ଛୁଆକୁ କ୍ଷୀର ପିଆଇ ଜୀବନ ହାରିଦେଲା ମା’।
ଛୁଆକୁ ଖୁଆଇ ନିଜେ ପର ହୋଇଗଲା ମା’। ପିଲାର କାନ୍ଦ ନଶୁଣିବା ପାଇଁ ଟିଭି ସାଉଣ୍ଟକୁ ଜୋରରେ ଦେଇ….।ଛୁଆକୁ କ୍ଷୀର ପିଆଇଲା ଆଉ ଜୀବନ ହାରିଦେଲା ମା’। ଗୋଡ଼ ତଳେ ଶୁଆଇ ମା’ ଜଣଙ୍କ ଏମିତି କଲା। କା-ନ୍ଦୁଥିଲା ଛୁଆ ହେଲେ ଶ-ବ ପାଲଟି ଗଲା ମା’। ଛୁଆକୁ କ୍ଷୀର ପିଆଇଲା ଛୁଆର ଭୋକ ମେଣ୍ଟି ଗଲା ପରେ ତାକୁ ନିଜର ଗୋଡ଼ ତଳେ ଶୁଆଇ ଜୀବନ ହାରିଦେଲା ମା’। ଛୁଆ କାନ୍ଦୁଥିଲେ ସୁଧା ମା’ ଉପରେ କିଛି ବି ଫରକ ପଡୁନଥିଲା। ତାପରେ ନିଜ ସନ୍ତାନକୁ ଛାଡି ସବୁଦିନ ପାଇଁ ଆର ପାରିକୁ ଚାଲିଗଲେ ଏଇ ମା’ ଜଣଙ୍କ।
ହଁ ଆଜ୍ଞା ୭ ମାସର ସନ୍ତାନକୁ କ୍ଷୀର ପିଆଇବା ପରେ ଜଣେ ମା’ ଜୀବନ ହାରି ଦେଇଛନ୍ତି। ଏଭଳି କିଛି ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସାଇନ୍ସ ପାର୍କ ବସ୍ତିରେ। ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ମୃ-ତ ଦେହକୁ ଉଧାର କରିଛି।କୋଳରେ ଥିଲା ୭ ମାସର ଶିଶୁ ପୁତ୍ର। ଯାହାର ଏବେ ମା’ର ପ୍ରେମ ବହୁତ ଦରକାର। ମା’ର କ୍ଷୀର ବିନା ଯାହାର ବଞ୍ଚିବା ଅସମ୍ଭବ। ସେହି ସନ୍ତାନକୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି ଏଇ ମା’ ଜଣଙ୍କ।
ଏଇ ମହିଳାଙ୍କ ନାମ ହେଉଛି ଜାଗ୍ୟସିନୀ ଚାଲି। ଖବର ମୁତାବିକ ମୃ-ତ ମହିଳା ଜଣକ ଗୁଡି ଚନ୍ଦନପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ସବୁକିଛି ଠିକ ଚାଲିଥିଲା। ଉଭୟଙ୍କର ଗୋଟିଏ ଶିଶୁ ପୁତ୍ର ମଧ୍ୟ ଜନ୍ମ ହୋଇଥିଲା।ତେବେ ପୁଅକୁ ଯେତେବେଳେ ୭ ମାସ ହୋଇଥିଲା ସେତେବେଳେ ଶାଶୂ ଘରୁ କିଛି ସୁନା ଗହଣା ଚୋ-ରି ହୋଇଗଲା। ଯାହାକୁ ନେଇ ଶାଶୂ ଘର ଲୋକେ ବହୁ ଜାଗ୍ୟସିନୀଙ୍କ ଉପରେ ରା-ଗିଗଲେ। ଏମିତି ହେବା ପରେ ୧୦ ଦିନ ହେବ ବାପ ଘରକୁ ଚାଲି ଆସିଥିଲେ ବହୁ ଜାଗ୍ୟସିନୀ।
କିନ୍ତୁ ଗୁରୁବାର ଦିନ ସକାଳୁ ସକାଳୁ ରୋଷେଇ ସାରି ଜେଜେଙ୍କୁ ଖାଇବାକୁ ଦେଇ ନିଜ ଛୁଆକୁ ମଧ୍ୟ କ୍ଷୀର ପିଆଇ ଥିଲେ। ଆଉ ତାପରେ ଜୀବନ ହାରି ଦେଇଥିଲେ ମହିଳା ଜଣକ। ତେବେ ଛୁଆର କା-ନ୍ଦ ଶୁଣି କାଳେ ମା’ର ମନ ବଦଳିଯିବ ସେଥିପାଇଁ ଟିଭି ସାଉଣ୍ଟକୁ ଜୋରରେ ଦେଇଥିଲେ ଜାଗ୍ୟସିନୀ ଯେମିତି ତାଙ୍କୁ ତାଙ୍କର ପୁଅର କା-ନ୍ଦ ନଶୁଣା ଯିବ।ସେପଟେ ମା’କୁ ହରାଇଥିବା ଛୁଆ ଏବେ ମା’କୁ ଖୋଜୁଛି ଖାଉନାହିଁ କି ପିଉନାହିଁ। ଘରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।