ମୋ ସ୍ତ୍ରୀ ର ଖାଲି ଟଙ୍କା ଦରକାର..
ମୋ ସ୍ତ୍ରୀ ଘରୁ ସବୁକିଛି ସୁନା ରୂପା ଲୁ-ଟ୍ ବାହାଘର ହେଇଥିଲା ଆଜ୍ଞା ମୋର ୫ ଡିସେମ୍ବର ୨୦୨୧ମସିହାରେ। ତାପରଠୁ ଆସ୍ତେ ଆସ୍ତେ ଆମର ଚାଲିଥିଲା ମାସେ ଦେଢ଼ ମାସେ ଭଲ ସମ୍ପ-ର୍କ ରହିଲା ସବୁକିଛି। ତାପରଠୁ ମୋର ପ୍ରତିଟି ଛୋଟ ଛୋଟ କଥା ସବୁ ମୋ ସ୍ତ୍ରୀ ତାଙ୍କ ଘରେ ଜଣାଏ। ଯାହାରକି କଲ୍ ରେ-କର୍ଡିଂ ଏବେ ବି ଅଛି ଆମ ପାଖରେ। ତାହା ବି ଆମେ ଆପଣଙ୍କୁ ଦେଇପାରିବୁ। ହଁ ଆଜ୍ଞା ମୋ ଶାଶୁ ଯେଉଁ ଯେଉଁ ଶୋ-ଧା ବକା କରିଛନ୍ତି ତାହାର ବି କଲ୍ ରେ-କର୍ଡ଼ିଂ ଅଛି। ତାହା ବି ଆମେ ଆପଣଙ୍କୁ ହସ୍ତାନ୍ତର କରିବୁ। ପ୍ରତିଟି କଥାରେ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମୋ ସ୍ତ୍ରୀ ସଦାବେଳେ କୁହେ ଯେଉଁଠି ଟଙ୍କା ସେଇଠି ସବୁକିଛି। ଯେଉଁଠି ଟଙ୍କା ନାହିଁ ତ ସେଠି କିଛି ନାହିଁ। ଟଙ୍କା ଦେବି କଣ, ମୋ ସ୍ତ୍ରୀକୁ ମୁଁ ଚଳାଏ।
ପରିବାର ଗୋଟେ ଜାଗାରେ ରହି ଚଳୁ ନା। ଆମେ ଟଙ୍କା କଣ ପାଇଁ ଦେବୁ। ତାଙ୍କ ଘର ଲୋକେ ସବୁ ବତାଶିକ୍ଷା କରନ୍ତି।ରହିଛନ୍ତି ତାଙ୍କ ପରିବାରର ଯେତିକି ସଦସ୍ୟ ସବୁ ତାଙ୍କୁ ବତାଶିକ୍ଷା କରନ୍ତି।କଣ କଣ ବତାନ୍ତି କଣ ନାଇଁ ସବୁ ତାର ରେ-କର୍ଡିଂ ବି ରହିଛି। ଯେଉଁ କୁଶିକ୍ଷାମାନ ବତାନ୍ତି ମହିଳା କମିଶନ ଆସିଥିଲୁ କିଛି କୁଶିକ୍ଷାର ତଥ୍ୟ ଆମେ ଦେଖେଇବୁ ବୋଲି। କିନ୍ତୁ ଶୁଣିଲେନି ଆଜ୍ଞା କିଛି । ମୋ ଦେଢ଼ଶାଶୁ ଆସି ମୋ ଘର ଦୁଆରେ ମୋ ଝିଅକୁ ଧରିକି ମୋ ଝିଅର ଡ୍ରେସ୍ ଫାଡିକି ଫିଙ୍ଗିବ ଅଳିଆ ଗଦାରେ। ତାର ଭିଜୁଆଲ ମଧ୍ୟ ଅଛି ଆପଣମାନଙ୍କୁ ମୁଁ ଦେବି। ବାରମ୍ବାର ଆସନ୍ତି, ବିଭିନ୍ନ ଆଳ ନେଇକି ଆସନ୍ତି ତା ସହ କଥା ହେବା ପାଇଁ। ସେ ଗ-ଣ୍ଡୋଗୋ-ଳ କରିବେ ବୋଲି ଆମେ ଲୋକ ନେଇ ଆସିବାରୁ ଆମେ ଆଜ୍ଞା ତାଙ୍କୁ ଦୁଆର ବନ୍ଦ କଲୁ। ତଥାପି ସେମାନେ ଆସନ୍ତି। ଲୋକ ଦଳ ବଳ ନେଇକି ଆସନ୍ତି ଆଜ୍ଞା।
