“ସିଦ୍ଧାନ୍ତ ମହାପାତ୍ରଙ୍କୁ ମୁଁ ହାତ ଯୋଡି ଭିକ ମାଗୁଛି ମୋ ନାତୁଣୀକୁ ବଞ୍ଚେଇ ଦିଅନ୍ତୁ” ।

ବନ୍ଧୁଗଣ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ରାଣୀ ପଣ୍ଡା ବିଭିନ୍ନ ସମୟରେ ଗରିବ ଅସହାୟଙ୍କ ପାଇଁ ଠିଆ ହୋଇଥିବା ଦେଖିବାକୁ ମିଳିଛି । ବ୍ୟକ୍ତିଗତ ଜୀବନକୁ ନେଇ ତାଙ୍କର ଯାହାବି ସମସ୍ଯା ଥାଉ ପଛେ ଅସହାୟ ବୃଦ୍ଧ-ବୃଦ୍ଧା ହୁଅନ୍ତି କି କେଉଁଠି କାହାର ଝିଅ ବାହାଘର ସବୁଠି ଯାଇ ଝିଅ, ଭଉଣୀ ଆଦିର ଭୂମିକା ସେ ତୁଲାଇଛନ୍ତି । ବନ୍ଧୁଗଣ ଆପଣମାନେ ଅନେକ ସମୟରେ ଦେଖିଥିବେ ସେ ସହିଦଙ୍କ ପରିବାର ହେଉ କି ଦୁଃଖୀ ଦରିଦ୍ରଙ୍କ ପାଖରେ ଠିଆ ହୁଅନ୍ତି ରାଣୀ ପଣ୍ଡା ।

ଯେତିକି ପଇସା ରାଣୀ ପଣ୍ଡା ରୋଜଗାର କରୁଛନ୍ତି ସବୁବେଳେ ସମସ୍ତଙ୍କ ପାଖରେ ପହଞ୍ଚି ଯଥାସମ୍ଭବ ସାହାଯ୍ୟ କରୁଛନ୍ତି । ଏଠାରେ ମଧ୍ୟ ଜଣେ ବୃଦ୍ଧା ନିଜ ନାତୁଣୀ ଜୀବନ ବଞ୍ଚାଇବା ପାଇଁ ସାହାର୍ଯ୍ୟର ହାତ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି ରାଣୀ ପଣ୍ଡାଙ୍କୁ ଆଉ ସିଦ୍ଧାନ୍ତ ମହାପାତ୍ରଙ୍କୁ । ନିକଟରେ ମଧ୍ୟ ଦେଖିବାକୁ ମିଳିଛି ଏକ ଦୁଃଖଦ ପୂର୍ଣ୍ଣ ଦୃଶ୍ୟ।

ଜଣେ ମହିଳା ଗଣମାଧ୍ୟମ ତଥା ମିଡ଼ିଆ ସାମ୍ନାରେ ଓଲିଉଡ଼ର ମହାନ୍ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ନିଜ ନାତୁଣୀକୁ ବଞ୍ଚେଇ ଦେବାକୁ ଅନୁରୋଧ କରିଛନ୍ତି । ଆଜ୍ଞା ହଁ ବନ୍ଧୁଗଣ ଜଣେ ମହିଳା କହିଛନ୍ତି ଯେ ସେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଏତିକି ଅନୁରୋଧ କରୁଛନ୍ତି ଯେ ସେ ଭି ତାଙ୍କର ଗୋଟେ ପୁଅ ଭଳିଆ ତେଣୁ ସେ ତାଙ୍କୁ ଭିକ୍ଷା ମାଗୁଛନ୍ତି ଯେ ସେ ତାଙ୍କ ନାତୁଣୀକୁ ଟିକେ ଭଲ କରି ଦିଅନ୍ତୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଣୀ ପଣ୍ଡା ସମସ୍ତଙ୍କ ମା ଭଳି ସମସ୍ତଙ୍କ ଦୁଃଖ ବୁଝନ୍ତି ।

କିନ୍ତୁ ସେ କଥା ହୋଇ ନାହାଁନ୍ତି ରାଣୀ ପଣ୍ଡାଙ୍କ ସହିତ ଦେଖା ହେଇନାହାନ୍ତି । ତାଙ୍କ ନାତୁଣୀର ମୁଣ୍ଡ ଆଉ ଠିକ୍ କାମ କରୁନାହିଁ । ରାଣୀ ପଣ୍ଡାଙ୍କୁ କହିବାରୁ ସେ କହିଛନ୍ତି ଭିଡ଼ିଓ କାମରେ ସେ ବାହାରକୁ ଯାଇଛନ୍ତି ଆଉ ସେମାନଙ୍କୁ ସାନ୍ତ୍ଵନା ଦେଇ କହିଲେ ରାଣୀ ଯେ ସେ ଆସି ପହଞ୍ଚିବେ ଜମା ବ୍ୟସ୍ତ ହେବେନି । ତାଙ୍କ ସକ୍ଷମ ଅନୁସାରେ ଯାହା ଯାହା ସାହାର୍ଯ୍ୟ କରିବା କଥା ସେ କରିବେ । ଏକଥା ସବୁ ସେ ରାଣୀ ପଣ୍ଡାଙ୍କ ସହିତ ଭିଡ଼ିଓ କନ୍ଫେରେନସିଂରେ କହିଥିଲେ । ଡ଼ାକ୍ତର କହୁଛନ୍ତି ଲକ୍ଷାଧିକ ଟଙ୍କା ଦରକାର ।

Leave a Reply

Your email address will not be published. Required fields are marked *