ଚା’ ପିଇବା ହେଲା କାଳ । ଚା’ ପିଇବାକୁ ସ୍କୁଟିରେ ଯାଇଥିଲେ ହେଲେ ଫେରିଲା… କାନ୍ଦ ବୋବାଳିରେ ଫାଟିପଡୁଛି ପରିବାର.. ।
ତେବେ ଦର୍ଶକ ବନ୍ଧୁ ଦୁର୍ଘ-ଟଣା କେବେ କେମିତି ସମ୍ମୁଖକୁ ଆସି ଯାଇଥାଏ ତାହା ଜଣା ମଧ୍ୟ ପଡିନଥାଏ । କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ନିମିଷକ ମଧ୍ୟରେ କଣ ସବୁ ଘଟିଯିବ ସେ କଥା କହିବା କାହାରି ପକ୍ଷେ ଅସମ୍ଭବ । କିନ୍ତୁ ଦର୍ଷକବନ୍ଧୁ ନିକଟରେ ଘଟିଥିବା ଏକ ଦୁର୍ଘ-ଟଣା ବିଷୟରେ ଆପଣ ହୁଏତ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । ବିଧିର ବିଧାନ ବଡ଼ ଅଜବ ।
ନିମିଷକ ମଧ୍ୟରେ କଣ ସବୁ ଘଟିଯିବ ସେ କଥା କହିବା କାହାରି ପକ୍ଷେ ଅସମ୍ଭବ । ତେବେ ନିକଟରେ ଦେଖିବାକୁ ମିଳିଛି ସେମିତି ଏକ ଘ-ଟଣା । ଏମିତି ଭି ଆସେ ମୁ-ତ୍ୟୁ । ଚା’ ପିଇବାକୁ ସ୍କୁଟିରେ ଯାଇଥିଲେ । କିନ୍ତୁ ସେ କଣ ଜାଣିଥିଲେ ଏ ଚା’ ପିଇବା ତାଙ୍କର ଶେଷ ଦିନ ହୋଇଯିବ ବୋଲି । ଚା’ ପିଉ ଫେରୁଥିବା ବେଳେ ତାଙ୍କ ସହ ଘଟିଲା ଦୁର୍ଘ-ଟଣା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ପରିବାର ପକ୍ଷରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଏବେ କାନ୍ଦ ବୋବାଳିରେ ଫାଟିପଡୁଛି ପରିବାର ।
ପୁଅର ଏଭଳି ମୃ-ତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ବାପା ମା । ବନ୍ଧୁଗଣ ସୂଚନା ମୁତାବକ ଘରେ କ୍ଷୀର ନଥିବାରୁ ଚା ପିଇବା ପାଇଁ ସ୍କୁଟିରେ ଯାଇଥିଲେ ଦୋକାନକୁ ଚା ପିଇବା ପାଇଁ । କିନ୍ତୁ ଚା ପିଇ ସାରିବା ପରେ ତାଙ୍କ ସହ ଘଟିଗଲା ଏକ ଭ-ୟଙ୍କର ଦୁର୍ଘଟଣା । ଦୋକାନରୁ ଚା ପିଇକି ଘରକୁ ଫେରି ଯାଇଥାନ୍ତେ । କିନ୍ତୁ ତାଙ୍କ ଜୀବନ ଦୀପ ସବୁଦିନ ପାଇଁ ଲିଭିଗଲା । ଚା ପିଇବା ପରେ ସ୍କୁଟି ଷ୍ଟାର୍ଟ କରିଥିଲେ । କିନ୍ତୁ ହଠାତ୍ ଦ୍ରୁତ ଗତିରେ ଏକ ଟ୍ରାକ୍ଟର ପଛପଟୁ ଆସି ସ୍କୁଟିକୁ ଧ-କ୍କା ଦେଇଥିଲା ।
ଯାହା ଫଳରେ ମାଧବ ସାହୁ ଘଟଣା ସ୍ଥଳରେ ପଡ଼ି ଯାଇଥିଲେ ଏହାପରେ ଟ୍ରାକ୍ଟର ମାଧବ ସାହୁଙ୍କ ଉପରେ ଚଢ଼ି ଯାଇଥିଲା । ସ୍ଥାନୀୟ ଲୋକେ ଏହାଦେଖି ପରିବାରଙ୍କୁ ଖବର ଦେଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ତେବେ ମୃତ ମାଧବ ଯାଜପୁର ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଫଳ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ ।