ସ୍ୱାମୀ ସହ ଜୁଇରେ ଶୋଇ ଜ-ଳିଲା ସ୍ତ୍ରୀ।
ସ୍ୱାମୀ ସହ ସ୍ତ୍ରୀ ନେଇଥିଲା ଶ-ପଥ। ବାହା ମଣ୍ଡପରେ ଯେମିତି ବସିଥିଲେ ଆଜି ସେମିତି ଗୋଟିଏ ମଶା-ଣୀରେ ସ୍ୱାମୀ ସ୍ତ୍ରୀ।ସ୍ୱାମୀର ବିୟୋ-ଗକୁ ସହି ପାରିଲାନି ସ୍ତ୍ରୀ। ଆଉ ସ୍ୱାମୀର ପଛେ ପଛେ ସେହି ମଶା-ଣୀରେ ଚାଲିଗଲା ସ୍ତ୍ରୀ। ଜୁଇ ସଜା ଯାଇଛି।ଆଉ ଜୁ-ଇର ଚାରିପଟେ ସ୍ୱାମୀ ସ୍ତ୍ରୀର ମ-ଲା ଶରୀରକୁ ଧରି କରୁଛନ୍ତି ଅ-ନ୍ତିମ ସଂସ୍କାର।ହଁ ଆଜ୍ଞା ଆଜି ଯେଉଁ ବ୍ୟକ୍ତି କାନ୍ଧ ଦେଇଛି ତା ଆଖିରେ ବି ଲୁ-ହ। ଗୋଟିଏ ସ୍ୱାମୀ ପଛେ ପଛେ ଏମିତି କେମିତି ବା ସ୍ତ୍ରୀର ଜୀବନ ଚାଲିଗଲା। ପାଖରେ ନିଜ ସ୍ୱାମୀର ମୃ-ତ ଶରୀରକୁ ଦେଖି ସହିପାରିଲାନି ସ୍ତ୍ରୀ। ଶେଷରେ ଗୋଟିଏ ଜୁଇରେ ଜ-ଳୁଛି ଏବେ ସ୍ୱାମୀ ସ୍ତ୍ରୀଙ୍କ ମ-ରା ଶରୀର।
ଝିଅଙ୍କ କହିବା କଥା ଅନୁଯାୟୀ ବାପା ଶୋଇ ଥିଲେ। ଶୋଇବା ସମୟରେ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା। ଏହା ପରେ ମା’ ବାପାଙ୍କର ମୃ-ତ୍ୟୁକୁ ସହି ପାରିଲାନାହିଁ ଏହାପରେ ମାଲକାନଗିରି ହେଡକୁଆଟରେ ଭର୍ତି ହୋଇଗଲେ। ଏହା ପରେ ମା’ ଆଉ ଝିଅ ପୁଣି ଥରେ ଓଟ ଭଡା କରି ଘରକୁ ଆସିଲେ। ମା’ ବାପାଙ୍କ ଗୋଡ଼ ଧରି ମୁଣ୍ଡିଆ ମା-ରିଲା ଆଉ କହିଲା ମୋତେ ଏକା ଛାଡି କେମିତି ଚାଲିଗଲା। ମୁଁ ତୁମ ବିନା କେମିତି ବଞ୍ଚିବି ଏତିକି କହି ମା’ ଜଣଙ୍କ ଗୁରୁ-ତ୍ୱର ହୋଇଗଲେ। ଏହା ପରେ ଝିଅ ମା’କୁ ମେଡିକାଲରେ ଭର୍ତି କଲେ ସେଠାରୁ ରେ-ଫର କରିଦେଲେ ହେଡକୁଆଟରକୁ ସେଠାକୁ ଯିବା ବେଳକୁ ମା ଆଉ ନଥିଲା ମରି ଯାଇଥିଲା। ଡକ୍ଟର ଘୋଷଣା କରିଥିଲେ କି ମାକୁ ହାର୍ଟଆଟାକ ହୋଇଯାଇଛି।
