ମୋ ଝିଅ ଆଇସିୟୁ ରେ ୧୦-୧୨ ଲକ୍ଷ ଟଙ୍କା କେଉଁଠୁ ଆଣିବି
ଛଅ ବର୍ଷର କୁନି ଝିଅଟେ, ଜୀବନ ସହିତ ସଂ-ଘର୍ଷ କରୁଛି। କେମିତି ବଞ୍ଚିବ, ହସ୍ପିଟାଲ୍ ବାହାରେ ଲୁହ ଗଡ଼ାଉଛି ମାଆଟେ ତାର। କେମିତି ସେ ବଞ୍ଚାଇବ ନିଜ ଛୋଟିଆ ଝିଅଟେ । ଛାତ ଉପରକୁ ଯାଇଥିଲା। ମାଙ୍କଡ଼ ବୋଧ ହୁଏ ତାର ମୃ-ତ୍ୟୁର ସ-ନ୍ଦେସ କହି ପାରନ୍ତି। କିମ୍ବା ଯେମିତି ଗୋଟେ ଘ-ଟଣା ତା ସହିତ ଘ-ଟିଲା ଯେ ସେ ଛାତ ଉପରୁ ପଡ଼ି ତା ବ୍ରେନରେ ଆ-ଘାତ ଲାଗିଛି । ଆଉ ପଇସା ବର୍ତ୍ତମାନ ଦୁଇ ଜଣଙ୍କ ପାଖରେ ଅ-ଭାବ। ତାଙ୍କ ବାପା ମାଆ ସମସ୍ତ ଦାଣ୍ଡ ଦୁଆର ବୁଲି ବୁଲି ପଇସା ମାଗୁଛନ୍ତି। କିନ୍ତୁ ପଇସାର ଅଭାବ ଯେହେତୁ ଝିଅଟି କେମିତି ସୁସ୍ଥ ହେବ ସେଥିରେ ସେ ଚିନ୍ତାରେ ପଡ଼ିଛନ୍ତି। ସେଦିନ ତାକୁ ମୁଁ ଖାଇବାକୁ ଦେଇଥିଲି , ହେଲେ ସେ ଖାଇବା ନ ଖାଇ ଅଧା ଖାଇ ମୋ ପଛେ ପଛେ ପଳେଇ ଯାଇଛି। ମୁଁ ଦେଖି ନାହିଁ।
ମୁଁ ଛାତ ଉପରେ ଯେତେବେଳେ ଲୁଗା ତଳୁଥିଲି ସେ ଛାତର ଓପୋଜିଟ ସାଇଟରେ ଥିଲା ସେତେବେଳେ ମାଙ୍କଡ଼ ଆସିଥିଲା ଆଉ ସେ ଦେଖି ଭ-ୟରେ ତଳେ ପଡ଼ିଯାଇଛି। ତଳେ ଯେତେବେଳେ ପଡ଼ିଗଲା ମୁଁ ସାଙ୍ଗେ ସାଙ୍ଗେ ତଳକୁ ଆସିଛି। ତାର ବ୍ରେନରେ ମା-ଡ଼ ହେଇଥିଲା, ବହୁତ୍ ବ୍ଲିଡ଼ିଂ ହଉଥିଲା। ସାଙ୍ଗେ ସାଙ୍ଗେ ସେଠି ଲୋକ ଗଦା ହେଇଗଲେ ଆଉ ଆମେ ତାକୁ ହସ୍ପିଟାଲ୍ ନେଇଗଲୁ। ସେଠୁ ତାକୁ ରେ-ଫର କରିଦେଲେ ଆପୋଲୋରେ ଆଇ.ସି.ଇଉ. ରେ ରଖିଲୁ। ସିଏ ତା ମାମାକୁ ବହୁତ୍ ଭଲ ପାଏ।
କଉ ଛୁଆଙ୍କ ସହ ବି ଖେଳେନି। ସବୁବେଳେ ମାମା ହେଇ ପଛରେ ଗୁଡ଼ାଏ। ସବୁବେଳେ ସେ ଘରେ ମୋ ସହ ଏକା ହିଁ ରୁହେ। ଡ-ର ଲାଗୁଛି ଡାକ୍ତର ତା ବ୍ରେନକୁ ବାହାର କରି ଦେଇଛନ୍ତି। ଡାକିଲେ ବି ସେ ଶୁଣୁନି କିଛି ରେସ୍ପନ୍ସ କରୁନି। ଡାକ୍ତର ଯେତେବେଳେ ଆଇ.ସି.ଇଉ କୁ ଦେଖିବା ପାଇଁ ଛାଡ଼ିଲେ ମୁଁ ସେଠି ମାମା ବୋଲି ଡାକିଲି ଶୁଣିଲାନି। ନର୍ସମାନେ ଆସି ଯେତେ ଡ଼ାକିଲେ ଶୁଣିଲାନି। ଆମେ ଡାକ୍ତରଙ୍କୁ ପଚାରିଲୁ ଯେ କେତେ କଣ ଲାଗିବ ପଇସା। ସେ କିଛି ବି କହୁ ନାହାଁନ୍ତି।
ଖାଲି କହୁଛନ୍ତି ଆମେ ଟ୍ରିଟମେଣ୍ଟ କରୁଛୁ। ଆଉ କହିଲେ ସେ ଆଇ.ସି.ଇଉ.ରେ ଅଛି ଥାଉ ବାହାରକୁ ଆସିଲେ ଇନ୍ଫେକ୍ସନ୍ ହେବାର ଚାନ୍ସ ଅଛି। ମୋ ଝିଅ ମୋ ପାଖକୁ ଫେରି ଆସୁ, ମୋତେ ଆଉ କିଛି ଦରକାର ନାହିଁ। ମୋ ଛୁଆ ଖାଲି ମାମା ହଉଥିବ। କଉଁ ବାହାର ଛୁଆମାନଙ୍କ ସହ ମିଶେନି । ସବୁବେଳେ କୁହେ ବାପା, ମାଆ ଆଉ ମୁଁ ଆମେ ତିନି ଜଣ ବେଷ୍ଟ ଫ୍ରେଣ୍ଡ୍। ଆମେ ତିନି ଜଣ ହିଁ ବେଷ୍ଟ ଫ୍ରେଣ୍ଡ୍ ହେଇ ରହିବା ଆଉ କେହି ରହିବେନି।
ମୁଁ ଏତିକି ଚାହୁଁଛି ଯେ ମୋ ଝିଅ ଭଲ ହେଇ ଆସୁ। ପ୍ରଥମେ ଓପରେସନ ପାଇଁ ଡାକ୍ତର କହିଲେ ଅଶୀ ହଜାର ଟଙ୍କା ଦରକାର। ତ ମୁଁ ଯୋଗାଡ଼ କରି ଦେଲି। ମୋର ପଇସା ଅଭାବ ଏଥିପାଇଁ ଯେ ମୋତେ କାମ ମିଳିଲେ ପଇସା ମିଳିବ ନହେଲେ ଘରେ ବସିବୁ। ଆଉ ଏବେ ଖର୍ଚ୍ଚ ଅନୁମାନ ଦଶରୁ ବାର ଲକ୍ଷ ହେଇଯିବ। ମୁଁ ସାଙ୍ଗସାଥୀ ମାନଙ୍କ ଠାରୁ ଯୋଗାଡ଼ କରି ଦୁଇ ଲକ୍ଷ ପାଖାପାଖି ଟଙ୍କା ଦେଇସାରିଲିଣି। ଆଉ ଆମେ ଚାହୁଁଛୁ ଆମର ଆର୍ଥିକ ସହାୟତା ଏଇଥି ପାଇଁ ଦରକାର ଯେ ଆମର ଝିଅ ଭଲ ହେଇ ଘରକୁ ଫେରି ଆସୁ।