ମା’କୁ ହାତରେ ଧରି ତୀର୍ଥଯାତ୍ରା କଲା ପୁଅ, ଦେଖି ଚମକି ପଡିଲେ ଲୋକେ…।
ମା’ର ଶ-ବକୁ ଧରି ପୁଅ କଲା ତୀର୍ଥଯାତ୍ରା। ପାଟିରେ ଓଁ ନମଃ ଶିବାୟ। ହାତରେ ସୁଟକେସରେ ଭର୍ତି ମା’ର ଗଳିତ ଶ-ବ। ୮୦୦ କିଲୋମିଟର ଯାତ୍ରା ପରେ ଶ-ବ ସହ ପ୍ରୟାଗରାଜରେ ପହଁଚିଲା ପୁଅ। ମା’ର ଅନ୍ତିମ ସଂ-ସ୍କାର କରିବା ସହିତ ମା’ର ଆତ୍ମାକୁ ମୁଖ୍ୟ ଦେବା ପାଇଁ ପୁଅ ୮୦୦ କିଲୋମିଟର ଏକାକୀ ଯାତ୍ରା କରେ। ପାଟିରେ ଓଁ ନମଃ ଶିବାୟ ହାତରେ ସୁଟକେସରେ ଭର୍ତି ମା’ର ଗଳିତ ଶ-ବକୁ ଧରି ପହଞ୍ଚେ ପ୍ରୟାଗରାଜରେ। ଆଉ ତାପରେ ପୁଅ ସହ ଏମିତି କିଛି ଘ-ଟଣା ଘଟେ ଯେଉଁ ଘଟ-ଣାକୁ ପୁଅ କେବେ ସ୍ୱପ୍ନରେ ହେଲେବି ଭାବି ନଥିଲା।
ଆଜ୍ଞା ହଁ ହେଉଛି ହିମାଂଶୁ ଆଉ ତା ହାତରେ ରହିଥିବା ନୀଳ ରଙ୍ଗର ସୁଟକେସରେ ଭର୍ତି ହୋଇଛି ତା ମା’ଙ୍କର ମୃ-ତ ଦେହ। ମା’ଙ୍କର ମୃ-ତ ଦେହକୁ ଧରି ୮୦୦ କିଲୋମିଟର ଯାତ୍ରା କରିଛି ହିମାଂଶୁ। ସମୟ ଥିଲା ଡିସେମ୍ବର ୧୪ ତାରିଖ। ଭୋରରୁ ଭୋରରୁ ହିମାଂଶୁ ଘରୁ ବାହାରି ଆସି ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲା। ଆଉ କିଛି ସମୟ ପରେ ଟ୍ରେନ ଆସି ପହଁଚିଲା। ଆଉ ତାପରେ ହିମାଂଶୁ ମା’ର ଶ-ବ ସହ ଟ୍ରେନକୁ ଚଢି ଯାଇଥିଲା। ଏହି ଭଳି ଭାବରେ ଦୀର୍ଘ ୨ ଦିନ ଧରି ମା’ର ଶ-ବ ସହ କାଟିଥିଲା ହିମାଂଶୁ। ଖାଇବା ପିଇବା ଶୋଇବା ସବୁକିଛି ମା’ର ଶ-ବ ସହିତ କରୁଥିଲା। ଏଭଳି କି ମା’ ର ଶ-ବରୁ ଦୁ-ର୍ଗନ୍ଧ ଆସୁଥିଲେ ମଧ୍ୟ ହିମାଂଶୁ ଉପରେ ତାର କୌଣସି ବି ପ୍ର-ଭାବ ପଡୁନଥିଲା।
ହିମାଂଶୁର ମା’ ଜୀବିତ ଥିବା ବେଳେ ହିମାଂଶୁ ଯେଭଳି ଭାବରେ ସମୟ ବିତାଉଥିଲା ମା’ ମରିବାକୁ ୨ ରୁ ୩ ଦିନ ବିତି ଯାଇଥିଲେ ମଧ୍ୟ ମା’ ସହିତ ସେହିଭଳି ସମୟ ବିତାଉଥିଲା ହିମାଂଶୁ। ପ୍ରତିଟି କଥା ମା’କୁ କହୁଥିଲା ଏମିତିକି ଟ୍ରେନରେ ରାତିରେ ସମସ୍ତେ ଶୋଇଯିବା ପରେ ମା’ର ଶ-ବ ସହିତ କଥା ହେଉଥିଲା