ଛାତି ଫଟେଇ କା-ନ୍ଦୁଛି ମା’ ସ୍ୱପ୍ନରେ ଆସି କହିଲେ ଶୁଭମ ମା’ ମୋତେ ତୁ ପାଣିରୁ ବଞ୍ଚେଇ ଦେ।

ପୁଅର ଡ୍ରେସକୁ ଧରି କାନ୍ଦୁଛନ୍ତି ଶୁଭମର ମା’। ଆଖି ଆଗରେ ନାଚି ଯାଉଛି ପୁଅର ହସ ହସ ମୁହଁ।ଗୋଟିଏ ପଟେ ମା’ ଆଉ ଗୋଟିଏ ପଟେ ଜେଜେମା କା-ନ୍ଦି କା-ନ୍ଦି ଗଡି ଯାଉଛନ୍ତି। କେହି କାହାକୁ ବୁଝାଇବା ଅବସ୍ଥାରେ ନାହାଁନ୍ତି। ଖାଲି କାନ୍ଦ ବୋବାଳିରେ ଫାଟି ପଡୁଛି ଘର। ନୂଆବର୍ଷ କାହା ପାଇଁ ଅନେକ ଖୁସି ଆଣି ଦେଇଥିବା ବେଳେ ଏଇ ନୂଆବର୍ଷ ହିଁ ଏଇ ପରିବାକୁ ଦେଇଛି ଅସରାଏ ଦୁଃ-ଖ।ଯେଉଁ ଦୁଃ-ଖ ଆଉ କେବେବି ଭରଣ ହୋଇପାରିବ ନାହିଁ। କାହିଁକିନା ଆଖିର ତାରାକୁ ଛଡାଇ ନେଇଛି ଏଇ ସମୟ। ସବୁଦିନ ପାଇଁ ଓଠରୁ ଲିଭି ଯାଇଛି ହସ। ଅସାବଧାନତା ପାଇଁ ହେଉ କିମ୍ବା କାହାର ଭୁଲ ଯୋଗୁ ଆଜି ଗୋଟେ ନିରୀହ ଜୀବନ ଶାସ୍ତି ପାଇଛି।

ମା’ର କୋଳ ଶୂନ୍ୟ ହୋଇଗଲା ପରେ ସାମ୍ନାକୁ ଆସିଛି ଏମିତି ହୃଦୟ ବିଦାରକ ଦୃ-ଶ୍ୟ। ଯେଉଁ ଦୃଶ୍ୟକୁ ଦେଖିଲେ ଛାତି ଫାଟି ପଡୁଛି।ଆଜ୍ଞା ହଁ ବନ୍ଧୁଗଣ ବାଲେଶ୍ବର ଜିଲ୍ଲା ସ୍ୱର ପୌରପାଳିକା ୪ ନମ୍ବର ୱାର୍ଡର ମୋହନ ସାହୁଙ୍କର ଏକ ମାତ୍ର ଅଢେଇ ବର୍ଷର ପୁଅ ଶୁଭମ ସାହୁ। ଡାକ ନାଁ ଥିଲା ମୁନା। କଣ ବା ଜାଣିଛି। କାହାର କଣ କ୍ଷତି କରିଥିଲା ହେଲେ କାହିଁକି ତାର ଅକାଳରେ ଜୀବନ ଚାଲିଗଲା।

ସମସ୍ତଙ୍କର ଭାରି ପ୍ରିୟ ଥିଲା ଶୁଭମ। ଗାଁ’ ଟା ଯାକର ଲୋକେ ତାକୁ ଭାରି ଗେଲ୍ହ କରୁଥିଲେ। ଠିକ ଭାବରେ କଥା କହି ପାରୁନଥିଲେ ବି ଖନେଇ ଖନେଇ କଥା କହି ସମସ୍ତଙ୍କର ମନ ଜିଣି ନେଉଥିଲା। ତାର ସେଇ ଖିଲି ଖିଲି ହସ ସବୁ ଦୁଃ-ଖକୁ ହରଣ କରିନେଉଥିଲା। ହେଲେ ସେ ହସ ହସ ମୁହଁ ଆଜି ନିରବ ହୋଇଯାଇଛି। ମୃ-ତ୍ୟୁର ଶେଯରେ ଶୋଇଛି କୁନି ପୁଅ ଶୁଭମ। ସୁନ୍ଦର ତକ ତକ ଗୋରା ମୁହଁ ଆଜି କଳା ପଡିଯାଇଛି। ଯେଉଁ ଦୃ-ଶ୍ୟକୁ ଦେଖିଲେ ଛାତିର କୋହକୁ ସମ୍ଭାଳି ହେଉନି।

