ବାହାଘରକୁ ବର୍ଷେ ପୁରିନି….ସୀମାରେ ଆତଙ୍କୀ ଗୁଳିରେ ସହିଦ ଗୋଇଗଲେ ସ୍ୱାମୀ… କାନ୍ଦୁଛନ୍ତି ସ୍ତ୍ରୀ…।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ମ-ଶାନ ଜୁଇରେ ଜ-ଳି ଗଲେ ସହିଦ ଚନ୍ଦନ ଆଉ ତାଙ୍କ ସହ ଜଳିଗଲା ନୂଆ ହୋଇ ଘରକୁ ଆସିଥିବା ସ୍ତ୍ରୀର ସବୁ ସ୍ୱପ୍ନ ସବୁ ଆଶା। ଛାତି ତଳର କୋହ ଏବେ ଲୁହ ହୋଇ ଆଖିରେ ଚକେଇ ଆସୁଛି। ସ୍ୱାମୀ ବିରହର ଯନ୍ତ୍ର-ଣାରେ ଯେମିତି ଛାତି ଫାଟି ଯାଉଛି। ହେଲେ ଏହି ସମୟରେ କିଏ ବା କାହାକୁ ବୁଝେଇବ। ଭେଣ୍ଡିଆ ପୁଅର ସହିଦ ଖବର ପାଇବା ପରେ ପୁରା ପରିବାର ଆଜି କା-ନ୍ଦ ବୋବାଳିରେ ଫାଟି ପଡୁଛି।
ଖାଲି ପରିବାର ନୁହେଁ ବିର ଯବାନଙ୍କୁ ହରାଇ ପୁରା ଦେଶ ଆଜି କାନ୍ଦୁଛି। ବାହାଘରକୁ ଗୋଟେ ବର୍ଷ ବି ପୁରିନି ୨୦୨୨ ମସିହାରେ ବେଶ ଧୁମଧାମରେ ଚନ୍ଦନଙ୍କର ବାହାଘର ହୋଇଥିଲା ନାଲ ଟୁକୁ ଟୁକୁ ସାଧବ ବହୁଟେ ପରି ନିଜ ସ୍ତ୍ରୀକୁ ସଜେଇ ସବୁ ସୁଖ ଦେବା ପାଇଁ ହାତ ଧରି ଘରକୁ ନେଇ ଆସିଥିଲେ। ସୁନାର ସଂସାର ଗଢିବେ ପିଲା ଛୁଆଙ୍କୁ ନେଇ ତାଙ୍କର ବି ଦିନେ ଘର ଅଗଣା ହସି ଉଠିବ ବୋଲି କଥା ଦେଇଥିଲେ। କେବେ ହେଲେ ସ୍ତ୍ରୀର ଆଖିରେ ଲୁହ ଆସିବାକୁ ଦେବେ ନାହିଁ ବୋଲି ବାରମ୍ବାର କହୁଥିଲେ। ଚନ୍ଦନ ନିଜ ଜୀବନ ଠାରୁ ବି ଅଧିକ ଭଲପାଉଥିଲେ ସ୍ତ୍ରୀକୁ।
ଏମିତି କେଉଁ ଦିନ ନଥିଲା ଯେ ଯେଉଁଦିନ ସେ ତାଙ୍କ ସ୍ତ୍ରୀ ସହ କଥା ହେଉନଥିଲେ। ପ୍ରତିଟି ମୁହୂର୍ତ୍ତରେ ନିଜର ଉପସ୍ଥିତିକୁ ସ୍ତ୍ରୀ ପାଖରେ ଜାହିର କରୁଥିଲେ। ହେଲେ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ସ୍ତ୍ରୀ ଦେବତା ଭଳି ପୂଜା କରୁଥିବା ବାପା ମା ଆଉ ବଡ଼ ଭାଇକୁ ଦୁଃ-ଖର ସାଗରରେ ଭସାଇ ଅଫେରା ରାଇଜକୁ ଚାଲି ଯାଇଛନ୍ତି ଚନ୍ଦନ। ଯେଉଁ ଖବର ପରେ ପୁରା ଘର ଆଜି ଶ୍ରୀହୀନ ହୋଇଯାଇଛି।