ହିମାଂଶୁ। ଆଉ କେବଳ ଗୋଟିଏ ହିଁ କଥା କହୁଥିଲା ମା’ ତୁ ମତେ କ୍ଷମା କରିଦେ। ମୁଁ ନିଶ୍ଚୟ ଭାବରେ ତୋ ଆତ୍ମାକୁ ଶାନ୍ତି ଦେବି। ଯେତେବେଳେ ଯାଇ ଟ୍ରେନ ଷ୍ଟେସନରେ ପହଁଚି ଥିଲା ତାପରେ ଷ୍ଟେସନରୁ ଓଲ୍ହାଇ ହାତରେ ସୁଟକେସ ଧରି ଚାଲି ଚାଲି ପ୍ରୟାଗରାଜ ପର୍ଯ୍ୟନ୍ତ ଯାଇଥିଲା ହିମାଂଶୁ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ହୋଇଯାଇଥିଲେ।
ଯଦିଓ କେହି ଜାଣିନଥିଲେ ଯେ ହିମାଂଶୁର ମା’ର ଶ-ବ ସେଇ ସୁଟକେସ ଭିତରେ ଭର୍ତ୍ତି ହୋଇଛି ବୋଲି ତଥାପି ସେଇ ଶ-ବ ଭିତରୁ ଆସୁଥିବା ଦୁର୍ଗ-ନ୍ଧରୁ ଲୋକମାନେ ସ-ନ୍ଦେହ କରିବା ଆରମ୍ଭ କରି ଦେଇଥିଲେ।ତେବେ ଏଇ ଦୃଶ୍ୟକୁ ଦେଖିବା ପରେ ଆପଣମାନେ ଭାବୁଥିବେ ଯେ ମା’ ପ୍ରତି ଥିବା ସ୍ନେହ ଭଲପାଇବା ମମତାକୁ ଭୁଲି ପାରିନି ପୁଅ ଆଉ ସେଥିପାଇଁ ଶେଷ ଥର ପାଇଁ ମା’କୁ ବିଦାୟ ଦେଇ ଏଭଳି ଭାବରେ ମା’ର ଅନ୍ତିମ ସଂ-ସ୍କାର କରିବା ପାଇଁ ପୁଅ ନେଇଯାଉଛି। ହେଲେ ଆପଣମାନେ ଭାବୁଥିବା କଥା ସତ ନୁହେଁ। ଏଠି ପୁଅଟି କୌଣସି ମହାନତା ଦେଖାଉନାହିଁ, ଇଏ କୌଣସି କଳିଯୁଗର ଶ୍ରବଣ କୁମାର ନୁହେଁ। ଏ ହେଉଛି ଗୋଟିଏ ହ-ତ୍ୟାକା-ରୀ ପୁଅ।
ସାମାନ୍ୟ ୫ ହଜାର ଟଙ୍କା ପାଇଁ ମା’ର ହ-ତ୍ୟା କରିଛି। ଆଉ ହ-ତ୍ୟା କରିବା ପରେ ପ୍ରମାଣ ଲୁଚା-ଇବାକୁ ଯାଇ ଏଭଳି ଭାବରେ ମା’ର ଶ-ବକୁ ସୁଟକେସ ଭିତରେ ପୁରାଇ ପ୍ରୟାଗରାଜରେ ଭସାଇ ମା’ର ଆତ୍ମାକୁ ମୋକ୍ଷ ଦେବାକୁ ଚାହୁଁଛି ପୁଅ। ଏହା ପଛରେ ପୁରା ଘଟ-ଣାଟି ଥିଲା ଏପରି।ସେ ଦିନ ଥିଲା ବୁଧବାର। ପୁଅ ଖାଇବ ବୋଲି ମା’ ରୋଷେଇ କରୁଥିବା ବେଳେ ହଠାତ ଘରେ ଆସି ପହଁଚି ଥିଲା ପୁଅ। ପୁଅ ମା’କୁ ୫ ହଜାର ଟଙ୍କା ଦେବା ପାଇଁ କହିଥିଲା। କିନ୍ତୁ ମା’ କହିଥିଲା ଯେ ମୋ ପାଖରେ ଟଙ୍କା ନାହିଁ। ସାଙ୍ଗେ ସାଙ୍ଗେ ମୁଁ ତୋତେ ଏତେ ଟଙ୍କା କେଉଁଠୁ ଆଣିକି ଦେବି। ଆଉ ତୁ ଏତେ ଟଙ୍କା ନେବା ପଛରେ କାରଣ କଣ?