ସେଥିପାଇଁ ମୁଁ କହିଲି ଏମିତି ଲୋକ ଦଳବଳ ନେଇକି ମୋ ଦୁଆରକୁ ଆସନ୍ତୁନି। ଲୋକ ସାହି ପଡ଼ିଶା ଦେଖିଲେ କଣ କହିବେ। କାହିଁକି ଲୋକ ଦଳବଳ ନେଇକି ଆସୁଛନ୍ତି ଆମ ଘରେ ଗ-ଣ୍ଡୋଗୋ-ଳ କରିବାକୁ। ଡକୁମେଣ୍ଟ ଦେଇ ନଥିଲି ଆଜ୍ଞା ମୋ ସ୍ତ୍ରୀର ଅଙ୍ଗନୱାଡିରେ ନାଁ ଲେଖେଇବା ପାଇଁ ତାର ଡକୁମେଣ୍ଟ ଦେଈ ନଥିଲି ତାହାର ଯୁ-କ୍ତି ତ-ର୍କ ଲଗାଇଛନ୍ତି ମୋ ଦେଢ଼ଶାଶୁ। ତାହାର ଭିଜୁଆଲ କଲ୍ ରେ-କର୍ଡିଂ ଅଛି ମୁଁ ହସ୍ତାନ୍ତର କରିବି। ଝିଅର ଆଧାର କାର୍ଡ ଆଉ ଅଙ୍ଗନୱାଡ଼ିରେ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଖୋଲା ହବ ତା ଆକାଉଣ୍ଟକୁ ପଇସା ଆସିବା ପାଇଁ ସେହି ସମୟରେ ଆଜ୍ଞା ସ୍ତ୍ରୀକୁ କହିଥିଲି ତୁ ଘରୁ ଡକୁମଣ୍ଟ ମଗା। ମୋ ସ୍ତ୍ରୀ ସହିତ ଯୁ-କ୍ତି ତ-ର୍କ କରିଛନ୍ତି ମୋ ଦେଢ଼ଶାଶୁ। ତାର ବି ରେ-କର୍ଡିଂ ରହିଛି ସେ ଯାହା ସବୁ କହିଛନ୍ତି। ଆପଣ ଶୁଣି ତାହା ବିଚାର କରିବେ।
ଶେଷରେ ସେମାନେ ଯାହା କଲେ କଲେ ମୋ ଘରେ ମୁଁ ରଖିଥିଲି ସଉଦାପତ୍ର ଆଣିବା ପାଇଁ ଦଶରୁ ବାର ହଜାର ଟଙ୍କା ତାକୁ ନେଇ ଯାହା ସୁନା ଜିନିଷ ଥିଲା ତାକୁ ନେଇ ରାତାରାତି ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଲେ ୧୪.୧୦.୨୦୨୩ରେ ସଡନ୍ ଆସି ସନ୍ଧ୍ୟା ବେଳେ ପହଞ୍ଚିଲେ । ଆଉ କହିଲେ ଆମେ ଆମ ଝିଅକୁ ନବୁ। ସେମାନେ ଚାରି ପାଞ୍ଚ ଜଣ ଆସିଥିଲେ ମୋ ଭଉଣୀକୁ ତଣ୍ଟି ଚି-ପି ବାଡ଼େଇ ଥିଲେ ଆଉ ତାର ବ୍ଲଡ୍ କାଢ଼ି ଦେଇଥିଲେ।ତାର ବି ଫୋଟୋ ଅଛି। ସେ ମୋ ନାଁରେ ମିଥ୍ୟା ଅଭି-ଯୋଗ କରି ଓକିଲ ସହାୟତାରେ ମୋ ନାଁରେ ମି-ଥ୍ୟା ଅଭି-ଯୋଗ ଲଗାଉଛନ୍ତି। ଯୌ-ତୁକ ନିର୍ଯ୍ୟା-ତନା ଏସବୁ ଭୁଲ୍ ଏସବୁ ସଂପୂର୍ଣ୍ଣ ମି-ଥ୍ୟା।