ଛନ୍ଦୀତାଙ୍କ ସହ ସମ୍ପର୍କ ବିଷୟରେ ମୁଁହ ଖୋଲିଲେ ତୁଷାର…
ବାପା ହିସାବରେ ମୁଁ କହିବି ମୋ ପାଇଁ ଝିଅ ବେଷ୍ଟ। ଯିଏକି ଅପବିତ୍ର ହେଉଛି କଳାକାର ତେଣୁ ତାପାଇଁ ପବିତ୍ରତା ହେଉଛି ଲୋକ। ଲିଶା ଚନ୍ଦନଙ୍କ ପ୍ରେମ କାହାଣୀ ଏଇଟା ଗୋଟେ ଷ୍ଟୋରୀ ଥିଲା। ଯେହେତୁ ଆମ ନାଁକୁ ନେଇକି ସେ ଷ୍ଟୋରୀ ଗୋଟେ ବନା ଯାଇଥିଲା। ସେଇଟା କେବଳ ଗୋଟେ ନର୍ମାଲ ଷ୍ଟୋରୀ ଥିଲା।ଲୋକମାନଙ୍କର ଇମୋସନ୍ସ୍ ଗୋଟେ ଥାଏ ତ ସେମାନେ ଯୋଡ଼ିକୁ ନେଇ ଅଲଗା କିଛି ଭାବି ନିଅନ୍ତି। ଆମେ ଯେହେତୁ ଭଲ ଫ୍ରେଣ୍ଡ୍ ଥିଲୁ ତ ସେଇଟାକୁ ନେଇ ଲୋକମାନଙ୍କର ଭାବିବା କିଛି ଭୁଲ୍ ନୁହେଁ। ଆମର ଫ୍ୟାମିଲି ଅଲଗା ଥିଲା।
ଯେତେବେଳେ ଭଗବାନଙ୍କର ଗୋଟେ ପ୍ରେଜେଣ୍ଟ ଥାଏ ଆମ ପାଇଁ ସେଇଟା ଏସେପ୍ଟ କରିନେବାଟା ଆମ ପାଇଁ ଭଲ। ସମସ୍ତେ ତ ଚାହାଁନ୍ତି ପୁଅ ହଉ କିନ୍ତୁ ମୋ ହିସାବରେ ଝିଅ ହେବାଟା ଭଲ। ମୋ ପାଇଁ ଗୋଟେ ବାପା ହିସାବରେ ମୁଁ କହିବି ମୋ ପାଇଁ ଝିଅ ବେଷ୍ଟ । ସେ ମୋ ପାଇଁ ବହୁତ୍ ଲକି। ତାଙ୍କୁ ତାରିଫ କଲେ ମେଣ୍ଟେଣ୍ଟ ଟିକେ ଅଧିକା ହେଇଯିବ । ସେ ଆଉ ଟିକେ ସୋଅଫ୍ କରିବେ। କିନ୍ତୁ ତାରିଫ୍ କରିବା କଥା ମୁଁ ତାଙ୍କ ଆଗରେ ତାରିଫ କରେନି ମନେ ମନେ ତାରିଫ କରେ, କେବେ କହେନି। ମୋର ଏଠି ଗୋଟେ ଘର ଅଛି, ମୋର ଆଉ ଗୋଟେ ଘର ଅଛି ସେଠି ମୁଁ ଆଉ ମୋ ଭାଇ ରହେ।
ଯେତେବେଳେ ଗେଟ୍ ଟୁଗେଦର୍ ହୁଅନ୍ତି ସେତେବେଳେ ସମସ୍ତେ ଗାଁକୁ ଚାଲି ଆସନ୍ତି। ଦୁଇ ତିନି ବର୍ଷ ପରେ ପାର୍ଟି ଚେଞ୍ଜ କରିବା କଥା। ସେଥିରେ ଆଉ ମଜା ମିଳେନି। ସେଇ ଏନ୍ଭାରମେଣ୍ଟ ଭିତରେ ଯେତିକି ବହି ଦେଖିବା କଥା ସେସବୁ ସେମ୍ ସେମ୍ ଲାଗେ। ଭଗବାନଙ୍କୁ ଡାକିବି କି ଷ୍ଟେଜରେ ଥିବା ସମୟରେ ସେମିତି କିଛି ବି ନ ଶୁଣାନ୍ତୁ। ମୋ ନିଜକୁ ନେଇ ସର୍ଚ୍ଚ କରିବା ମାନେ ୟୁଟୁବରେ ଦେଖେକି ମୋ ଏପିଶୋଡ୍ ଗୁଡ଼ା କେମିତି ହୋଇଛି। ମୋତେ କାଇଁ ଲାଗେନି କି ଆଜିକାଲି ପୁଅ ଝିଅ ଭିତରେ କୌଣସି ତଫାତ୍ ଅଛି ବୋଲି। ମୁଁ ଭାବେକି ତାଠୁ ବେଟର ହିଁ ଝିଅ। ବାପାଙ୍କର ଇମୋସନ୍ ଟାକୁ ଝିଅ ହିଁ ବୁଝେ।
ମୋ ହିସାବରେ ଯାତ୍ରା ଜଗତକୁ ଦେଖିବାକୁ ଗଲେ ଅପବିତ୍ର କଣ, ଅପବିତ୍ର ହେଉଛି କଳାକାର। ତା ପାଇଁ ପବିତ୍ର ହେଉଛି ଲୋକ। ସେମିତି କହିବାଟା ଉଚିତ୍ ନୁହେଁ। ଯେ ଯାହାର କାମକୁ ନେଇ ବଞ୍ଚୁଛନ୍ତି। ସେ ଡାନ୍ସ୍ କରନ୍ତୁ କି ଆକ୍ଟିଂ ସେଇଟା ଗୋଟେ କଳା। ଯେ ଯାହାର କଳାକୁ ନେଇ ପେଟ ପୋଷୁଛନ୍ତି। ମୁଁ ଭାବୁଛି କାହାକୁ ନେଇ ଏମିତି କହିବାଟା ଭଲ ନୁହେଁ। ଯାତ୍ରା ଡାଇଲୋଗ ମନେ ଅଛି ଯେ କିନ୍ତୁ ଯାତ୍ରା ଡାଇଲୋଗକୁ ଯାତ୍ରାରେ କଲେ ହିଁ ଭଲ ଲାଗିବ। ଓଡ଼ିଶା ବାସୀ ଦୁଇ ଜଣଙ୍କୁ ଏତେ ସାରା ଭଲ ପାଇବା ଦେଉ ଥାନ୍ତୁ। ଦେଖିଥିବେ ଯେ ସେ ଆକ୍ଟିଂ ହଉ କି ତାଙ୍କ କ୍ୟାରିଅର ହଉ କି ତାଙ୍କ ମ୍ୟାରେଡ ଲାଇଫ ହଉ ସେ ତାଙ୍କ ପ୍ରେଜେନ୍ସ ସବୁବେଳେ ବନେଇ ରଖିଛନ୍ତି। ଆପଣ ମାନେ ଏମିତି ଭଲ ପାଇବା ଦେଉଥାନ୍ତୁ ଆଉ ସେ ତାଙ୍କ ଲାଇଫରେ ଏମିତି ସକ୍ସେସ ଏଚିଭ୍ କରନ୍ତୁ ।