ଅର୍ଚ୍ଚନାଙ୍କୁ ଦେଖି ଲାଗିଲା ଜେ-ଲ ରୁ ନୁହେଁ ପାର୍ଲର ରୁ ବାହାରିଲେ

ପ୍ରଥମତଃ ଯେଉଁ ଅର୍ଚ୍ଚନା ନାଗ ନାଁଟା କହିଲେ, ତାଙ୍କୁ କୋଟି ନମସ୍କାର, ପ୍ରଣାମ ମୋ ତରଫରୁ। କାହିଁକି ଏ ଜିନିଷଟା କହୁଛି। ଜଷ୍ଟ ଗୋଟେ ନର୍ମାଲି କହିଲି ସେମିତି କିଛି ନାହିଁ। ଏବେ ଯେଉଁ ଆସିଲା ବେଳେ ଆଗ ଭଳିଆ ଦେଖିବା କି ଏବେ ଭଳିଆ ଦେଖିବା ସେମିତି କିଛି ନାହିଁ। ସିଏ ଆଗଠୁ ଏବେ ପୁରା ଷ୍ଟ୍ରଙ୍ଗ ଅଛନ୍ତି। ସିଏ ଯେତେବେଳେ ଜେଲରୁ ବାହାରିଲେ ଆପଣ ଦେଖିବେ, ମୋତେ ଲାଗିଲା ସେ ଯେମିତି ପାର୍ଲରରୁ ବାହାରିଲେ। ଆମର ଭାଈ ଜଣେ , ଭାଈ ତ ନୁହେଁ ସାଙ୍ଗ ଜଣେ। ଗୋଟେ ଜେ-ଲକୁ ଆସିଥିଲା ଦେଖିଥିବେ । ତା ନାଁ ହେଉଛି ଉଦିତ୍ ନାୟକ। ସିଏ ଯେତେବେଳେ ଜେଲରୁ ବାହାରିଥିଲା, ସେ ସେତେବେଳେ ମଲାଣ୍ଡିଆ ସାପ ଭଳି ବାହାରିଥିଲା। ଦେହରେ ଆଉ ଜୀବନ ନଥିଲା। କାହିଁକି ନାହିଁ ନା ଦୁନିଆଁ ଦୁଶ୍ଚିନ୍ତା ଭିତରେ, ଅଭାବ ଭିତରେ ରହିକି ଦେହ କଣ୍ଟିଆ ହେଇ ଯାଇଥିଲା।

ଦେହରେ ଆଉ ଜୀବନ ନଥିଲା । କିନ୍ତୁ ଆମ ମ୍ୟାଡ଼ାମ୍ ଆସିଲେ ବିଶ୍ୱାସ କର ,ମୁଁ କାଲି ଦେଖୁଥିଲି ଗୋଟେ ନ୍ୟୁଜ୍ । ସେଥିରେ ଯେଉଁ ଇଂଲିଶ କହିଲେ ମୁଁ ସେଠି ଯାଇ ଗୋଟେ କମେଣ୍ଟଟେ ଲେଖିଦେଲି। ମ୍ୟାଡ଼ାମ୍ ଇଂଲିଶ କହୁଛନ୍ତି ମାନେ ସତ କହୁଥିବେ। ମୋର କହିବା କଥା ହେଲା ଏଠି ଆମେ ଦୋ-ଷ ଦେବା କାହାକୁ। ତମେ ଦେଲ , ତମେ କଲ ସିଏ ନେଲା। ଏଥିରେ ତାର ଦୋଷ କାହିଁକି ହେଲା। ତମେ ଆସି କାହିଁକି ତାଙ୍କୁ ବଦ-ନାମ୍ କରୁଛ। ମୁଁ ବୁଝି ପାରୁନି ଆମ ଦେଶରେ, ଆମ ଓଡ଼ିଶାରେ ଏଇ ଯଉଁ ଚୋର, ଖଣ୍ଟ, ଟାଉଟର, ଦଲାଲ୍ ଏମାନଙ୍କୁ ଏତେ ଇମ୍ପୋର୍ଟାନ୍ସ୍ କଣ ପାଇଁ। ତେଣୁ କରି ଏବେ ଯେଉଁ ଅର୍ଚ୍ଚନା ନାଗ ମ୍ୟାଡ଼ାମ୍ ବାହାରିଲେ ବର୍ତ୍ତମାନ ତାଙ୍କ ଫ-ଣା ପୁରା ହାୟ ଅଛି। ଦୟାକରି ଆପଣ ମାନେ ସବୁ ସାଇଟ୍ ହେଇଯାଅ। ଯେଉଁମାନେ ସବୁ ତାଙ୍କୁ ପେଡ଼ି ଭିତରେ ଭରି କରି ରଖିଥିଲ।

