ଅନୁଭବଙ୍କୁ ମିଳିଲା ବଡ଼ ବିଜୟ. ଅନୁଭବ ହେଲେ ଖୁସି କାନ୍ଦୁଛନ୍ତି ବର୍ଷା, ବିଚ୍ଛେଦ ପାଇଁ ହାଇକୋର୍ଟ ଦେଲା ଅନୁମତି।
ଅନୁଭବ ଏବେ ପୁରା ଖୁସ କାନ୍ଦୁଛନ୍ତି ବର୍ଷା। ଏବେ ଆଉ ଅଲଗା ହେବାରୁ କେହି ରୋକି ପାରିବେ ନାହିଁ। ବିଚ୍ଛେଦ ପାଇଁ ଅନୁମତି ଦେଇଦେଲା ହାଇକୋର୍ଟ।ଅନୁଭବକୁ ମିଳିଲା ବଡ଼ ବିଜୟ। ଖୁସିରେ ଅନୁଭବ ହେଲେ କାନ୍ଦୁଛନ୍ତି ବର୍ଷା। ଅନୁଭବ କହିଥିଲେ ମୁଁ ହାର ମାନିବି ନାହିଁ ବର୍ଷା ମୁଁ ତୁମକୁ ଦିନେ ନାଁ ଦିନେ ହରେଇବି ଆଉ ସତରେ ସେ ଆଜି ବିଜୟ ହାସଲ କରିଛନ୍ତି ଓ ବର୍ଷାଙ୍କୁ ପରାସ୍ତ କରିଛନ୍ତି। ହାଇକୋର୍ଟ ଶୁଣାଇଛନ୍ତି ବିଜୟର ରାୟ ଦେଇଛନ୍ତି ବିବାହ ବିଛେଦ ପାଇଁ ଅନୁମତି। ଏବେ ଆଉ ବର୍ଷା ହୋଇରାଣ କରିପାରିବେ ନାହିଁ ଅନୁଭବଙ୍କୁ। ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଯିବେ ଅନୁଭବ ମହାନ୍ତି।
ହଁ ଆଜ୍ଞା ପରିବାର ଅଦାଲତ ପରେ ଏବେ ସାଂସଦରେ ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷା ପ୍ରିୟାଦର୍ଶନୀଙ୍କ ପାରିବାରିକ ବିବାଦ ମାମଲା। ଯାହାକୁ ନେଇ ରାୟ ଶୁଣାଇଛନ୍ତି ହାଇକୋର୍ଟ। ବିଛେଦ ପାଇଁ ଦେଇଛନ୍ତି ଅନୁମତି। ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟଙ୍କ ନିର୍ଦେଶ। ବାରମ୍ବାର ପରିବାର ଅଦାଲତରେ ଶୁଣାଣି ହେଲା। କୋର୍ଟରେ ସମୟକୁ ଗଡାଇ ଚାଲିଥିଲେ ବର୍ଷା। ମେଣ୍ଟାଲି ହାରାସ ହେଉଥିଲେ ଅନୁଭବ। ଉଭୟଙ୍କ ମଧ୍ୟରେ କୌଣସି ଶାରୀରିକ ସମ୍ପର୍କ ନାହିଁ ବୋଲି ମଧ୍ୟ ପ୍ରମାଣିତ ହୋଇଗଲା।
ହେଲେ ଯେତେବେଳେ ପରିବାର ଅଦାଲତ ଶୁଣାଣି କଲେ ସେଥିରେ ଅନୁଭବ ମହାନ୍ତି ପୁରା ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ପରିବାର ଅଦାଲତ ଛାଡପତ୍ର ହୋଇପାରିବ ନାହିଁ ବୋଲି କହିଲେ। ଯେଉଁଥିରେ ବର୍ଷାଙ୍କର ବିଜୟ ହୋଇଥିଲା କିନ୍ତୁ ଅନୁଭବ କହିଥିଲେ କି ସେ ହାଇକୋର୍ଟରେ କେସ ଲଢ଼ିବେ ଆଉ ଆବେଦନ ମଧ୍ୟ କରିଥିଲେ। ଯାହା ପରେ ଏବେ ରାୟ ଶୁଣାଇଛନ୍ତି ହାଇକୋର୍ଟ।
ହାଇକୋର୍ଟ ଅନୁଭବଙ୍କୁ ବିଛେଦ ପାଇଁ ଅନୁମତି ଦେବା ସହ ପରିବାର ଅଦାଲତର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ପୂର୍ବରୁ ଯେଉଁ ବିଛେଦ ଆବେଦନକୁ ଅଗ୍ରାହ୍ୟ କରିଥିଲେ ପରିବାର ଅଦାଲତ ତାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ଯାହା ପରେ ଏବେ ଅଲଗା ହୋଇଯିବେ ଅନୁଭବ ମହାନ୍ତି। ଯାହାକୁ ନେଇ ସେ ବେସ ଖୁସିଥିବା ଜଣାପଡୁଛି।