ରାତି ହେଲେ ଏହି ଘରୁ ଶୁଭୁଛି ଅଜବ ଶବ୍ଦ । ଶୁଣିଲେ ଲୋମ ଟାଙ୍କୁରୀ ଉଠୁଥିବା ବେଳେ ପାଖକୁ ଯିବାକୁ ଡରୁଛନ୍ତି ଲୋକେ I

ଶବଗୃହ ଭିତରେ ଗୁମୁରି ଗୁମୁରି କାନ୍ଦୁଛି ଶ-ବ । ଧଳା ଚାଦର ତଳୁ ଶୁଭୁଛି ବିକଳ ଚି-ତ୍କାର । କିଛି ଭୁଲ୍ ନକରି ମଧ୍ୟ ଆଜି ଶ-ବ ପାଉଛି ଶାସ୍ତି । ଅନ୍ତି-ମ ସଂ-ସ୍କାର ପାଇଁ ଅହରହ ଅପେକ୍ଷା କରିଛି ଶବ । ନିଶବ୍ଦ, ନିର୍ଜନ ସେ ଶ-ବଗୃ-ହ ପାଖରୁ ଯେମିତି ଭାସି ଆସୁଛି କେହି ଜଣେ ଅତି ବିକଳ ହୋଇ କା-ନ୍ଦିବାର ଶବ୍ଦ । ଆଉ ସେ ସ୍ଥାନରୁ ଏକ ଅଜଣା ଭ-ୟ ଯେମିତି ଗୋଡ଼ାଇ ଆଣୁଛି । କେହି ଜଣେ ଯେପରି କିଛି କହିବାକୁ ଚାହୁଁଛି । ମୃ-ତ୍ୟୁ ପରେ ମଧ୍ୟ ଶ-ବ ହୋଇ ଦୀର୍ଘ ୭ଦିନ ଧରି ଶ-ବଗୃ-ହରେ ପଡ଼ି ପଚିବାକୁ ଆରମ୍ଭ କଲାଣି । ପଡ଼ି ରହିଥିବା ଦେହଟା ଦୁ-ର୍ଗନ୍ଧ ହେଲାଣି । ତଥାପି ମୋକ୍ଷ ମିଳି ପାରୁନାହିଁ । ତେବେ ଏଭଳି କିଛି ହୃଦୟ ବିଦାରକ ଦୃ-ଶ୍ୟ ଦେଖିବାକୁ ମିଳିଛି ବାରିପଦା ପିଆରଏମ ମେଡିକାଲ୍ କଲେଜରେ ।

ଶ-ବଗୃ-ହ ଭିତରେ ଅ-ନ୍ତିମ ସଂସ୍କାର ପାଇଁ ଅପେକ୍ଷା କରି ରହିଛି ୨୧ ବର୍ଷୀୟ ରାଜୁ ସିଂର ଶ-ବ । କେବେହେବ ସ-ତ୍କାର ? ଦିନେ କିମ୍ଵା ଦୁଇଦିନ ନୁହେଁ ଆଜିକୁ ୭ରୁ ୮ ଦିନ ବିତିଗଲାଣି । ସୂଚନା ମୁତାବକ ଗତ ୩୧ ତାରିଖରେ ରାଜୁ ସିଂ ବିଚାରଧୀନ କଏଦୀ ଭାବରେ ବାରିପଦା ମଣ୍ଡଳ କାରାଗାରରେ କୁଆଡ଼େ ଜୀବନ ହାରି ଦେଇଥିଲା ବୋଲି ତାକୁ ବାରିପଦା ମେଡିକାଲ କଲେଜକୁ ଜେଲ୍ କତୃପକ୍ଷ ଆଣିଥିବା ବେଳେ ସେଠାରେ ତାକୁ ମୃ-ତ ଘୋଷଣା କରିଥିଲେ ଡ଼ାକ୍ତର ।

ହେଲେ ଜେଲ୍ ଭିତରେ ଏଭଳି ଚରମ ନିଷ୍ପତି କାହିଁକି ନେଲା ମାତ୍ର ୨୧ ବର୍ଷୀୟ ରାଜୁ ?ଏକଥାକୁ ବିଶ୍ୱାସ କରି ନପାରି ରାଜୁର ଘରଲୋକ ଦାବି କରୁଛନ୍ତି ଜେ-ଲ୍ ନେଇକି ତାଙ୍କୁ ଦେଖାଇବା ପାଇଁ କେଉଁଠି ତାଙ୍କ ପୁଅ ଜୀବନ ହାରିଛି । ଜେଲ୍ ଆଗରେ ବିକ୍ଷୋଭ ମଧ୍ୟ କରିଥିଲେ ଆଉ ଜେ-ଲ୍ କତୃପକ୍ଷ କିମ୍ଵା ପ୍ରଶାସନ ସେମାନଙ୍କୁ ଅସମର୍ଥ ହେଲା । ଆଉ ପାରିବାର ଲୋକେ ଶ-ବ ନେବାକୁ ଆସିଲେନି । ଫଳରେ ନ୍ୟା-ୟ ପାଇଁ ୭ ଦିନ ହେବ ଘରେ ପଡ଼ିରହିଛି ପୁଅ I ଘର କାନ୍ଥରେ ଗୋଟିଏ ପରେ ଗୋଟିଏ ନୋଟିସ ଲଗାଇଛି ପ୍ରଶାସନ ହେଲେ ପରିବାରକୁ ଆଶ୍ୱସନା ଦେଇ ପାରିନାହିଁ ।

କାରଣ ହାଜତ ଭିତରେ ପୁଅର ମୃ-ତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ପରିବାରବର୍ଗ ଏନେଇ ଅଭି-ଯୋଗ କରି ମୃ-ତ୍ୟୁର ପ୍ରମାଣ ସହ ତ-ଦନ୍ତ କରିବାକୁ ଦାବି କରିଛନ୍ତି I ତେବେ ରାଜୁ ସିଂର ଘର ବାରିପଦା ସଦର ଥା-ନା ଅନ୍ତର୍ଗତ ମହୁଲିଆ ଗାଁରେ । ତିନି ଭାଇ, ତିନି ଭଉଣୀ ଏବଂ ବୁଢ଼ା ବାପା ମାଙ୍କୁ ନେଇ ତାଙ୍କର ପରିବାର । ଘରେ ଦେଶୀ ମ-ଦ ଜ-ବତ ଘଟ-ଣାରେ ଜେ-ଲ୍ ଯାଇଥିଲେ ରାଜୁ ।

Leave a Reply

Your email address will not be published. Required fields are marked *