ଏକଥା ଶୁଣିବା ପରେ ମା’ ପୁଅଙ୍କ ମଧ୍ୟରେ ଯୁ-କ୍ତିତ-ର୍କ ଆରମ୍ଭ ହୋଇଥିଲା। ଆଉ ପୁଅ ଏତେ ରା-ଗି ଯାଇଥିଲା ଯେ ମା’ର ଗଳା ଚି-ପି ଦେଇଥିଲା। ହେଲେ ସେ ଜାଣି ନଥିଲା ଯେ ତା ମା’ ଏଭଳି ଭାବରେ ମ-ରିଯିବି ବୋଲି। ଯେତେବେଳେ କିଛି ସମୟ ଧରି ତାର ହୋସ ଆସିଥିଲା ଆଉ ସେ ଜାଣିବାକୁ ପାଇଥିଲା ଯେ ସେ ତା ନିଜ ହାତରେ ତା ମା’କୁ ମା-ରି ଦେଇଛି ବୋଲି ସେତେବେଳେ ତା ମୁଣ୍ଡରେ ବୁଦ୍ଧି ପଶି ନଥିଲା। ମା’ର ଶ-ବକୁ କଣ କରିବ ବୋଲି। ସେ କିଛି ବୁଦ୍ଧି ବାଟ ପାଉନଥିଲା। ସେଥିପାଇଁ ଆଉ କିଛି ଉପାୟ ନପାଇ ସଙ୍ଗେ ସଙ୍ଗେ ଯାଇ ଗୁଗୁଲରେ ସର୍ଚ୍ଚ କରିଥିଲା। କିଭଳି ଭାବରେ ମା’ର ଶ-ବକୁ ଲୁଚା-ଇବ ଆଉ ପୋ-ଲିସ ହାତରୁ ର-କ୍ଷା ପାଇବ।
ଏଭଳି ଭାବରେ ଗୋଟିଏ ଦିନ ମୋବାଇଲରେ ସର୍ଚ୍ଚ କରିବା ପରେ ତାକୁ ଉପାୟ ମିଳିଥିଲା। ଯାହା ଦ୍ୱାରା ତାର ପାପର ପ୍ରାଯଶ୍ଚିତ ବି ହୋଇଯିବ ଆଉ ତାର ମା’ର ଆତ୍ମାକୁ ଶାନ୍ତି ବି ମିଳିପାରିବ। ଏଭଳି ଭାବରେ ମା’ର ଶ-ବକୁ ନେଇ ସମସ୍ତେ ସ-ନ୍ଦେହ କରିବେ ବୋଲି ସେଥିପାଇଁ ଏକ ସୁଟକେସରେ ମା’ର ଶ-ବକୁ ଅତି ନିର୍ମମ ଭାବରେ ଭର୍ତି କରି ହାତରେ ଧରି ନେଇଯାଇଥିଲା ପୁଅ।
ପ୍ରୟାଗରାଜରେ ପହଁଚିଲା ପରେ ରାତାରାତି ମା’ର ଶ-ବକୁ ଭସାଇ ଦେବା ପାଇଁ ଡ଼ଙ୍ଗାରେ ବସିବାକୁ ଯାଉଥିବା ବେଳେ ଧରି ନେଇଥିଲା ପୋ-ଲିସ। ହିମାଂଶୁ କହିଥିଲା ଯେ ଏହି ବ୍ୟାଗରେ ମୋର ଡ୍ରେସ ଅଛି କିନ୍ତୁ ଏହି କଥାକୁ ପୋଲିସ ବିଶ୍ୱାସ କରିନଥିଲା। କାରଣ ହିମାଂଶୁର ଚେହେରା ଦେଖିବା ପରେ ପୋ-ଲିସ ତାକୁ ସ-ନ୍ଦେହ କରି ନେଇଥିଲା। ଆଉ ସେ ବ୍ୟାଗରୁ ମଧ୍ୟ ଦୁ-ର୍ଗନ୍ଧ ଆସୁଥିଲା। ଏହାକୁ ଦେଖି ପୋ-ଲିସ ସେ ବ୍ୟାଗଟିକୁ ଦେଖିଵା ପରେ ଯାହା ଦେଖିଥିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ନୀଳ ରଙ୍ଗର ବ୍ୟାଗ ଭିତରେ ଥିଲା ହିମାଂଶୁ ମା’ର ଗଳିତ ମୃ-ତ ଦେହ। ଆଉ ସବୁ ସତ ଜାଣିବା ପରେ ସଙ୍ଗେ ସଙ୍ଗେ ତାକୁ ଗି-ରଫ କରି ଥା-ନାକୁ ନେଇଯାଇଥିଲେ। ଆଉ ତାପରେ ଗୋଟି ଗୋଟି କଥା ସବୁ ସତ କଥା ମାନିଥିଲା ଅଭି-ଯୁକ୍ତ ହିମାଂଶୁ। ଆଉ ହରିୟାଣାରେ ଏଇ ଘ-ଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।