ମୁଁ କିନ୍ନର ବୋଲି ତୋ ପାଇଁ ଲି-ଙ୍ଗ ପରିବର୍ତ୍ତନ କଲି, ତଥାପି ବାହା ହେଲୁନି। ମୁଁ ସେଥିପାଇଁ ତୋତେ…।

ମୁଁ କିନ୍ନର ବୋଲି ମନା କରିଥିଲା ନନ୍ଦିନୀ। ତାକୁ ବାହା ହେବା ପାଇଁ ଲି-ଙ୍ଗ ପରିବର୍ତ୍ତନ କଲି ତଥାପି ମୋତେ କଷ୍ଟ ଦେଲା, ତାକୁ ଛାଡ଼ିଲିନି ନନ୍ଦିନୀକୁ ତା ଜନ୍ମଦିନରେ ଜି-ଅନ୍ତା ଜା-ଳି ଦେଲି।ହଁ ଆଜ୍ଞା ନିଷ୍ଠୁର ପ୍ରେମିକ ପୋ-ଲିସ ଆଗରେ ଏଭଳି କିଛି ବ-ୟାନ ଦେଇଛି ଯାହାକୁ ଶୁଣି ପୋ-ଲିସ ଆଶ୍ଚର୍ଯ୍ୟ ହୋଇଗଲା। ଆଉ ଏ ଘ-ଟଣା ଏବେ ପୁରା ଦେଶରେ ଚର୍ଚ୍ଚା ହେଉଛି। କେମିତି ଜଣେ କିନ୍ନର ତା ପ୍ରେମିକାକୁ ବାହା ହେବା ପାଇଁ ନିଜର ଲି-ଙ୍ଗ ପରିବର୍ତ୍ତନ କରିଥିଲା। ଆଉ ପ୍ରେମିକା ନ ମାନିବାରୁ ପ୍ରେମିକାର ଜନ୍ମଦିନରେ ତାକୁ ଜିଅନ୍ତା ଜା-ଲିଦେଲା।

ତେବେ କାହିଁକି ନିଷ୍ଠୁର ହୋଇଗଲା ଏଇ ପ୍ରେମିକ। ଲୋମ ଟାଙ୍କୁରା ଭଳି ଘ-ଟଣା ଘଟିଛି ତାମିଲନାଡୁର ରାଜଧାନୀ ଚେନ୍ନାଇରେ। ତେବେ ଜଣେ ତୃତୀୟ ଲିଙ୍ଗୀ ପୁରୁଷ ତାଙ୍କର ପୂର୍ବତନ ବାନ୍ଧବୀ ତାକୁ ବିବାହ ପାଇଁ ମନା କରିବା ପରେ ତାଳୁ ନିଆଁରେ ଜାଲି ହ-ତ୍ୟା କରିଛି ପ୍ରେମିକ।

ତେବେ ଝିଅଟିର ନାଁ ହେଉଛି ନନ୍ଦିନୀ। ତାଙ୍କର ବୟସ ୨୪ ବର୍ଷ। ଆଉ ଏପଟେ ପ୍ରେମିକ କିନ୍ନର ହେଉଛନ୍ତି ଧିତ୍ରୀ ମୋରନ। ଯିଏକି ଲିଙ୍ଗ ପରିବର୍ତ୍ତନ କରିଥିଲେ ନନ୍ଦିନୀଙ୍କୁ ବାହା ହେବା ପାଇଁ। ଧିତ୍ରୀ ମୋରନ ମଦୁରାଇ ବାସିନ୍ଦା। ଗତ କିଛି ମାସ ହେବ ସେ ଏକ ସପ୍ଟୱେର କମ୍ପାନୀରେ କାମ କରୁଥିଲେ।ଏଇ ଧିତ୍ରୀ ମୋରନ ଆଉ ନନ୍ଦିନୀ ସେଇ କମ୍ପାନୀରେ ହିଁ ଦେଖା ସାକ୍ଷତ ହୋଇଥିଲେ। ଏହା ପରେ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ସ-ମ୍ପର୍କ ଘନିଷ୍ଠ ହୋଇଥିଲା।

