ବସ୍ ଚାଲୁଥିଲା କଣ୍ଡକ୍ଟର ମାଡ଼ି ବସିଥିଲା…
ଚାଲୁଥିଲା ବସ୍। ଯୁବତୀଙ୍କୁ ମାଡ଼ି ବସିଥିଲେ ଡ୍ରାଇଭର ଆଉ କଣ୍ଡକ୍ଟର। ପୁଣି ନି-ର୍ଭୟା ଭଳି ଘଟାଇଲେ ଅମା-ନୁଷିକ କା-ଣ୍ଡ। ଡ୍ରାଇଭର ଆଉ କଣ୍ଡକ୍ଟରଙ୍କୁ ବର୍ତ୍ତମାନ ପୋ-ଲିସ ଗି-ରଫ କରିଛି।ଡ୍ରାଇଭର ଆଉ କଣ୍ଡକ୍ଟରଙ୍କୁ ବର୍ତ୍ତମାନ ପୋ-ଲିସ ଧରି ସାରିବା ପରେ ଏମାନଙ୍କୁ ବି ମୃ-ତ୍ୟ ଦ-ଣ୍ଡ ଦିଆଯାଉ ବୋଲି ଲୋକେ ସୋସିଆଲ ମିଡ଼ିଆରେ ଅପିଲ କଲେଣି। ଦର୍ଶକ ବନ୍ଧୁ ପୁଣି ଏକ ନିର୍ଭ-ୟା ଭଳି କା-ଣ୍ଡ ଘଟିଛି। ବସ୍ ଚାଲୁଥିବା ବେଳେ ଚଳନ୍ତା ବସରେ ଯୁବତୀ ଜଣଙ୍କୁ ଗଣ ଦୁ-ଷ୍କର୍ମ କରାଯାଇଛି। ଡ୍ରାଇଭର ଆଉ କଣ୍ଡକ୍ଟର ବାରମ୍ବାର ଦୁ-ଷ୍କର୍ମ କରାଯାଇଥିବା ଅଭି-ଯୋଗ ହୋଇଛି। ଏବେ ଯୁବତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁ-ତର ରହିଛି।
ହଁ ରାଜଧାନୀ ଦିଲ୍ଲୀ ନୁହେଁ,ଏଥର ଜୟପୁରରୁ ଆସିଛି ଏଭଳି ଏକ ଅଭା-ବନୀୟ ଘ-ଟଣା। ଯେଉଁଠି ବସ୍ ଚାଲିଛି ଆଉ ଯୁବତୀଙ୍କୁ ମାଡ଼ି ବସିଛନ୍ତି। ଦର୍ଶକ ବନ୍ଧୁ ଏ ପୁଣିଥରେ ନିର୍ଭୟା କା-ଣ୍ଡ ଠାରୁ ଆହୁରି ଏକ ଭ-ୟଙ୍କର ଘ-ଟଣା ଘଟିଛି ଜୟପୁରରେ। ଗତକାଲି ଏକ ବସ୍ ଡ୍ରାଇଭର ଆଉ କଣ୍ଡକ୍ଟର ଏକ ଯୁବତୀଙ୍କୁ ବସ୍ ଭିତରେ ଗଣ ଦୁ-ଷ୍କର୍ମ କରିଥିବା ଅଭି-ଯୋଗ ହୋଇଛି। ପୀ-ଡ଼ିତା ଜଣକଙ୍କ ଅଭି-ଯୋଗ ଆଧାରରେ ଉକ୍ତ ଡ୍ରାଇଭର ଆଉ କଣ୍ଡକ୍ଟରଙ୍କୁ ଗିର-ଫ କରିଛି ପୋ-ଲିସ। ଦର୍ଶକ ବନ୍ଧୁ ସେମାନଙ୍କୁ ମୃ-ତ୍ୟୁଦ-ଣ୍ଡ ଦିଆଗଲା ଏଥିପାଇଁ ଏଭଳି ଘ-ଟଣା ଆଉ କେବେ ନ ଘଟୁ । କିନ୍ତୁ ପୁଣିଥରେ ଚଳନ୍ତା ବସରେ ଆଉ ଜଣେ ଯୁବତୀଙ୍କୁ ଗଣ ଦୁ-ଷ୍କର୍ମ କରାଯାଇଛି। ଦର୍ଶକ ବନ୍ଧୁ କାଳେ ଯୁବତୀଙ୍କର ଚି-ତ୍କାର ବାହରକୁ ଶୁଭିବ ସେଥିପାଇଁ ବସ୍ ଷ୍ଟାର୍ଟ ମୁଡ୍ ରେ ଥିଲା ଆଉ ଗୀତ ବାଜୁଥିଲା। ଗୀତର ଭଲ୍ୟୁମକୁ ଏତେ ଜୋରରେ ଦିଆଯାଇଥିଲା କି ଝିଅର ଚି-ତ୍କାର ବସ୍ ଭିତରୁ ବାହାରକୁ ବାହାରି ପାରୁ ନଥିଲା।