ନହେଲେ ତମ ପେଡ଼ି ସବୁ ସେ ତଳ ପଟୁ ଖାଲି କରିଦବ। ଦୟାକରି ତମେ ଏବେ ସବୁ ଫାଙ୍କା ରହି ତାକୁ ସାଇଟ୍ ଦେଇଦିଅ। କାହିକିଁନା ବର୍ତ୍ତମାନ ଦେଖ ସେ ଏବେ କାଲା ଯାଦୁକରୀ ବାହାରିଲେଣି।କୋର୍ଟ ଏକା ଗଲେଣି ମାନେ ତମର ଏବେ ବେଳା ଖରାପ,ଦେଖ ତମ ଶୁକ୍ରରେ ଶନି ବସିପଡ଼ିଲା ବୋଲି ଜାଣ। ମଲ ତମେ ଏଥର। ସବୁ ହେଉଛି ଭଗବାନ୍ ଯାହା ତମ ଭାଗ୍ୟରେ ଲେଖିଛନ୍ତି , ତମକୁ ଏତିକି ଜିନିଷଟା ଏତିକି ସମୟରେ ମିଳିବ । ତମକୁ ସେଇ ଜିନିଷଟା ନିଶ୍ଚିତ ମିଳିବ। ଆଉ ଯେମିତି ହଉ ମିଳିବ।ତମେ ତାକୁ ନି-ନ୍ଦା କରି କି, ବଦ-ନାମ୍ କରି କିଛି ନାହିଁ।

ତମେ ତାର କିଛି କରି ପାରିବ ନାହିଁ। ନି-ଆଁରେ ତମେ ଯେତେ ଘିଅ ଢ଼ାଳିବ ସେ ଆହୁରି ସେତେ ଜୋରରେ ଜ-ଳିବ। ଯଦି ଅର୍ଚ୍ଚନା ନାଗଙ୍କର ଫିଲ୍ମ ଆସିବ ତାହେଲେ ଫିଲ୍ମର ନାଁ କଣ ରହିବ। ମୁଁ ଜାଣିଛି ଆମ ଇଣ୍ଡଷ୍ଟ୍ରି ଲୋକ କଣ କରିବେ ନାଁ ତା ନାଁଟାକୁ ବଦଳାଇ ଦେବେ। ସେ ନାଗ ବି ରଖିବେନି ତାକୁ ଢମଣା କରିଦେବେ। ଦରକାର ପଡିଲେ ଅର୍ଚ୍ଚନା ନାଗଟାକୁ ସୁଚନା ଢମଣା କରିଦେବେ। ଆଉ ଷ୍ଟୋରୀଟା ରହିବ କିନ୍ତୁ ଅରିଜିନାଲ୍ ଲୋକଙ୍କୁ ଦେଖେଇବେନି ଯେଉଁ ମାନେ ପ୍ରକୃତରେ ଏହିଥିରେ ଇନଭଲ୍ଭ ଅଛନ୍ତି ତାକୁ ଦେଖେଇବେନି। ମୁଁ ଗୋଟେ ଭିଡ଼ିଓ ଦେଖୁଥିଲି ଯେଉଁ ଅର୍ଚ୍ଚନା ନାଗଙ୍କ ସ୍ଵାମୀ ତାଙ୍କୁ ମାନିବାକୁ ପଡ଼ିବ। ଏତେ ବାଦବି-ବାଦ, କଷ୍ଟ , ନିନ୍ଦା ଭିତରେ ବି ସେ ତାଙ୍କ ସ୍ତ୍ରୀର ହାତ କେବେ ଛାଡ଼ି ନାହାଁନ୍ତି।

Leave a Reply

Your email address will not be published. Required fields are marked *