ହଁ ଆଜ୍ଞା ୨୪ ଘଣ୍ଟା ପରେ ଗତ ମଙ୍ଗଳବାର ଦିନ ମିଳିଛି ନିଖୋଜ ଶୁଭମର ମୃ-ତ ଦେହ। ଗତ ସୋମବାର ନୂଆବର୍ଷ ଥିବା ବେଳେ ସମସ୍ତେ ଥିଲେ ବେଶ ହସ ଖୁସି। ହସ ଖୁସିରେ ନୂଆବର୍ଷକୁ ପାଳିବା ପାଇଁ ସମସ୍ତେ କେତେ ଉତ୍ସ୍ୟହିତ ଥିବା ବେଳେ ଶୁଭମର ଏଭଳି ନିଖୋଜ ଥିବା ଘ-ଟଣା ସମସ୍ତଙ୍କୁ ବିଚଳିତ କରିଦେଇଥିଲା। ପୁରା ଗାଁ ସାରା ଲୋକେ ଶୁଭମକୁ ଖୋଜିବାରେ ଲାଗି ପଡ଼ିଥିଲେ। ଗଳି କନ୍ଦି ନାଳ ନରଦମା ପୋଖରୀ ଖାଲ ସବୁଆଡେ ତନ ତନ କରି ଖୋଜିଥିଲେ ଶୁଭମକୁ। ହେଲେ ଶୁଭମର କୌଣସି ବି ସନ୍ଧାନ ମିଳିନଥିଲା।

ହେଲେ ତା ପର ଦିନ ସକାଳ ହଠାତ ୨ ଜାନୁଆରୀ ସମୟ ୧୧.୩୦ ରୁ ୧୨ ଟା ମଧ୍ୟରେ ହେବ ୨୪ ଘଂଟା ପରେ ଘର ପାଖ ପୋଖରୀରୁ ମିଳିଥିଲା ଶୁଭମର ମୃତ ଦେହ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଗାଁ ଲୋକେ ସେଦିନ ଏତେ ତନ ତନ ହୋଇ ଖୋଜାଖୋଜି କରିଥିଲେ କିନ୍ତୁ ଶୁଭମର କୌଣସି ପତା ମିଳିନଥିଲା। କିନ୍ତୁ ହଠାତ ତା ପରଦିନ ଶୁଭମର ମୃ-ତ ଦେହ କେମିତି ମିଳିଲା।

କୋଉଠୁ ଆସିଲା ଶୁଭମର ମୃ-ଦ ଦେହ ଯାହାକୁ ନେଇ ପରିବାର ଲୋକଙ୍କଠୁ ନେଇ ଗାଁ ଲୋକଙ୍କ ପର୍ଯ୍ୟନ୍ତ ପ୍ରଶ୍ନ କରୁଛନ୍ତି। ଏହା ମଧ୍ୟ ସ-ନ୍ଦେହ କରାଯାଉଛି ଯେ କେହି ଏ ନିରୀହ ଶୁଭମକୁ ହ-ତ୍ୟା କରି ପାଖରେ ଥିବା ପୋଖରୀକୁ ଫୋପାଡ଼ି ଦେଇଛି। ନିଖୋଜ ହେବାର୨୪ ଘଣ୍ଟା ପରେ ଘର ପାଖେ ଥିବା ପୋଖରୀରୁ ମିଳିଛି ଶୁଭମର ମୃ-ତ ଦେହ। ଏହାକୁ ନେଇ ପରିବାର ଲୋକେ ଅଭି-ଯୋଗ କରିଛନ୍ତି।ସେପଟେ ପୁଅର ମୃ-ତ୍ୟୁକୁ କେହି ହେଲେ ସହଜରେ ଗ୍ରହଣ କରି ପାରୁନାହାନ୍ତି।

Leave a Reply

Your email address will not be published. Required fields are marked *