ତେବେ କିଛି ଦିନ ତଳେ ଧିତ୍ରୀ ମୋରନ ନନ୍ଦିନୀକୁ ବିବାହ କରିବା ପାଇଁ ପ୍ରପୋଜ କରିଥିଲେ କିନ୍ତୁ ନନ୍ଦିନୀ ତାଙ୍କୁ ବିବାହ କରିବାକୁ ମନା କରି ଦେଇ ଥିଲେ। ଧିତ୍ରୀ ମୋରନ ନିଜେ କିନ୍ନର ହୋଇଥିବା ଯୋଗୁ ଦୁଃ-ଖ ପ୍ରକାଶ କରିବା ସହିତ ମନରେ ଜିଦ ଧରିଥିଲେ ଯେ ଯେମିତି ହେଉ ନନ୍ଦିନୀଙ୍କୁ ବିବାହ କରିବେ। ଆଉ ସେଥିପାଇଁ ଧିତ୍ରୀ ମୋରନ ନନ୍ଦିନୀଙ୍କୁ ବିବାହ କରିବା ପାଇଁ ନିଜର ଲିଙ୍ଗ ମଧ୍ୟ ପରିବର୍ତ୍ତନ କରିଦେଲେ କିନ୍ତୁ ଏହା ପରେ ମଧ୍ୟ ନନ୍ଦିନୀ ତାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ।

ଆଉ ସେପଟେ ଧିତ୍ରୀ ମୋରନ ଜାଣିବାକୁ ପାଇଥିଲା ନନ୍ଦିନୀ ଆଉ କାହା ସହ ନୂତନ ସମ୍ପ-ର୍କରେ ଯୋଡି ହୋଇଯାଇଛି। ସହି ପାରୁନଥିଲା ଧିତ୍ରୀ ମୋରନ। ଯାହାକୁ ବାହା ହେବା ପାଇଁ ନିଜର ଲି-ଙ୍ଗ ବି ପରିବର୍ତ୍ତନ କରିଦେଲା ନନ୍ଦିନୀର କାହା ସହ ସମ୍ପ-ର୍କକୁ ସହି ପାରିଲା ନାହିଁ ଆଉ ପ୍ରତି-ଶୋଧ ନି-ଆଁରେ ଯେମିତି ଜଳୁଥିଲା। ସେ ନନ୍ଦିନୀଙ୍କୁ ତାଙ୍କ ଜନ୍ମଦିନରେ ସରପ୍ରା-ଇଜ ଦେବା ବାହାନାରେ ଏକ ଖାଲି ସ୍ଥାନକୁ ଡାକି ନେଇଥିଲା। ଆଉ ନନ୍ଦିନୀ ମଧ୍ୟ କଥାକୁ ଟାଳିପାରିନଥିଲା।

ଆଉ ସେଠାରେ ନନ୍ଦିନୀ ପହଁଚିବା ପରେ ତାଙ୍କୁ ପ୍ରଥମେ ଜଞ୍ଜିରିରେ ବାନ୍ଧି ଦେଇଥିଲା ଆଉ ପରେ ହାତ ଗୋଡ଼ ଓ ଗଳାକୁ ବ୍ଲେଟରେ କା-ଟି ପକାଇଥିଲା। ଛଟପଟ ହେଉଥିଲା ନନ୍ଦିନୀ ଆଉ ପ୍ରତି-ଶୋଧ ନେଇ ଚାଲିଥିଲା କିନ୍ନର ପ୍ରେମିକ ଧିତ୍ରୀ ମୋରନ। ଆଉ ନନ୍ଦିନୀଙ୍କୁ କା-ଟିବା ପରେ ତାକୁ ନି-ଆଁ ଲଗାଇ ଦେଇଥିଲା।ତେବେ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ନନ୍ଦିନୀଙ୍କର ଅଧା ଜଳିଥିବା ଶରୀରକୁ ଉ-ଦ୍ଧାର କରିଥିଲା। ଏଥି ସହିତ ୨୭ ବର୍ଷୀୟ ଧିତ୍ରୀ ମୋରନକୁ ଗି-ରଫ କରିଛି ପୋ-ଲିସ। ତା ପରେ ଏଭଳି ଗୋଟିଏ ଗୋଟିଏ ଘ-ଟଣା କାହିଁକି ସେ ନନ୍ଦିନୀଙ୍କୁ ଏଭଳି ମା-ରିଲା ସବୁକିଛି କଥା କହିଛି ପୋଲି-ସକୁ।

Leave a Reply

Your email address will not be published. Required fields are marked *