ଘରେ ପଶୁ ପଶୁ ଭାଉଜ ସହ ଏମିତି କଲା ଦିଅର, କାନ୍ଦି କାନ୍ଦି ଥା-ନାରେ ପିହଁଚିଲେ ଭାଉଜ।
ମୋ ଦିଅର ମୋତେ ଦୁ-ଷ୍କର୍ମ କରିବାକୁ ଚାହୁଁଥିଲା ମୋ ସହ ଜୋରଜବରଦସ୍ତ କଲା ମୁଁ ତା କଥାରେ ରାଜି ନହେବାରୁ ମୋତେ ବହୁତ ପି-ଟିଲା। ପି-ଟି ପି-ଟି ମୋର ଦାଗ ବସେଇ ଦେଇଛି। ଏମିତିକି ମୋତେ ଟଣା ଓଟରା କରି ମୋ ଶାଢ଼ୀ ଚିରି ଦେଇଛି। ମୋ ଦେହରେ ବିଭିନ୍ନ ଜାଗାରେ ତାର ନଖ ରା-ମ୍ପୁଡା ଦାଗବି ରହିଛି। ମୋତେ ବହୁତ କଷ୍ଟ ହେଉଥିଲା ମୁଁ ଯନ୍ତ୍ର-ଣାରେ ଚି-ତ୍କାର କରୁଥିଲି। ଏସବୁକୁ ଦେଖିଲା ପରେ ମୋ ପୁଅ ଯେତେବେଳେ ବି-ରୋଧ କଲା ସେ ମୋ ପୁଅକୁ ବି ଛାଡିଲାନି ତା ହାତକୁ ମୋଡି ତାକୁ ଜୀବନରୁ ମା-ରିଦେବାକୁ ଧ-ମକ ଦେଲା। ଏମିତି କିଛି କହି ଥା-ନା ଆଗରେ କାନ୍ଦୁଛନ୍ତି ଜଣେ ମହିଳା।
ଆଜ୍ଞା ହଁ ବନ୍ଧୁଗଣ ନିଜ ଘରେ ହିଁ ନିଜେ ସୁର-କ୍ଷିତ ନୁହଁନ୍ତି ମହିଳା ଜଣକ। ଦିଅରର ସେହି କାମନା ନିଆଁରେ ଶି-କାର ହେବାକୁ ଯାଉ ଯାଉ ଅଳ୍ପକେ ବଞ୍ଚି ଯାଇଛନ୍ତି ମହିଳା ଜଣକ। କାହିଁକିନା ସାମାନ୍ୟ ଟଙ୍କା ଆଉ ଘରେ ଥିବା ନିଜ ସୁନା ଅଳଙ୍କାର ନେବାକୁ ମହିଳା ଜଣକ ଚାହିଁବାରୁ ତାଙ୍କୁ ନିଧୁମ ମା-ଡ଼ ମା-ରିବା ସହିତ ତାଙ୍କ ସହିତ ଦୁ-ଷ୍କର୍ମ କରିବାକୁ ଚାହୁଁଥିଲା ଦିଅର। ମହିଳାଙ୍କୁ ମା-ଡ଼ ମା-ରିବା ତାଙ୍କ ସ୍ୱାମୀ ଆଉ ଛୁଆଙ୍କୁ ଜୀବନରୁ ମା-ରିଦେବାକୁ ଧ-ମକ ଦେଇଥିଲା। ଏମିତିକି ଘର ଭିତରେ ଭାଉଜକୁ ଟଣା ଓଟରା କରିବା ସହ ଜୋର ଜବ-ରଦସ୍ତ ଭାଉଜର ଶାଢ଼ୀ ଚିରି ଦେଇଛି ଦିଅର। ଦେହରେ ବସି ଯାଇଛି ନଖ ରାମ୍ପୁ-ଡାର ଦାଗ।