ଏହି ଘଟ-ଣାଟି ହେଉଛି ଉପାନ୍ତ ଜିଲ୍ଲା ମାଲକାନଗିରିର ବାଲିମେଳା ଏନ ଏଇ ସି ର ଅନ୍ତର୍ଗତ ୱାର୍ଡ ନମ୍ବର ୧୨ କଥା। ଦିନେ ସାତ ଜନ୍ମର ସାଥି ହୋଇ ବାହା ହୋଇଥିଲେ। ସାତ ଜନ୍ମ ପାଇଁ ସାଥିରେ ରହିବାକୁ ଉଭୟ ପରସ୍ପରକୁ କଥା ଦେଇଥିଲେ। ସାଥି ହୋଇ ବଞ୍ଚିବା ସାଥି ହୋଇ ମ-ରିବା ବୋଲି ଶପଥ ନେଇଥିଲେ। ଏହିପରି ଭାବରେ ସେହି ମଣ୍ଡପର ହୋମରେ ସେମାନେ ଶ-ପଥ ନେଇଥିଲେ। ଆଜି ସତକୁ ସତ ସାଥି ହୋଇ ବଞ୍ଚିଲେ ଆଉ ସାଥି ହୋଇ ମ-ରିଗଲେ।
ଯେତେବେଳେ ନିଜର ଆଉ ଆପଣାର ସତ୍ୟଵାନ ସ୍ୱାମୀକୁ ଏଭଳି ଆଖି ଆଗରେ ମୃ-ତ ଅବସ୍ଥାରେ ଦେଖିଛି ସ୍ତ୍ରୀ ଆଉ ସହି ପାରିନି। ଦେହ ଭିତରଟା କେମିତି କେମିତି ହୋଇଗଲା। ଆଉ ସ୍ତ୍ରୀ ମଧ୍ୟ ସେଇଠାରେ ଆଖି ବୁଜି ଦେଲା। ଯେମିତି ସ୍ୱାମୀ ବି ଡାକିନେଲା ସ୍ତ୍ରୀକୁ ଆସେ ଉପରେ ମଧ୍ୟ ଆମେ ସାଥି ହୋଇ ରହିବା।ହରିକୁଦିପ ନାମକ ଜଣେ ଦିନ ମଜୁରିଆ ଯିଏକି ଉୱାଡ଼ ନମ୍ବର ୧୨ ରେ ରହୁଥିଲେ। ସ୍ତ୍ରୀ କମଳାଙ୍କ ସହିତ ୩ ଟି ସନ୍ତାନକୁ ନେଇ ହସ ଖୁସିରେ ରହୁଥିଲେ। କିନ୍ତୁ ଦୀର୍ଘଦିନ ଧରି ଏଇ ଗରିବ ପରିବାରରେ ଏକ ମାତ୍ର ରୋଜଗାରିଆ ହରିକୁଦିପଙ୍କର ହୃ-ଦଘା-ତ ହୋଇଥିଲା ସେତେବେଳେ ତାଙ୍କର ପରଲୋକ ହୋଇଥିଲା। କିନ୍ତୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅତୁଟ ଭଲ ପାଇବା ଥିଲା।
ସ୍ତ୍ରୀ କମଳା ସ୍ବାମୀଙ୍କ ମୃ-ତ୍ୟୁ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ସ୍ବାମୀଙ୍କ ମୃ-ତ ଦେହ ଘରକୁ ଆସିବା ପରେ ସ୍ତ୍ରୀ କମଳା ସ୍ବାମୀଙ୍କ ମୃ-ତ ଦେହକୁ ଧରି ବାହୁନି ବାହୁନି କା-ନ୍ଦୁଥିଲେ। ଆଉ ସେହି ସମୟରେ ସେ ଅ-ଚେତ ହୋଇ ପଡିଗଲେ। ଅ-ଚେତ ହେବା ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା ସେଠାରେ ଡାକ୍ତର କମଳାଙ୍କୁ ମୃ-ତ ଘୋଷଣା କରିଥିଲେ।ଏହାପରେ ସ୍ୱାମୀ ସ୍ତ୍ରୀଙ୍କର ମଶା-ଣୀରେ ଗୋଟିଏ ଜୁ-ଇରେ ଜ-ଳୁଛି ଜୁଇ।