ନୂଆବର୍ଷ ପାଇଁ ଭୋଜି ଖାଇଲେ ଦୁ-ଷ୍କର୍ମ କରିଲେ।

ନୂଆବର୍ଷରେ ଘଟିଲା ଅଘ-ଟଣ। ଦୁଷ୍କ-ର୍ମରେ ଶି-କାର ହେଲେ ଯୁବତୀ। ୩ ଜଣଙ୍କୁ ଅଟକ ରଖିଛି ପୋ-ଲିସ।ନୂଆବର୍ଷରେ ଭୋଜି ପାଇଁ ଆସିଥିଲେ ହେଲେ ଗଣ ଦୁଷ୍କ-ର୍ମର ଶି-କାର ହେଲେ। ବନ୍ଧୁଗଣ କୁଆଡେ ୩ ଜଣ କୁଆଡେ ଗଣ ଦୁ-ଷ୍କର୍ମ କଲେ ସେଥିପାଇଁ ୩ ଜଣଙ୍କୁ ଅଟକ ରଖି ପୋ-ଲିସ ତ-ଦନ୍ତ ଜାରି ରଖିଛି।

ବନ୍ଧୁଗଣ ଏଠାରେ ଜଣେଇ ଦେବାକୁ ଚାହିଁବୁ ଯେ ନୂଆବର୍ଷରେ ଭୋଜି ପାଇଁ ଆସିଥିଲା ଗୋଟେ ଝିଅ। ଯାହାକୁ ଗଣ ଦୁଷ୍କ-ର୍ମର ଶି-କାର ହେବାକୁ ପଡିଛି। ଏମିତି ଏକ ଅଭା-ବନୀୟ ଘଟଣା ନୂଆପଡା ଜିଲ୍ଲାରୁ ଆସିଛି। ନୂଆପଡା ଜିଲ୍ଲା କମନା ଥାନା ଅଞ୍ଚଳରେ ଜଣେ ଝିଅକୁ ଗଣ ଦୁଷ୍କ-ର୍ମର ଶି-କାର ହେବାକୁ ପଡିଛି। ଏମିତି ଏକ ଅଭି-ଯୋଗ ଆସିଛି ନୂଆପଡା ଜିଲ୍ଲାରୁ।

ନୂଆବର୍ଷରେ ବଣ ଭୋଜି କରିବାକୁ ଯାଇଥିଲେ ସେହି ଝିଅଟିଏ। ଆଉ ଯାହା ସହ ଏମିତି ଏକ ଅମାନସିକ କା-ଣ୍ଡ ଘଟାଇଛନ୍ତି ସେହି ଗାଁର ୩ ଯୁବକ। ରାତି ୮ଟା ସମୟରେ ସେହି ଯୁବତୀଙ୍କୁ ଅସୁସ୍ଥ ଅବସ୍ଥାରେ ଉ-ଦ୍ଧାର କରାଯାଇଛି। ଯାହାକୁ ନେଇ ଅଭି-ଯୋଗ ପରେ ପୋଲିସ ଘଟ-ଣାର ତ-ଦନ୍ତ ଜାରି ରଖିଛି। ଏଠାରେ ଜଣେଇ ଦେବାକୁ ଚାହିଁବୁ ନୂଆବର୍ଷ ଉପଲକ୍ଷେ କୋମନା ଥା-ନା ଅଞ୍ଚଳର ଦୁଇଜଣ ଝିଅ ନିକଟସ୍ଥ ଚାଷ ଜମିରେ ବଣ ଭୋଜି କରୁଥିଲେ। ଅପରାହ୍ନରେ ଜଣେ ଝିଅ ଘରକୁ ଫେରିଥିଲା ଆଉ କିନ୍ତୁ ଭୋଜିକୁ ଆସିନଥିଲା। ଫଳରେ ଶୀତ ଦିନିଆ ଶୀଘ୍ର ସନ୍ଧ୍ୟା ହୋଇଥିଲା।

ଆଉ ଏକାଠି ଥିବା ଝିଅ ଜଣକ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେହି ଗାଁର ୩ ଜଣ ଯୁବକ କୁଆଡେ ଅନ୍ଧାର ରାତିର ସୁଯୋଗ ନେଇ ନିଛାଟିଆ ରାସ୍ତାରେ ତାକୁ ଗଣ ଦୁ-ଷ୍କର୍ମ କରିଛନ୍ତି। ସନ୍ଧ୍ୟା ସମୟରେ ଆଉ କିଛି ଯୁବକ ସେଠାକୁ ଶୌଚ ହେବାକୁ ଆସିଥିବା ବେଳେ ସେ ଝିଅକୁ ଅସୁସ୍ଥ ଅବସ୍ଥାରେ ଉ-ଦ୍ଧାର କରି ଡାକ୍ତରଖାନାକୁ ନେଇଯାଇ ଥିଲେ। ଆଉ ତାପରେ ଯୁବକମାନେ ପିଡି-ତାର ଘର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଘର ଲୋକେ ଆସି ପହଞ୍ଚିଥିଲେ।

କମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାର ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ ନୂଆପଡା ଜିଲ୍ଲାର ମୁଖ୍ୟ ଚିକିତ୍ସଳୟକୁ ପଠା ଯାଇଥିଲା। ଯେଉଁଠି ଝିଅଟିର ଚିକିତ୍ସା ଚାଲିଛି।ଆଉ ପରେ ପରିବାର ଲୋକଙ୍କ ଅଭି-ଯୋଗ କ୍ରମେ ପୋଲି-ସ ୩ ଜଣଙ୍କୁ ଅଟକ ରଖିଛି। ନୂଆବର୍ଷର ଭୋଜି ପାଇଁ ଗୋଟେ ଝିଅକୁ ଗଣ ଦୁଷ୍କ-ର୍ମର ଶି-କାର ହେବାକୁ ପଡିଛି।

Leave a Reply

Your email address will not be published. Required fields are marked *