ରାସ୍ତାରେ ଯାଉଥିଲେ ପ୍ରେମୀ ଯୁଗଳ ଭାଙ୍ଗିଗଲା ଗାଡିର ଆଗ। ଚକା ବ୍ରିଜ ତଳକୁ ପଡୁ ପଡୁ ଅଳ୍ପକେ ବଞ୍ଚିଗଲେ ପ୍ରେମୀଯୁଗଳ।
ରାସ୍ତାରେ ଯାଉଥିଲେ ପ୍ରେମୀ ଯୁଗଳ ଭାଙ୍ଗିଗଲା ଗାଡିର ସକପଚର। ଅଟୋରେ ପଡିଲେ ଆଉ ଛିଟିକି ପଡିଲେ। ବ୍ରିଜ ତଳକୁ ଯାଉ ଯାଉ ବଞ୍ଚିଗଲେ। ଲକ୍ଷେରୁ ଅଧିକ ଟଙ୍କାର ଗାଡିବି ଭାଙ୍ଗିଗଲା। ଗାଡିର ବେଗକୁ ସମ୍ଭାଳି ପାରିଲା ନାହିଁ ପ୍ରେମିକ।ଗାଡ଼ିରୁ ଅଲଗା ହୋଇଗଲା ସକଚକ ।
ହଁ ଆଜ୍ଞା ବ୍ରିଜ ଉପରେ ଘଟିଛି ଭ-ୟଙ୍କର ଦୁର୍ଘ-ଟଣା। ଗାଡ଼ିରୁ ଚକା ଅଲଗା ହୋଇଯାଇଛି। ରାସ୍ତା ଆରପାରିକୁ ଛିଟିକି ପଡିଛନ୍ତି ପ୍ରେକିକ ପ୍ରେମିକା। ଉଭୟ ଗୁରୁତ୍ୱର ଭାବେ ଆ-ହତ ହେବା ପରେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏମିତି କିଛି ଘଟ-ଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଆଚାର୍ଯ୍ୟବିହାର ଓଭର ବ୍ରିଜ ଉପରେ। ଭାଗ୍ୟ ଭଲ ଥିବାରୁ କେହି ପଡିନାହାନ୍ତି ବ୍ରିଜ ତଳକୁ। ଯଦି ଗଳି ପଡ଼ିଥାନ୍ତେ ତାହେଲେ ଅବସ୍ଥା କଣ ଯେ ହୋଇଥାନ୍ତା ତାହା ଭଗବାନ ଜାଣିଛନ୍ତି।
ଟିକେ ଏଇ ଫୋଟଟିକୁ ଦେଖନ୍ତୁ କେମିତି ଗାଡିଟି ପଡିଛି। ଗାଡିଟିର ସକଚକ ସହ ଗାଡିର ଆଗ ଚକା କେମିତି ଅଲଗା ହୋଇଯାଇଛି। ଏ ହେଉଛି ପଲସର ଗାଡି। ଏବେ ପୁରା ଭାଙ୍ଗିଛି ମଝି ବ୍ରିଜ ଉପରେ। ଖବର ମୁତାବକ ବ୍ରିଜ ଉପରେ ଏକ ଓଟ ଛିଡା ହୋଇଥିଲା। ଓଟ ଡ୍ରାଇଭରଙ୍କ ଓଲାରୁ ଏକ ଟିଙ୍କ ଲାଗିଥିଲା। ସେଥିପାଇଁ ବ୍ରିଜ ମଝିରେ ଓଟକୁ ରାସ୍ତା କଡ଼କୁ ସାଇଟ କରିଦେଇ ବୁକିଂ କରିବା ପାଇଁ କଲ ଉଠାଇଥିଲେ।
ଆଉ ଏତିକିବେଳେ ପ୍ରେମୀ ଯୁଗଳ ପଛପଟୁ ଆସି ଓଟରେ ଧ-କା ଦେଇଥିଲେ। ଗାଡିର ବେଗ ୮୦ ରୁ ୯୦ଥିବାରୁ ଲକ୍ଷେରୁ ଅଧିକ ଟଙ୍କାର ବାଇକ ଭାଙ୍ଗିଯାଇଛି।ସେପଟେ ଦୁର୍ଘ-ଟଣା ହେବା ପରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ଯାଇଥିଲେ ଉଭୟ ପ୍ରେମୀ ଯୁଗଳ। ଏହି ଗାଡିର ଆଗରେ ଲେଖାଯାଇଛି ଆର୍ମି ବୋଲି। ଏଥିରୁ ଜଣା ପଡୁଛି ଏହି ଗାଡିଟି କେଉଁ ଆର୍ମିରେ ଥିବା କୌଣସି ବ୍ୟକ୍ତିଙ୍କର।