ଚାଲୁଥିଲା କାର ପ୍ରେମିକା ସହ ଦୁ-ଷ୍କର୍ମ କରୁଥିଲା ପ୍ରେମିକ…ପ୍ରେମିକାର ଅଭି-ଯୋଗ ପରେ ପ୍ରେମିକକୁ ଗି-ରଫ କରିଛି ପୋ-ଲିସ।

କାର ଚାଲୁଥିଲା ପ୍ରେମିକାର ସବୁ କିଛି ଲୁ-ଟି ନେଉଥିଲା ପ୍ରେମିକ। ହଁ ଆଜ୍ଞା କାର ଆଗକୁ ଆଗକୁ ଗଡୁ ଥିଲା ପ୍ରେକିକ ତା ପ୍ରେମିକାକୁ ଦୁ-ଷ୍କର୍ମ କରୁଥିଲା। ନିଜ ପ୍ରେମିକାକୁ ମାଡି ବସିଥିଲା ପ୍ରେମିକ। ନିଜ ପ୍ରେମିକାର ଅନିଚ୍ଛା ସ୍ୱତେ ତାକୁ ବାରମ୍ବାର ଦୁ-ଷ୍କର୍ମ କରି ଚାଲିଥିଲା ପ୍ରେମିକ। ଆଉ ଏମିତି କିଛି ଅଭି-ଯୋଗ ଆସିବା ପରେ ଏବେ ବର୍ତ୍ତମାନ ରସି-କିଆ ପ୍ରେମିକକୁ ଗିରଫ କରିଛି ପୋ-ଲିସ। ଦେଖନ୍ତୁ ଏହି ଧବ ଧବଳିଆ ଚେହେରାକୁ। ଇଏ ସେଇ ପ୍ରେମିକ ନିଜ ପ୍ରେମିକାକୁ ଦୁ-ଷ୍କର୍ମ କରିଛି।

ବନ୍ଧୁଗଣ ସମସ୍ତେ କହନ୍ତି ବିଶ୍ବାସର ଅନ୍ୟ ନାମ ହେଉଛି ପ୍ରେମ। ପ୍ରେମ ଅମର ପ୍ରେମ ସତ୍ୟ ପ୍ରେମ ଶାଶ୍ୱତ। ପ୍ରେମ ହିଁ ସତ୍ୟ। ପ୍ରେମ ବୁଝେନା ଜାତି ଧର୍ମ। ସେଥିପାଇଁ ତ କୁହାଯାଏ ପ୍ରେମ ହିଁ ଅନ୍ଧ। ଆମେ ସଭିଏଁ ଜାଣିଛେ ଶୁଣିଛେ କହୁଛେ ମଧ୍ୟ। ପ୍ରେମ ମଣିଷକୁ ଅନ୍ଧ କରିଦିଏ। ଏହି ମଣିଷର ହିତାହିତ ଜ୍ଞାନ ଭୁଲାଇ ଦିଏ। ଏହି ପ୍ରେମ ପାଇଁ ମଣିଷ ବି ଅନ୍ଧ ହୋଇଯାଏ। ଏହି ପ୍ରେମ ପାଇଁ ହିଁ କାମନା ସୃଷ୍ଟି ହୁଏ। ଆଉ ଏହି କାମନା ଆଜି ଜ୍ଵ-ଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯେତେବେଳେ ଚଳନ୍ତା କାର ଭିତରେ ନିଜ ପ୍ରେମିକାକୁ ବାରମ୍ବାର ଦୁ-ଷ୍କର୍ମ କରାଯାଇଛି। ନିଜ ପ୍ରେମିକାକୁ ବାରମ୍ବାର ଦୁ-ଷ୍କର୍ମ କରିବା ପରେ ନିଜ ପ୍ରେମକୁ ବି କଳ-ଙ୍କିତ କରିଛି ଏହି ପ୍ରେମିକ ଜଣଙ୍କ। ତାହା ପୁଣି ଏକ ଚଳନ୍ତା କାରରେ।

ଆସନ୍ତୁ ଜାଣିବା ପୁରା ଘ-ଟଣା ବିଷୟରେ।

ଚଳନ୍ତା କାର ଭିତରେ ନିଜ ପ୍ରେମିକାକୁ ଦୁ-ଷ୍କର୍ମ କରିଛି ପ୍ରେମିକ। ଏମିତି ଏକ ଅଭି-ଯୋଗ ପରେ ପୋ-ଲିସ ରସି-କିଆ ପ୍ରେମିକକୁ ଗି-ରଫ କରିଛି। ଗି-ରଫ ପ୍ରେମିକ ଜଣକ ହେଉଛନ୍ତି ବାଲିଗୁଡା ବଜାର ସାହିର ଆଶିଷ ମହାପାତ୍ର। ଆଶିଷ ମହାପାତ୍ର ଏକ ଦୋକାନ କରିଥିବା ସୂଚନା ମିଳିଛି। ଆଉ ସେପଟେ ପ୍ରେମିକା ଜଣକ ଶିକ୍ଷୟିତ୍ରୀ ବୋଲି ଯାହା ଜଣା ପଡୁଛି।

ଉଭୟଙ୍କ ମଧ୍ୟରେ ପ୍ରାୟ ୧ ବର୍ଷ ହେବ ପ୍ରେମ ସମ୍ପ-ର୍କ ଗଢି ଉଠିଥିଲା। ଆଉ ଦୁହେଁ ଦୁହିଁଙ୍କୁ ବିବାହ କରିବେ ବୋଲି ଶ-ପଥ ନେଇଥିଲେ। ପ୍ରେମିକା ଶିକ୍ଷୟିତ୍ରୀଙ୍କୁ ପ୍ରେମିକ ନିଜ ଘରକୁ ନେଇଥିଲା। କିନ୍ତୁ ପ୍ରେମିକ ଆଶିଷର ଘର ଲୋକେ ପ୍ରେମିକାକୁ ବିବାହ କରିବା ପାଇଁ ମନା କରିଦେଲେ। ଆଉ ତାପରେ ଶିକ୍ଷୟିତ୍ରୀ ପ୍ରେମିକାକୁ ଠିକଣା ସ୍ଥାନରେ ଛାଡିବାକୁ ଆଣିଥିଲେ। ଆଉ ଗାଡ଼ିରେ ଆଣିବା ବେଳେ ମନ ଭରି ଉପଭୋଗ କରିଥିଲେ। ଶିକ୍ଷୟିତ୍ରୀଙ୍କୁ ଅନିଚ୍ଛା ସ୍ୱତେ ତାଙ୍କୁ ବାରମ୍ବାର ଦୁ-ଷ୍କର୍ମ କରିଥିଲେ। ଆଉ ବାଲିଗୁଡା ଆସିବା ପରେ ସିଧା ଆଶିଷକୁ ଗି-ରଫ କରିଥିଲା ପୋ-ଲିସ। ଆଉ ଏବେ ରସି-କିଆ ଆଶିଷ ଥା-ନା ହାଜତ ଭିତରେ।

Leave a Reply

Your email address will not be published. Required fields are marked *