ବସ୍ ଚାଲୁଥିଲା ଯୁବତୀଙ୍କୁ ଏମାନେ ଦୁ-ଷ୍କର୍ମ କରୁଥିଲେ। ଆଉ ସେହି ଡ୍ରାଇଭର ଆଉ କଣ୍ଡକ୍ଟରଙ୍କୁ ପୋ-ଲିସ ବର୍ତ୍ତମାନ ଗି-ରଫ କରିଛି। ଏବେବି ଯୁବତୀଙ୍କ ଅବସ୍ଥା ଗୁରୁ-ତର ରହିଛି। ଯୁବତୀ ଜଣକ ଡିସେମ୍ବର ୯ ତାରିଖ ସନ୍ଧ୍ୟାରେ କାନପୁର ଭିଡ଼ିଓ କୋଚ୍ ବସରେ ଜୟପୁର ଆସିବା ପାଇଁ ବସିଥିଲେ। ବସର ସମସ୍ତ ସିଟ୍ ଫୁଲ୍ ହୋଇଥିବାରୁ ଡ୍ରାଇଭର ଅନ୍ୟ ସାତ ଆଠ ଜଣଙ୍କ ସହିତ ବସ୍ କ୍ୟାବିନରେ ଯୁବତୀଙ୍କୁ ବସାଇଥିଲେ। ହଁ ଆଗରେ ଯୁବତୀ ବସିଥିଲେ। ତେବେ କ୍ୟାବିନରେ ବସିଥିବା ସମସ୍ତ ଲୋକ ରାତିରେ ନିଜ ନିଜ ସ୍ଥାନରେ ଓହ୍ଲାଇ ପଡ଼ିଥିଲେ। କିନ୍ତୁ କ୍ୟାବିନରେ ଯୁବତୀ ଜଣକ ଏକୁଟିଆ ରହି ଯାଇଥିଲେ।
ତେବେ ଯୁବତୀଙ୍କୁ ଏକୁଟିଆ ଦେଖି ବସର ସ୍ଲିପର୍ ସିଟରେ ଶୋଇବାକୁ କହିଥିଲେ ଡ୍ରାଇଭର। ଆଉ ଏହାର କିଛି ସମୟ ପରେ ଡ୍ରାଇଭର ଯୁବତୀଙ୍କ ପାଖକୁ ଆସି କଣ୍ଡକ୍ଟର ଗାଡ଼ି ଚଳାଉଥିଲା ଆଉ ଡ୍ରାଇଭର ମାଡ଼ି ବସି ଥିଲା। ଆଉ ତାପରେ ଡ୍ରାଇଭର ଗାଡ଼ି ଚଳାଉଥିଲା କଣ୍ଡକ୍ଟର ମାଡ଼ି ବସିଥିଲା। ଝିଅର ଚି-ତ୍କାର ଯେମିତି କେହି ନ ଶୁଣିବେ ମ୍ୟୁଜିକର ସାଉଣ୍ଡ ବା ଭଲ୍ୟୁମକୁ ଜୋର୍ କରାଯାଇଥିଲା। ହେଲେ ଜଣେ ଯାତ୍ରୀ ଯୁବତୀଙ୍କ ଚି-ତ୍କାର ଶୁଣିବା ପରେ ବସକୁ ଜବ-ରଦସ୍ତ ଅଟକାଇ ଥିଲେ। ଆଉ ଏହା ପରେ ସତ ସବୁ ସାମ୍ନାକୁ ଆସିଥିଲା। ପୋ-ଲିସ୍ ଘଟ-ଣାସ୍ଥଳରେ ପହଞ୍ଚିଥିଲା ଉଭୟ ଡ୍ରାଇଭର ଆଉ କଣ୍ଡକ୍ଟରଙ୍କୁ ଗି-ରଫ କରିଥିଲା। ଆଉ ଏବେ ସେହି ଯୁବତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁ-ତର ରହିଛି।