ସେପଟେ ଏମିତି ମା-ଡ଼ ମା-ରିଛି ଯେ ଦେହରେ ପୁରା ରୁଳା ବସି ଯାଇଛି। ସେ ଦୃ-ଶ୍ୟକୁ ଏହି ଫୋଟରେ ଆମେ ସ୍ପଷ୍ଟ ଭାବରେ ଦେଖାଇ ପାରୁନଥିଲେ ମଧ୍ୟ ଏଇ ଭାଉଜଙ୍କ ଅବସ୍ଥାକୁ ଦେଖିଲେ ଆପଣ ମାନେ ଅନୁମାନ କରିପାରୁ ଥିବେ ଯେ ତାଙ୍କୁ କିଭଳି ଭାବରେ ମା-ଡ଼ ମ-ରା ଯାଇଛି। ଏସବୁ ଯେତେବେଳେ ଅସହ୍ୟ ହୋଇଥିଲା ଥା-ନାରେ ଦ୍ୱାରସ୍ତ ହୋଇଛନ୍ତି ମହିଳା।
ଏଭଳି ଏକ ଘ-ଟଣା ଘଟିଛି କପତିପଦା ଥା-ନା ଅଞ୍ଚଳରେ। ପି-ଡିତା ମହିଳା ଜଣକ ତାଙ୍କ ସ୍ବାମୀ ଆଉ ଛୁଆକୁ ନେଇ ପୁନେରେ ରୁହନ୍ତି। ଗତ କାଲି ରାତିରେ ସେମାନେ ଘରକୁ ଫେରିଥିବା ବେଳେ ତାଙ୍କ ପରିବାର ଲୋକେ ଘରେ ପଶିବାକୁ ଦେଇ ନଥିଲେ। ମହିଳାଙ୍କ ବାପ ଘରୁ ଅଧିକ ଟଙ୍କା ଆଣିବାକୁ ଦାବି କରିବା ସହିତ ଘରେ ପଶିବାକୁ ବି-ରୋଧ କରିଥିଲେ ଶଶୁର ଘରେ ଲୋକେ। ସେହି ସମୟରେ ମହିଳା ଜଣକ ଘରେ ଥିବା ତାଙ୍କ ସୁନା ଅଳଙ୍କାର ନେବାକୁ କହିବାରୁ ତାଙ୍କ ଦିଅର ହଠାତ ତାଙ୍କୁ ମା-ଡ଼ ମା-ରିବା ସହିତ ତାଙ୍କ ସହ ଜୋର ଜବ-ରଦସ୍ତ ଦୁ-ଷ୍କର୍ମ କରିବାକୁ ଚାହୁଁଥିଲା।
ବାଡ଼ିରେ ବାଡେଇ ବାଡେଇ ଗୁରୁ-ତ୍ୱର କରିବା ସହିତ ନିଜ ବଡ଼ ଭାଇ ଓ ପୁତୁରାକୁ ଜୀବନରୁ ମା-ରିଦେବାକୁ ଚେଷ୍ଟା କରୁଥିଲା। ମା-ଡ଼ରେ ଗୁରୁ-ତ୍ୱରେ ହେବା ପରେ ପି-ଡିତା ମହିଳା ଓ ତାଙ୍କ ସ୍ବାମୀ କପତିପଦା ଥା-ନାରେ ଲିଖିତ ଅଭି-ଯୋଗ କରିଛନ୍ତି।ସେପଟେ ପୁଅ ମଧ୍ୟ ନିଜ ଦାଦାର ଏମିତି କୁକ-ର୍ମକୁ ନିଜ ଆଖିରେ ଦେଖିବା ପରେ ତାଙ୍କୁ ଧିକାର କରୁଛି। ଆଉ ସେ ସମୟର ଘ-ଟଣା କେତେ କଷ୍ଟଦାୟକ ଥିଲା ସେ ନିଜ ମୁହଁରେ ବଖାଳୁଛି।ପି-ଡିତା ମହିଳା ଏବଂ ତାଙ୍କ ସ୍ବାମୀ ଥା-ନାରେ ଲିଖିତ ଅଭି-ଯୋଗ କରିବା ପରେ ପୋ-ଲିସ ଘଟ-ଣାର ତ-ଦନ୍ତ କରୁଛି।