ପାଇଁ କ୍ଷୀର ଚା ବନେଇ ତାଙ୍କୁ ଦେବା ପାଇଁ ବ-ନ୍ଧୁକ ଦେଖାଇ ବାଧ୍ୟ କରିଥିଲେ ପରିବାର ଲୋକଙ୍କୁ। ଫ୍ରିଜରୁ ମିଠା ଖୋଲି ଖାଇଥିଲେ ୬ ଜଣ ଦୁ-ର୍ବୁତ୍ତ। ଘରେ କଳା କନା ବନେଇ ଦେଇଥିଲେ ଏଇ ଦୁ-ର୍ବୁତ୍ତ ମାନେ।

ହଁ ଗଆଜ୍ଞା କଥାଟି ପଢି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ବାସ୍ତବରେ ଏହା ହେଉଛି ପ୍ରକୃତ ଘ-ଟଣା। ଗତ କାଲି ରାତି ଗୋଟାଏ ବେଳେ ଏଭଳି ଏକ ଘ-ଟଣା ଘଟି ଯାଇଛି। ଆନନ୍ଦପୁର ଉପଖଣ୍ଡ ନନ୍ଦି ପଦା ଥା-ନା ଅନ୍ତର୍ଗତ ଟୁକୁଣା ଗାଁରେ ଏଭଳି ଏକ ଅଜବ ଘ-ଟଣା ଘଟି ଯାଇଛି। ୬ ଜଣ ଡ଼କାୟତ ଘର ମାଲିକଙ୍କ ମଥାରେ ବ-ନ୍ଧୁକ ଦେଖାଇ ଲୁ-ଟି ନେଇଛନ୍ତି ୧୫ ଲକ୍ଷରୁ ଉର୍ଦ୍ଧ୍ବ ସୁନା ରୁପା ଗହଣା।

ଘଟ-ଣାଟି ଘଟିଛି ଗତ କାଲି ବିଳମ୍ବିତ ରାତିରେ। ଗାଁର ପବିତ୍ର ଦାସ ଜଣେ ସୁନା ଦୁକାନି ହୋଇଥିବା ବେଳେ ଭତାଙ୍କର ଛେନାପତି ଛକରେ ଏକ ଗହଣା ଦୋକାନ ରହିଛି। ଗତ କାଲି ରାତି ଗୋଟାଏ ବେଳେ ଡ଼କା-ୟତମାନେ ଗ୍ରୀଲ କାଟି ଘର ଭିତରକୁ ପଶି ଆସିଥିଲେ।

ଏହା ପରେ ପବିତ୍ର ତାଙ୍କ ସ୍ତ୍ରୀ ଓ ପୁଅଙ୍କ ବେକରେ ବ-ନ୍ଧୁକ ଭୁଜାଲି ଦେଖାଇ ୨୦୦ ଗ୍ରାମର ସୁନା ଓ ୭ କିଲୋରୁ ଉର୍ଦ୍ଧ୍ବ ରୁପା ଅଳଙ୍କାର ଆଦି ଲୁ-ଟି ନେଇଛନ୍ତି। ଏପରିକି ଘରୁ ଏଲ ଏଲଏଡି ନେବା ସହିତ ଫ୍ରିଜରୁ ମିଠା ଖୋଲି ଖାଇବା ସହିତ ତାଙ୍କୁ ଚା ବନେଇ ଦେବା ପାଇଁ ପବିତ୍ର ଦାସଙ୍କ ସ୍ତ୍ରୀଙ୍କୁ ବାଧ୍ୟ କରିଥିଲେ ଏଇ ଡ଼କା-ୟତ ମାନେ।

ଗତ ୧୩ ବର୍ଷ ତଳେ ପବିତ୍ର ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ନିସଙ୍ଗପୁର ନିକଟରେ ତାଙ୍କୁ ମର-ଣାତ୍ମକ ଆକ୍ର-ମଣ କରି ତାଙ୍କର ୧୭ ଲକ୍ଷ ଟଙ୍କାର ଗହଣା ଲୁ-ଟି ନେଇଥିଲେ ଦୁ-ର୍ବୁତ୍ତ। ଆଉ ଗତ କାଲି ଦୁ-ର୍ବୁତ୍ତ ମାନେ ସିଧା ଆସି ଘରେ ପଶି ସବୁ କିଛି ଲୁ-ଟି ନେଇ କଳାକନା ବନେଇ ଦେଇଛନ୍ତି।ଏନେଇ ଖବର ପାଇ ଆଜି ସକାଳେ ନନ୍ଦିପଦା ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ତ-ଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *