ମୃ-ତ୍ୟୁ ପୂର୍ବରୁ ସ୍ୱାମୀର ଶେଷ କଲ।
ବିବାହକୁ ପୁରିନି ୨ ବର୍ଷ, ଆଉ ସ୍ତ୍ରୀକୁ ଫୋନ କରି କହିଲେ ଘରକୁ ଫେରୁଛି ଆଉ ଘରକୁ ଫେରିଥିଲେ ହେଲେ…।ବିବାହକୁ ୨ ବର୍ଷ ନପୁରୁଣୁରୁ ସବୁଦିନ ପାଇଁ ସ୍ତ୍ରୀ ମଥାରୁ ସିନ୍ଦୁର ଲିଭିଗଲା। ବିବାହର କିଛି ମାସ ପରେ ଘଟିଲା ଏଭଳି ଅଘ-ଟଣ। ଆଉ ତାହାରି ଭିତରେ ତାଙ୍କର ଗୋଟିଏ ଛୋଟିଆ ପୁଅଟିଏ ମଧ୍ୟ ହୋଇଛି। ତାକୁ ନେଇ ହସ ଖୁସିରେ ଚାଲିଥିଲା ସୁନାର ସଂସାର। ଆଜି ଯେମିତି ତାଙ୍କର ହସ ଖୁସିରେ କାହାର ନଜର ଲାଗିଯାଇଛି। ହସ ଖୁସିର ସଂସାର ଭିତରେ ଯେମିତି ଦୁଃ-ଖର ପାହାଡ଼ ଖସି ପଡିଛି। ସବୁଦିନ ପାଇଁ ଅଲବିଦା କହିଦେଲେ ସର୍ବେଶ୍ୱର।
ହଁ ଆଜ୍ଞା ଘରର ରୋଜଗାରିଆ ମଣିଷଟା ଆଜି ନିଘଡ଼ ନିଦରେ ସୋଇଯାଇଛି। ଆଉ ସେଇ ଦିନର ଦୁର୍ଘ-ଟଣା ପରେ ଏ ମାୟା ମୋହ ସଂସାରରୁ ସାଙ୍ଗ ସାଥି ଆଉ ସମସ୍ତ ପରିବାର ଵର୍ଗଙ୍କୁ ଛାଡି ଏକ ଅଫେରା ରାଇଜକୁ ଚାଲିଯାଇଛନ୍ତି ସର୍ବେଶ୍ୱର। ଆଉ ଯେତେ ଡାକିଲେବି ସେ ଆଉ କାହାରି କଥା ଶୁଣିବେନି ବି ଯେତେ ଡାକିଲେ ବି ସେ ଆଉ ନିଦରୁ ଉଠିବେନି।
ବାହାର ଦେଶକୁ କାମ କରିବା ପାଇଁ ଯାଇଥିଲେ ସର୍ବେଶ୍ୱର। ଆଉ ଦୀର୍ଘଦିନର ବ୍ୟବଧାନ ପରେ ଘରକୁ ଫେରୁଥିଲେ ଆଉ ଏଥିପାଇଁ ପରିବାରର ସମସ୍ତଙ୍କ ମୁହଁରେ ଖୁସି ଭରି ଯାଇଥିଲା। ହେଲେ କିଏ ବା ଜାଣିଥିଲା ସର୍ବେଶ୍ୱରଙ୍କ ସହ ଏଭଳି ଅଘ-ଟଣ ଘଟିବ ବୋଲି।ଘରେ ପହଞ୍ଚିବାକୁ ଆଉ କିଛି ବାଟର ବ୍ୟବଧାନ ଥିଲା। କିନ୍ତୁ ସେ ଆଉ ଘରେ ପହଂଚି ପାରିଲେନି।ଆଜ୍ଞା ହଁ ଅଧା ବାଟରେ ଜଗି ବସିଥିଲା ଯମ, ଆଉ ନେଇଗଲା ସର୍ବେଶ୍ୱରଙ୍କ ଜୀବନ। ମୟୁରଭଞ୍ଜ ଗୋପବନ୍ଧୁ ନଗର ତେନ୍ତୁଳିଆ ଚଡଗଡ଼ି ନିକଟରେ ଏକ ମର୍ମନ୍ତକ ସଡ଼କ ଦୁର୍ଘ-ଟଣାରେ ସର୍ବେଶ୍ୱରଙ୍କ ଜୀବନ ଚାଲିଗଲା।
ସୂଚନା ଅନୁସାରେ ଏକ ଅଜଣା ବାଇକ ତାଙ୍କ ପାଇଁ କାଳ ସାଜିଲା। ଘରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ଥିଲା। ସେଥିପାଇଁ ସ୍ତ୍ରୀକୁ ଫୋନ କରି କହିଥିଲେ କି ତମେ ଖାଇବା ବାଢ଼ି ରଖିଥାଅ, ମୁଁ ଗଲେ ଖାଇବି ଏ କେଇ ପଦ କଥା ଥିଲା ସ୍ତ୍ରୀ ଲୀଳାବତୀ ସହିତ ସ୍ୱାମୀ ସର୍ବେଶ୍ୱରଙ୍କର ଶେଷ କଥା।ସନ୍ଧ୍ୟା ବେଳେ ସର୍ବେଶ୍ୱର ଘରକୁ ଫେରୁଥିବା ସମୟରେ ଘଟିଗଲା ଏକ ମର୍ମତନ୍ତକ ସଡ଼କ ଦୁର୍ଘ-ଟଣା। ଆଉ ଯେଉଁ ଦୁର୍ଘ-ଟଣାରେ ସବୁଦିନ ପାଇଁ ଆଖି ବୁଜିଦେଲେ ସର୍ବେଶ୍ୱର।
ହଁ ଅଜ୍ଞ ଦୁର୍ଘ-ଟଣା ଗସ୍ତ ପରିବାର ଟା ଆଜି ପୁରା ନିଶହାୟ ପଡିଛି। ଗରିବ ପରିବାରଟିଏ। ପରିବାର କହିଲେ ମା’ ଛୋଟିଆ ପୁଅ ଆଉ ସ୍ୱାମୀ ୩ ପ୍ରାଣୀକୁ ନେଇ ଏଇ ପରିବାରଟି ଚଳେ ହେଲେ କିଏ ବା ଜାଣିଥିଲା ଯୁବକଙ୍କ ସହିତ ଏଭଳି ଅଘ-ଟଣ ଘଟିଯିବ ବୋଲି। ସୁନାର ସଂସାର ଏବେ ଉଜୁଡି ଗଲା। ସ୍ତ୍ରୀ ମଥାରୁ ସବୁଦିନ ପାଇଁ ଲିଭିଗଲା ସିନ୍ଦୁର। ଛୋଟିଆ ପୁଅଟା ଏବେ ବାପ ଛେଉଣ୍ଡ ହୋଇଗଲା। ସ୍ୱାମୀର ଏଭଳି ମୃ-ତ୍ୟୁରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି।