EX ଗାର୍ଲଫ୍ରେଣ୍ଡ କହିଲେ ଏମିତି, ଶେଷରେ ଥାନାକୁ ଗଲେ ଷ୍ଟାର କ୍ରିକେଟର। ଆଉ କହିଲେ ସବୁ ସତ…।
IPL ଷ୍ଟାର କ୍ରିକେଟରଙ୍କୁ ଗାର୍ଲଫ୍ରେଣ୍ଡ ଦେଲେ ଧମକ। କେବେ ଖେଳିପାରିବନି କ୍ରିକେଟ। କ୍ୟାରିୟର ବର୍ବାଦ କରିଦେବି। ଥାନାରେ ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ନାଁରେ ଏମିତି କହିଲେ।ଆଜ୍ଞା ହଁ ବନ୍ଧୁଗଣ ଜଣେ ଷ୍ଟାର କ୍ରିକେଟରଙ୍କୁ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଦେଇଛନ୍ତି ଧମକ। ସିଧା ଥାନାକୁ ଗଲେ ସବୁ ପୋଲ ଖୋଲିଦେଲେ ଆଉ କହିଲେ ସାର ମୋତେ ବଞ୍ଚାଇଦିଅ। ନହେଲେ ମୋ କ୍ୟାରିୟର ବର୍ବାଦ ହୋଇଯିବ।
ଯେଉଁଥି ପାଇଁ ସେ ବଞ୍ଚିଛନ୍ତି ଯେଉଁଥି ପାଇଁ ଆଜି ସେ ଷ୍ଟାର ସେସବୁକୁ ବର୍ବାଦ କରିବା ପାଇଁ ଲାଗିଛନ୍ତି ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ। କେଉଁ ଶତ୍ରୁ ବି ଏମିତି କେବେ ଧମକ ଦେଇନଥିବ। ମୋ ପରିବାର ଆଉ ମୋ ଜୀବନ ସହ ଖେଳୁଛନ୍ତି ସେଇ ଯୁବତୀ। ତେଣୁ ମୋତେ ବଞ୍ଚାଇ ଦିଅ। ଏଭଳି କିଛି ଥାନାରେ ଯାଇ ଅଭିଯୋଗ କରିଛନ୍ତି IPLର ଷ୍ଟାର କ୍ରିକେଟର।
ବନ୍ଧୁଗଣ ଇଣ୍ଡିଆନ ପ୍ରିମୀୟମ ଲିକରେ କୋଲକତା ନାଇଟ ନାଇଡ୍ରସ ଏବଂ ରାଜସ୍ଥାନ ରୋୟାଲସ ପାଇଁ ଖେଳିଥିବା ଏହି କ୍ରିକେଟରଙ୍କୁ ତ ଆପଣ ମାନେ ଜାଣିଥିବେ। ଏ ହେଉଛନ୍ତି IPL ଷ୍ଟାର କ୍ରିକେଟର KC କରିଓପା। ତାଙ୍କୁ ଆଇପିଏଲ ୨୦୧୫ରେ kkr ୨.୪ କୋଟିରେ କିଣିଥିଲା। ଯେଉଁ ସମୟରେ ତାଙ୍କୁ କେହି ଜାଣିନଥିଲେ। ୨୦୧୬ ପଞ୍ଚାବ କିଙ୍ଗ ତାଙ୍କୁ ନିଜ ଦଳରେ ଯୋଡି ଥିଲା। ୨୦୧୯ ରେ KKR ରେ ପୁନଃ ଯୋଗଦାନ କରିବା ପରେ କରିଓପା ଆଇପିଏଲ ୨୦୨୦ ନିଲାମ ପୂର୍ବରୁ ପାଞ୍ଚାଇଜ ଦ୍ୱାରା ରିକିଜ କରାଯାଇଥିଲା।
ଏହା ପରେ ୨୦୨୧ ମସିହାରେ ରାଜସ୍ଥାନ ରୋୟାଲସ ତାଙ୍କୁ ନିଜ ଦଳରେ ସାମିଲ କରିଥିଲା। ତେବେ କରିଓପା ଏବେ ପର୍ଯ୍ୟନ୍ତ ମୋଟ ୧୧ ଟି ଆଇପିଏଲ ମ୍ୟାଚରେ ୮ ଟି ୱେକେଟ ନେଇଛନ୍ତି। ତେବେ ଦେଖିବାକୁ ଗଲେ ଘରୋଇ କ୍ରିକେଟରେ ତାଙ୍କର କୌଣସି ବିଶେଷ ରେକର୍ଡ ନାହିଁ। ତେବେ ସେ ଏହାରି ଭିତରେ ଚର୍ଚ୍ଚାକୁ ଆସିଛନ୍ତି।
ଯାହା ଖବର ମିଳିଛି ନାଗାସ ଚନ୍ଦ୍ରର ରିମେୟାସ ବାସିନ୍ଦା KC କରିଓପା ବାଗଲାଗୁଡ଼େ ପୋଲିସ କୁ କହିଛନ୍ତି ଯେ କୋଡାଗୁଡ଼ରେ ଜଣେ ୨୪ ବର୍ଷୀୟ ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ସେମାନଙ୍କ ବନ୍ଧୁତା ଶୀଘ୍ର ପ୍ରେମରେ ପରିଣତ ହୋଇଥିଲା କିନ୍ତୁ କରିଓପା ତାଙ୍କ ସହ ସମ୍ପର୍କ ଭାଙ୍ଗିଦେଲେ। ମହିଳା ଜଣକ ଜଣେ ନିଶା ସେବକ ମଦ୍ୟପା ତଥା ଖରାପ ପ୍ରକୃତିରେ ଥିଲେ।
ସେ ପୋଲିସ ଆଗରେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପୂର୍ବ ଗାର୍ଲଫ୍ରେଣ୍ଡକୁ ମଦ୍ୟପାନ ଛାଡିବାକୁ ମନା କରିବା ପାଇଁ ଚେଷ୍ଟା କରିଥିଲେ ସେ କିନ୍ତୁ ସେ ଯେତେବେଳେ ତାଙ୍କ କଥା ଶୁଣିନଥିଲେ ତାଙ୍କ ସହ ସମ୍ପର୍କ ଭାଙ୍ଗିଦେବାକୁ ନିଷ୍ପତ୍ତି ନେଇଥିଲେ କରିଓପା। ଯେଉଁଥିପାଇଁ ତାଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ନିଜେ ନିଜ ଜୀବନ ନେଇ କ୍ରିକେଟରଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣିବା ସହ କ୍ୟାରିୟର ଶେଷ କରିଦେବାକୁ ଧମକ ଦେଇଛନ୍ତି।
ଏପଟେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଛି। ଅନ୍ୟ ପଟେ ଯାହା ଖବର ମିଳିଛି ତାଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ମଧ୍ୟ ତାଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ ଆଣିଥିଲେ। ଯାହା ସେ ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ସୁଧା ସେ ଘଟଣାକୁ ନେଇ ପୋଲିସ ଖୋଲତାଡ଼ ଜାରି ରଖିଛି।