ହଁ ଆଜ୍ଞା ସେଦିନ ଥିଲା ଡିସେମ୍ବର ୨୧ ତାରିଖ କାଶ୍ମୀର ପୁଞ୍ଜ ଭାରତୀୟ ସେନା ମାନଙ୍କ ଉପରେ ହଠାତ ହୋଇଥିଲା ଆତ-ଙ୍କବାଦୀ ଆକ୍ର-ମଣ। ଆଉ ସେହି ଆକ୍ର-ମଣରେ ଘ-ଟଣା ସ୍ଥଳରେ ୪ ଜଣ ଯବାନ ସହିଦ ହୋଇଯାଇଥିଲେ। ଆଉ ସେଇ ସହିଦ ମାନଙ୍କ ଭିତରେ ଥିଲେ ନୟାଗଡ଼ ନିବାସୀ ଚନ୍ଦନ କୁମାର। ପୁଅ ସହିଦ ହେବାର ଖବର ଆସିବା ପରେ ପୁରା ଗାଁ ଯେମିତି ଶୋ-କରେ ଛାଇ ଯାଇଛି।
୨୬ ବର୍ଷୀୟ ଚନ୍ଦନ ୨୦୨୨ରେ ବିବାହ କରିଥିଲେ। ସେ ନୟାଗଡ଼ ଜିଲ୍ଲାର କୁଆରୀ ସାଲିଗଞ୍ଜ ପୋ-ଲିସ ଷ୍ଟେ-ସନ ଅଞ୍ଚଳର ନରେମୁର ଗାଁର ବାସିନ୍ଦା ବୋଲି ସୂଚନା ମିଳିଛି। ନରେମୁର ଗ୍ରାମ ନିବାସୀ ମାଲ ସିଂଙ୍କ ପୁଅ ଚନ୍ଦନ କୁମାର ୨୦୧୭ ରେ ସେନାରେ ଯୋଗ ଦେଇଥିଲେ ପୁଅ ସେନାରେ ଯୋଗ ଦେବା ପରେ ପୁରା ପରିବାରରେ ସମସ୍ତେ ବହୁତ ଖୁସି ହୋଇଯାଇଥିଲେ। ଆଉ ୨୦୨୨ ମସିହାରେ ହିନ୍ଦୁ ରୀତିନୀତି ଅନୁସାରେ ଚନ୍ଦନ ବହୁତ ଧୁମଧାମରେ ବିବାହ ମଧ୍ୟ କରିଥିଲେ। ହେଲେ ସେ ସବୁ ହସ ଖୁସି ଆଜି ଲୁ-ହରେ ପରିଣତ ହୋଇଯାଇଛି। ସମସ୍ତଙ୍କ ଆଖିରୁ ଆଜି ବହି ଯାଉଛି ଲୁ-ହ।ଏପଟେ ସ୍ତ୍ରୀର ଅବସ୍ଥା ନକହିବା ଭଲ। ସ୍ୱାମୀକୁ ଝୁରି ଝୁରି ସ୍ତ୍ରୀ ଯେମିତି ସ୍ତବ୍ଧ ପାଲଟି ଯାଇଛି।
ଏଇ ଗତ କିଛି ଦିନ ତଳେ ଚନ୍ଦନ ଛୋଟ ପୂଜା ପାଇଁ ଘରକୁ ଆସିଥିଲେ ବେଶ ହସ ଖୁସିରେ ମଜା ମସ୍ତି କରି ପୁଣି ଥରେ ଡ୍ୟୁଟିକୁ ଫେରି ଯାଇଥିଲେ ଆଉ ଗଲାବେଳେ ସ୍ତ୍ରୀକୁ କହିଯାଇଥିଲେ ମୁଁ ଫେବ୍ରୁଆରୀ ମାସରେ ପୁଣି ଘରକୁ ଆସିବି ହେଲେ ସ୍ତ୍ରୀକୁ ସବୁଦିନ ପାଇଁ ଠ-କି ଦେଇ ଚାଲିଗଲେ ଚନ୍ଦନ। ସେ ତ ଘରକୁ ଆସିଲେନି ଏମିତିକି ତାଙ୍କ ମ-ରା ଶରୀର ବି ଘରକୁ ଆସିପାରିଲାନି। ମିଳିଥିବା ସୂଚନା ଅନୁସାରେ ସହିଦ ଯବାନ ମାନଙ୍କୁ ତାଙ୍କ ସଠିକ ସ୍ଥାନକୁ ନେଇ ଅନ୍ତିମ ସଂ-ସ୍କାର କରାଯାଇଛି। ଯାହାକି ଇତିହାସରେ ପ୍ରଥମ ଘଟ-ଣା।