ଜଣା ପଡିଲା ସ୍ତ୍ରୀ ଝିଅ ପାଖରେ କେମିତି ଛାଡିଥିଲା ନାଗସାପ । ୬ଜଣ ସାପୁଆଙ୍କୁ ପଚାରିଥିଲେ ଓ ଆଣିଥିଲା ଗୋଟେ ନୂଆ ସିମ I

କବିସୂର୍ଯ୍ୟନଗରରେ ଛାତିଥରା ଘ-ଟଣା । ନିଜ ସ୍ତ୍ରୀ ଓ ଜନ୍ମକଲା ଝିଅକୁ ସାପ ଚୋ-ଟରେ ମା-ରିଦେଲା ଜ-ହ୍ଲାଦ । ହ-ତ୍ୟାକା-ଣ୍ଡର ଏପରି ସାଂଘା-ତିକ ଷ-ଡ଼ଯ-ନ୍ତ୍ର ବର୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି । କାହାଣୀଟି ଯେତିକି ଭ-ୟଙ୍କର, ସେତିକି ହୃଦୟ ବିଦାରକ । ଏବେ ମାନିଲା ଅଭି-ଯୁକ୍ତ ନାଗ ସାପରେ କେମିତି ମା-ରିଥିଲା । ସ୍ତ୍ରୀ ଓ ଝିଅକୁ ମା-ରିବାକୁ ୩ ମାସ ଆଗରୁ କରିଥିଲା ପ୍ଲାନ୍ ।

ଆଉ ହତ୍ୟା ପରେ ନ ଧରା ପଡ଼ିବାକୁ କିଣିଥିଲା ନୂଆ ସିମ୍ । ନାଗସାପ ପାଇଁ ୬ ଜଣ ସାପୁଆଙ୍କୁ କରିଥିଲା ଯୋଗାଯୋଗ । ତେବେ ଗଂଜାମ ଜିଲ୍ଲାରେ ପାଲଟିଛି ଚର୍ଚ୍ଚିତ ଘ-ଟଣା । ପତ୍ନୀ ଓ ଦୁଇ ବର୍ଷର ଶିଶୁ କନ୍ୟା ଘରେ ଶୋଇଥିବା ବେଳେ ବିଷ-ଧର ନାଗ ସାପ ଛାଡି ହ-ତ୍ୟା କରିିଥିବା ଅଭି-ଯୋଗରେ ଗି-ରଫ ହୋଇଛି ଅଭିଯୁକ୍ତ କେ. ଗଣେଶପାତ୍ର । ଏଥି ସହିତ ଧୀରେ ଧୀରେ ଫିଟୁଛି ଗୁମର ଆଉ କିଭଳି ହ-ତ୍ୟାର ଷ-ଡ଼ଯ-ନ୍ତ୍ର କରିଥିଲା ସେ ରହସ୍ୟ ଉପରୁ ପରଦା । ତେବେ ବର୍ତମାନ ଏହି ଘ-ଟଣା ସମାଜରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ସାପର ବେଆ-ଇନ କାରବାରକୁ ନେଇ ଚିନ୍ତା ପ୍ରକଟ କରିଛି ।ଏପରି ଅପ-ରାଧ ଘଟାଇବା ପାଇଁ ୩ ମାସ ପୂର୍ବରୁ ହୋଇଥିଲା ପ୍ପାନିଂ ।

ସପ୍ତାହେ ପୂର୍ବରୁ ଅଭି-ଯୁକ୍ତ ଗଣେଶ ନୂଆ ସିମ୍ କିଣିଥିଲା । ଏହାପରେ ଅନେକ ସାପୁଆ କେଳାଙ୍କୁ ଯୋଗାଯୋଗ କରିଥିଲା ପାଖାପାଖି ୬ଜଣ ସାପୁଆ କେଳାଙ୍କ ସହ କଥା ହୋଇଥିଲା ଏବଂ କେବଳ ସେଇ ଗୋଟାଏ ସିମରୁ ହିଁ । ଅଭି-ଯୁକ୍ତର କଲ ଡିଟେଲ୍ସ ରେ-କର୍ଡ ଆସିବା ପରେ ପୋ-ଲିସ ଏହି ସୂଚନା ଦେଇଛି । ପୁ-ଲିସ ତଦ-ନ୍ତରୁ ଜାଣିବାକୁ ପାଇଛି ଯେ କବିସୂର୍ଯ୍ୟନଗର ଥା-ନା ଅଧିନ ଅଧେଇବାଡ଼ା ଗ୍ରାମର କେ. ଗଣେଶ ନାମକ ଜଣେ ପ୍ରବାସୀ ଶ୍ରମିକ ତାଙ୍କ ପତ୍ନୀ କେ. ବାସନ୍ତୀ ପାତ୍ର ଏବଂ ତାଙ୍କ ଦୁଇ ବର୍ଷର ଝିଅଙ୍କୁ ହ-ତ୍ୟା କରିଛନ୍ତି ।

ପୁଲିସ ପ୍ରଥମେ ସାପ କା-ମୁଡ଼ା ମୃ-ତ୍ୟୁ ମାମ-ଲା ରୁ-ଜୁ କରିଥିବା ବେଳେ ପରେ ଏହା ଏକ ହ-ତ୍ୟାକା-ଣ୍ଡ ବୋଲି ଜଣାପଡ଼ିବା ପରେ ତଦ-ନ୍ତରୁ ଜଣାପଡ଼ିଥିଲା ଯେ ଗଣେଶ ହିଁ ନିଜ ସ୍ତ୍ରୀ ଓ ଝିଅକୁ ମା-ରିବା ପାଇଁ ଏହି ସାପକୁ ବ୍ୟବହାର କରିଥିଲା । ନଭେମ୍ବର ୨୩ ତାରିଖରେ ଗଣେଶଙ୍କୁ ଗି-ରଫ କରାଯାଇଥିଲା । ଅନ୍ୟ ପକ୍ଷରେ ସାପ ବ୍ୟବସାୟରେ ଲିପ୍ତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋ-ଧରେ ଆ-ଇନ ଅନୁଯାୟୀ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *