ନିଜ ଡ୍ରାଇଭର ମ୍ୟାଡାମଙ୍କ ପାଖକୁ ଗଲା ଆଉ ନେହୁରା ହେଲା। ଯେତେବେଳେ ମ୍ୟାଡାମ ମାନିଲେନି ତାପରେ…..

ମହିଳା ଅଫିସରଙ୍କୁ ମାରିଦେଲା ଡ୍ରାଇଭର। ମା-ରିବା ପରେ ୨ ଶହ କିଲୋମିଟର ଦୂରକୁ ଚାଲି ଗଲା ଡ୍ରାଇଭର। ମହିଳା ଅଫିସରଙ୍କୁ ମାରି ଡ୍ରାଇଭର ପ୍ରତି-ଶୋଧ ନେଲା। ୫ ବର୍ଷର ଡ୍ରାଇଭର ପୁରା ଅଂଚଳକୁ ଦହଲାଇ ଦେଲା।ଡ୍ରାଇଭର ନିଜ ମ୍ୟାଡାଙ୍କ ପାଖକୁ ଗଲା ଆଉ ନେହୁରା ହେଲା।ମ୍ୟାଡାମ ଯେତେବେଳେ ସମସ୍ତ ନେହୁରାକୁ ଏଡେଇ ଦେଇଥିଲେ ସେତେବେଳେ ଚରମ ନିଷ୍ପତ୍ତି ନେଇଯାଇଥିଲା ଡ୍ରାଇଭର।

ଏହି ଘଟ-ଣାକୁ ନେଇ ପୁରା ଭାରତରେ ଏବେ ଚର୍ଚ୍ଚା ଜୋର ଧରିଛି। କାରଣ ଏହି ନୃ-ଶଂସ ଡ୍ରାଇଭର ଏମିତି କିଛି କା-ଣ୍ଡ ଭିଆଇ ଦେଇଛି ଯେ ଯାହା ସମସ୍ତଙ୍କୁ ବିଚଳିତ କରିଦେଇଛି।ସୂଚନା ମୁତାବକ ଏହି ମ୍ୟାଡାମ ଜଣଙ୍କ ହେଉଛନ୍ତି k.s ପ୍ରତିମା। ସେ ଖଣି ଏବଂ ଭୂ-ବିଜ୍ଞାନ ବିଭାଗର ମହିଳା ଅଧିକାରୀ ଅଟନ୍ତି।ଏ ଅଭି-ଯୁକ୍ତ ହେଉଛନ୍ତି ତାଙ୍କ ଡ୍ରାଇଭର କିରଣ।

ମହିଳା ଅଧିକାରୀ ପ୍ରତିମା କିରଣକୁ ଅନେକ ସମୟରେ ଗାଳି ଦେଉଥିଲେ। ନିକଟରେ ପ୍ରତିମା ତାଙ୍କୁ ଏକ ଦୁର୍ଘ-ଟଣା ପାଇଁ ଦାୟୀ କରିଥିଲେ ଏବଂ ତାଙ୍କୁ ଚାକିରୀରୁ ହଟେଇ ଦେଇଥିଲେ। ଦୀର୍ଘ ୨ ମାସ ହେବ ଚାକିରୀରୁ ବାହାର କରିଦିଆ ଯାଇଥିଲା। ଚାକିରୀରୁ କିରଣକୁ ବରଖାସ୍ତ କରିଦେବା ପରେ ସେ ଆର୍ଥିକ ଅସୁବିଧାର ସମୁଖୀନ ହେଲେ। ତାଙ୍କର ପତ୍ନୀ ମଧ୍ୟ ତାଙ୍କୁ ଛାଡି ତାଙ୍କ ବାପ ଘରକୁ ଚାଲିଗଲେ।

ଗତ ନଭେମ୍ବର ୨ ତାରିଖରେ ଡ୍ରାଇଭର କିରଣ ପ୍ରତିମାଙ୍କ ପାଖକୁ ଆସିଲେ ଆଉ ରାଙ୍କର ପୁନଃ ନିଯୁକ୍ତି ପାଇଁ ପ୍ରତିମାଙ୍କ ପାଖରେ ନେହୁରା ହୋଇଥିଲେ ହେଲେ ପ୍ରତିମା ଡ୍ରାଇଭରର କଥାକୁ ଏଡାଇ ଦେଇଥିଲେ। ତାପରେ କିରଣ ରା-ଗି ଯାଇ ପ୍ରତିମାଙ୍କୁ ଜୀବନରୁ ମା-ରିଦେଲେ।

ପ୍ରତିମାଙ୍କୁ ମା-ରିଦେବା ପରେ ଡ୍ରାଇଭର କିରଣ ବେଙ୍ଗାଲୁରରୁ ୨ ଶହ କିଲୋମିଟର ଦୂରରେ ଥିବା ଚାମର ନଗରକୁ ପଳାଇ ଆସିଥିଲା ଅଭି-ଯୁକ୍ତ କିରଣ। ଏଭଳି କିଛି କହିଛନ୍ତି ଡେପୁଟି କମିଶନର ରାହୁଲ କୁମାର। ଏବେ ଅଭି-ଯୁକ୍ତ କିରଣ ଧରିଥିବା ବେଳେ ସେ ସରକାରୀ ଅଧିକାରିଣୀ ପ୍ରତିମାଙ୍କୁ କେମିତି ମା-ରିଥିଲା ଏବେ ସବୁ ଗୋଟି ଗୋଟି କରି କହୁଛି।ତେବେ ଜାଣିବାକୁ ରହିଲା ଅଭି-ଯୁକ୍ତ କିରଣକୁ କେଉଁ ଦ-ଣ୍ଡ ମିଳୁଛି।

Leave a Reply

Your email address will not be published. Required fields are marked *