କଲେଜ ଲାଇବ୍ରେରୀରେ ଛାତ୍ରୀଙ୍କ ସହ ଅସ-ଦାଚରଣ କଲେ ଫିଜିକ୍ସ ଅଧ୍ୟାପକ । ବହିଦେବା ପାଇଁ ଏମିତି କିଛି କଲେ ଡିମାଣ୍ଡ.. ଭାଇରଲ ହେଉଛି ଅଡିଓ ।
ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି କିଛି ଘ-ଟଣା ସମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ଭାବିବେ ଏଭଳି ଗୁରୁ କୌଣସି ସ୍କୁଲରେ ନଥାନ୍ତୁ । ଗୁରୁ ଆଉ ଶିଷ୍ୟର ସମ୍ପର୍କ କେତେ ମଧୁର ଆଉ ପବିତ୍ର ତାହା ଆପଣମାନେ ଜାଣିଥିବେ । କିନ୍ତୁ ଏବେକାର ଦୁନିଆରେ ଏଭଳି କିଛି ଘ-ଟଣା ଘଟୁଛି ଯାହା ଗୁରୁ ଓ ଶିଷ୍ୟ ମାନଙ୍କ ସଂପର୍କରେ କଳ-ଙ୍କର ଦାଗ ଲଗାଇ ଦେବ ।
କୁହନ୍ତି ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ,ଗୁରୁଦେବ ମହେଶ୍ୱର ଏହାର ଯଥାର୍ଥ ପ୍ରାୟତଃ ସମସ୍ତେ ଜାଣନ୍ତି । କିନ୍ତୁ ବର୍ତ୍ତମାନ ସମୟରେ କିଛି ଶିକ୍ଷକ ନିଜର ପଦମର୍ଯ୍ୟାଦା ଭୁଲି ରା-କ୍ଷସ ପାଲଟି ଯାଉଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘଟ-ଣା ବିଷୟରେ କହିବା ପାଇଁ ଯାହା ଅତ୍ୟନ୍ତ ନିନ୍ଦ-ନୀୟ ଅଟେ । ଏଠାରେ ଫିଜିକ୍ସ ଅଧ୍ୟାପକ ଛାତ୍ରୀଙ୍କ ସହ କଲେଜ୍ ଲାଇବ୍ରେରୀରେ କରିଛନ୍ତି ଅସ-ଦାଚରଣ।
ଫିଜିକ୍ସ ଅଧ୍ୟାପକ ଜଣକ +୩ ବିଜ୍ଞାନ ଛାତ୍ରୀଙ୍କୁ ବହି ଦେବାକୁ ଲାଇବ୍ରେରୀକୁ ଡାକୁଛନ୍ତି ଆଉ ପାଖକୁ ଡ଼ାକି ତାଙ୍କ ସହ ଏମିତି କରିଛନ୍ତି । ଛାତ୍ରୀଙ୍କୁ ଉକ୍ତ ଅଧ୍ୟାପକ କହୁଛନ୍ତି ଯଦି ବହି ନେବାର ଅଛି ତେବେ ତାଙ୍କୁ କି-ସ୍ କରିବାକୁ ପଡ଼ିବ । ଏହାପରେ ଛାତ୍ରୀଙ୍କୁ ଅନ୍ଧାରକୁ ଯିବାକୁ କହୁଛନ୍ତି । ଫିଜିକ୍ସ ଅଧ୍ୟାପକ ବାହାରକୁ ମଧ୍ୟ ଡାକୁଛନ୍ତି ଖାଇବାକୁ । ଏପରିକି ଛାତ୍ରୀଙ୍କୁ ଅୟୋ ଯିବା ପାଇଁ କହିବାକୁ ମଧ୍ୟ ପଛାଉ ନାହାଁନ୍ତି ଅଧ୍ୟାପକ ଜଣକ ।
ତେବେ ଏହି ଘଟ-ଣାଟି ହେଉଛି ଗତ ମାର୍ଚ୍ଚ ୨୦୨୩ର । ଜନୈକ ଯୁବତୀ ଜଣକ ଯୁକ୍ତ ତିନିର ବିଜ୍ଞାନ ଛାତ୍ରୀ ବୋଲି ଜଣା ପଡ଼ିଛି । ଆଉ ସେହି କଲେଜ୍ ର ଫିଜିକ୍ସ ଅଧ୍ୟାପକ ରାଧାକାନ୍ତ ଦାସଙ୍କ ଦ୍ଵାରା ଯୌ-ନ ନିର୍ଯା-ତନାର ଶି-କାର ହୋଇଛନ୍ତି ଜଣେ ଛାତ୍ରୀ ।ଏନେଇ କେଶ୍ କରିବା ପରିବର୍ତ୍ତେ ସୋର ଥା-ନାରେ ଏକ ମୋକ-ଦ୍ଦମା ରୁ-ଜୁ କରି ତ-ଦନ୍ତ କରିବା ସମୟରେ ଆସା-ମୀ ହାଇକୋର୍ଟରେ ଦୁଇ ଦୁଇ ଥର ଆଗୁଆ ଜା-ମିନ୍ ଆବେଦନ କରି ଖାରଜ୍ ହୋଇଯିବା ପରେ ସୋର କୋର୍ଟରେ ଆତ୍ମସମର୍ପଣ ନକରି ଫେ-ରାର ହୋଇ ଯାଇଥିଲେ । ମାତ୍ର କଲେଜ୍ ର ଅଧ୍ୟକ୍ଷ ତାଙ୍କର ମେଡିକାଲ୍ ଲିଭ୍ ଦର୍ଶାଇ ତାଙ୍କୁ ପୂରା ଦରମା ଦେଇଥିବା ଅଭି-ଯୋଗ ହୋଇଛି ।
ଏଭଳି ଏକ ସ୍ପର୍ଶକାତର ସଙ୍ଗୀନ ଅଭି-ଯୋଗରେ ଉଭୟ ପୋ-ଲିସ୍ ଓ କଲେଜ୍ ର ଅଧକ୍ଷ ଏବଂ ଅନ୍ୟମାନେ ମିଶି କାଗଜ ପତ୍ରରେ ଆସାମୀ ଘ-ଟଣା ଦିନ କଲେଜ୍ ଆସି ନଥିବା ଦର୍ଶାଇ କେ-ଶ୍ କୁ ବନ୍ଦ କରିବାକୁ ଉଦ୍ୟମ କରିଛନ୍ତି । କଲେଜ୍ ର ଅଧିକାଂଶ କର୍ମଚାରୀ ଘଟଣା ଜାଣି ମଧ୍ୟ ଅଧକ୍ଷଙ୍କ ଚାପରେ ମୁହଁ ଚୁପ୍ କରି ବସିଛନ୍ତି । ନିଜର ନାମ ଗୋପନ ରଖି ଘଟ-ଣାଟି ସମ୍ପୂର୍ଣ ସତ୍ୟ ବୋଲି କହିଛନ୍ତି । ଯାହାକି ପୋ-ଲିସ୍ ସେମାନଙ୍କର ବ-ୟାନ ଗୋପନ ରଖି ଘଟ-ଣାର ନିରପେକ୍ଷ ତଦନ୍ତ କଲେ ଆସା-ମୀର ଅସଲ ରୂପ ଜଣା ପଡ଼ିବ ଓ ପୀ-ଡ଼ିତା ଜଣକ ଉପଯୁକ୍ତ ନ୍ୟା-ୟ ପାଇବେ ବୋଲି ଆଶା ।